ସ୍କୁଲରେ ହେଉଥିଲା ପୋଷାକ ବଣ୍ଟନ, ଛାତରୁ ଖସିଲା ଫ୍ୟାନ୍, ସିଧା ପଡିଲା ଶିକ୍ଷୟିତ୍ରୀଙ୍କ ମୁଣ୍ଡରେ…
ଉମରକୋଟ- ଫ୍ୟାନ ଖସି ଶିକ୍ଷୟିତ୍ରୀ ଆହତ । ଉମରକୋଟର କରଣ୍ଡିଆଗୁଡା ପ୍ରାଥମିକ ବିଦ୍ୟାଳୟରେ ଅଘଟଣ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ବେଳେ ଘଟିଲା ଅଘଟଣ । ତେବେ ସ୍ୱଭାଗ୍ୟକୁ ଛାତ୍ରଛାତ୍ରୀଙ୍କର କିଛି…