ଏସବିଆଇ ଅମୃତ କଳସ ସ୍କିମର ବଢିଲା ଅବଧି, ପବଲିକ ଡିମାଣ୍ଡକୁ ଦେଖି ୬ଷ୍ଠ ଥର ପାଇଁ ଡେଡଲାଇନରେ ପରିବର୍ତ୍ତନ

ଓଡିଶା ଭାସ୍କର- ଦେଶର ସର୍ବ ବୃହତ ବ୍ୟାଙ୍କ ଏସବିଆଇ ଆଣିଛି ଫିକ୍ସ ଡିପୋଜିଟରେ ଦମଦାର ପ୍ଲାନ । ମାତ୍ର ୪୦୦ ଦିନର ଏଫଡିରେ ନିବେଶ ପରେ ମିଳୁଛି ଗ୍ୟାରେଣ୍ଟିଡ ଇନକମ । ଯଦି ଆପଣ ନିକଟ ଭବିଷ୍ୟତରେ ସର୍ଟ ଟର୍ମ ଇନଭେଷ୍ଟ…

ମହାରାଷ୍ଟ୍ର ସିଏମ Suspense ଭିତରେ ଆସିଲା ଶପଥ ଗ୍ରହଣ ତାରିଖ, ୱାନଖେଡେ ଷ୍ଟାଡିୟମରେ ହେବ ଭବ୍ୟ ଆୟୋଜନ

ମୁମ୍ବାଇ- ମହାରାଷ୍ଟ୍ରରେ ମହାଯୁତିର ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ସସ୍ପେନ୍ସ ଜାରି ରହିଛି । ତିନି ପ୍ରମୁଖ ଦଳର ମୁଖିଆ ମୁଖ୍ୟମନ୍ତ୍ରୀ ଆସନ ଉପରେ ଆଖି ପକେଇଥିବା ବେଳେ ସୋମବାର ଅର୍ଥାତ୍ ୨୫…

(Breaking- Video) ସମ୍ଭଲ ଜାମା ମସଜିଦ ସର୍ଭେ ବେଳେ ଟେକା, ପଥର ମାଡ; ପୋଲିସ କର୍ମୀ ଆହତ

ସମ୍ଭଲ- ୟୁପିର ସମ୍ଭଲ ହେଉଛି ଅଶାନ୍ତ । ରବିବାର ସମ୍ଭଲର ଜାମା ମସଜିଦ ସର୍ଭେ ବେଳେ ଦେଖାଦେଇଛି ଉତ୍ତେଜନା । ପୋଲିସ ଓ ସର୍ଭେ ଅଧିକାରୀଙ୍କ ଉପରକୁ ହୋଇଛି ଟେକା ପଥର ମାଡ । କିଛି ଜାଗାରେ ପୋଡାଜଳା । ଏଥିରେ କିଛି…

ଓଡିଶାରୁ ଅପହରଣ, ମହାରାଷ୍ଟ୍ରରେ ୧୪ ଦିନ ଧରି ବନ୍ଦ କୋଠରୀରେ ଦୁଷ୍କର୍ମ, ମନଭରିଗଲା ପରେ…

ଭୁବନେଶ୍ୱର- ରାଜ୍ୟରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା । ବିବାହିତା ମହିଳାଙ୍କୁ ନବରଙ୍ଗପୁରରୁ ଅପହରଣ କରି ମହାରାଷ୍ଟ୍ର ନେଇ ସେଠାରେ ୧୪ ଦିନ ଧରି ମନଖୁସି କରିବା ପରେ ଅନ୍ୟ ଜଣଙ୍କୁ ବିକ୍ରି କରିବାକୁ ଉଦ୍ୟମ କରିବା…

ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ସୁଯୋଗ, FCIରେ ବାହାରିଲା ବିଜ୍ଞପ୍ତି, ବିନା ପରୀକ୍ଷାରେ ଚାକିରି

ନୂଆଦିଲ୍ଲୀ- ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ ମିଡିକାଲ ଅଫିସର ପାଇଁ ବାହାରିଲା ବିଜ୍ଞପ୍ତି । ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଲୋଡିଛି ଏଫସିଆଇ । ଏହି ଆବେଦନର ଶେଷ ତାରିଖ ୧୬ ଡିସେମ୍ବର ୨୦୨୪ । ଏହି ପଦ ପାଇଁ…

ବିମାନ ବନ୍ଦରରେ ଭୟର ବାତାବରଣ, ଯିଏ ଯୁଆଡେ ପାରିଲେ ଧାଇଁଲେ, ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳକୁ କରାଗଲା ଖାଲି

ଲଣ୍ଡନ- ଲଣ୍ଡନର ଗେଟଭିକ ଏୟାରପୋର୍ଟରେ ଆଜି ଦେଖିବାକୁ ମିଳିଛି ଧାଁ ଦୌଡ । ସୁରକ୍ଷା କାରଣରୁ ବିମାନ ବନ୍ଦରର ଏକ ବଡ ଅଞ୍ଚଳକୁ ଖାଲି କରିଦେଇଛି ସୁରକ୍ଷା ବଳ । ସ୍ଥାନୀୟ ସମୟ ମୁତାବକ, ଅପରାହ୍ନ ଦୁଇଟା ଯାଏଁ ବିମାନ…

ନୂଆ Study: ଅନ୍ତରୀକ୍ଷରେ ଏଲିଅଲ ଚଳାଉଛନ୍ତି ଗ୍ରହ, ନକ୍ଷେତ୍ର

ନୂଆଦିଲ୍ଲୀ- ମହାକାଶରେ ରାଜ କରୁଛନ୍ତି ଏଲିଅନ । ମହାକାଶରେ ଯେଉଁ ଗ୍ରହ, ନକ୍ଷତ୍ର ଦ୍ରୁତ ଗତି ଆତଯାତ କରନ୍ତି ସେମାନଙ୍କୁ ଇଣ୍ଟେଲିଜେଣ୍ଟ ଏଲିଅନ ସଭ୍ୟତା ପରିଚାଳିତ କରୁଛି । ଅର୍ଥାତ୍ ଏସବୁର ପାଇଲଟ ଏଲିଅନ, ଏମିତି…

ସନ୍ଧ୍ୟାପରେ ଗୋଟିଏ କାମ, ଘରକୁ ହେବ ମହାଲକ୍ଷ୍ମୀଙ୍କ ଆଗମନ, ଅର୍ଥାଭାବ ଦୂର ହୋଇ ଜୀବନ ଭରିବ ସୁଖରେ

ଓଡିଶା ଭାସ୍କର- ପ୍ରତ୍ୟେକ ମଣିଷକୁ ଅର୍ଥର ଆବଶ୍ୟକତା ରହିଛି । ଆଜିର ସମାଜରେ ସବୁ ମୂଳରେ ରହିଛି ଅର୍ଥ । ଏହି ଅର୍ଥ ଲାଭ ପାଇଁ ମଣିଷ କାମ କରିବା ସହ କେତେ ପୂଜାପାଠ କରୁଛି । ହେଲେ ଅନେକଙ୍କ ସବୁ ପ୍ରୟାସ ବ୍ୟର୍ଥ…

ପାଠରେ କୃଷ୍ଣା ଥିଲା ଆଗରେ, ଅଜାଣତରେ ପଡିଗଲା Online ଗେମ୍ ନିଶାରେ, ତାପରେ…

ଗାନ୍ଧୀନଗର- ପୁଣି ଜୀବନ ନେଲାଣି ଅନଲାଇନ ଗେମ । ଗୁଜରାଟର ରାଜକୋଟରେ ଅନଲାଇନ ଗେମ ପାଇଁ ଜୀବନ ହାରିଲେ ୨୦ ବର୍ଷର ଯୁବକ । ଗେମରେ ବହୁତ କ୍ଷତି ସହିବା ପରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି କୃଷ୍ଣା ପଣ୍ଡିତ ନାମକ ଯୁବକ…

ତୃତୀୟ ବିଶ୍ୱ ଯୁଦ୍ଧ ପାଇଁ ପୁତିନଙ୍କ ଶଙ୍ଖନାଦ: ଆମେରିକା, ବ୍ରିଟେନ ଉପରେ ବାଲାଷ୍ଟିକ ମିଶାଇଲ ଆକ୍ରମଣ ପାଇଁ ଘୋଷଣା

ନୂଆଦିଲ୍ଲୀ- ରକ୍ତମୁଖା ହୋଇଉଠିଛି ଋଷ । ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଆମେରିକା ଓ ବ୍ରିଟେନ ଉପରେ ଆକ୍ରମଣ କରିବାକୁ ଦେଲେଣି ଧମକ । ୟୁକ୍ରେନ ଋଷ ଉପରେ ଆକ୍ରମଣ କରିବାକୁ ଆମେରିକା ଓ ବ୍ରିଟେନର ମିସାଇଲ ବ୍ୟବହାର…