(Video) ଖସିବା ପରେ ହୁତୁ ହୁତୁ ହୋଇ ଜଳିଲା ବାୟୁ ସେନାର ଯୁଦ୍ଧ ବିମାନ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଗୋଟିଏ ମିଗ ୨୯ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ଉତ୍ତର ପ୍ରଦେଶର ଆଗ୍ରାରେ ବିମାନ ଖସିବା ପରେ ଭୂଇଁରେ ମାଡ ହୋଇ ସେଥିରେ ନିଆଁ ଲାଗିଥିଲା । ହୁତୁହୁତୁ ହୋଇ ଜଳିଉଠିଥିଲା ବିମାନ ।…

ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ, ପିଡିପି ଆଣିଲା ୩୭୦ ହଟାଇବା ବିରୋଧୀ ପ୍ରସ୍ତାବ

ଶ୍ରୀନଗର: ସୋମବାର ଦିନ ଜମ୍ମୁ କାଶ୍ମୀର ବିଧାନସଭା ଆରମ୍ଭରୁ ଦେଖିବାକୁ ମିଳିଛି ହଙ୍ଗାମା । ୬ ବର୍ଷ ପରେ ବିଧାନସଭା ନିର୍ବାଚନ ପରେ ହୋଇଥିବା ବୈଠକରେ ପିଡିପି ବିଧାୟକ ବାହିଦ ପାରା ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଏକ…

ଟ୍ରମ୍ପଙ୍କୁ ଜିତାଇବା ପାଇଁ ଚାଲିଛି ପୂଜାର୍ଚ୍ଚନା, ହିନ୍ଦୁ ସଙ୍ଗଠନର ଦାବି, ଟ୍ରମ୍ପ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି

ନୂଆଦିଲ୍ଲୀ:  ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାତି ପାହିଲେ ରାଷ୍ଟ୍ରପତି ନିର୍ବାଚନ । ଚଳିତ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ସ ପାର୍ଟିର କମଲା ହାରିସ୍‌ଙ୍କ…

ଚଳିତ ମାସ ଶେଷ ସୁଦ୍ଧା ନୂଆ lookରେ ଲଞ୍ଚ ହେବ Reno 13 series

ନୂଆଦିଲ୍ଲୀ: ଓପୋ ଚୀନରେ Find X8 Find,  X8 Pro ଲଞ୍ଚ କରିବା ପରିବା ପରେ ନଭେମ୍ବରରେ ହିଁ Reno୧୩ ସିରିଜ ଲଞ୍ଚ କରିବାକୁ ଯାଉଛି । ଓପୋର ନୂଆ ଅବତାରକୁ ନେଇ ପ୍ରସିଦ୍ଧ ଡିଜିଟାଲ ଚାଟଷ୍ଟେସନ (ଡିସିଏସ) ଏହାର ଫିଚର…

IRCTC ଆଣିବାକୁ ଯାଉଛି ନୂଆ ଆପ, ଏଥିରେ ରହିବ ଏହିସବୁ ସୁବିଧା, ଦୂର ହେବ ଯାତ୍ରୀଙ୍କ ଅସୁବିଧା

ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀଙ୍କ ସୁବିଧା ପାଇଁ ଆଇଆରସିଟିସି ତାର ଆପ ବିକାଶ କରିଛି । ଟିକେଟ ବୁକ କରିବାକୁ ଆପରେ ଟିକେଟ ବୁକ ହୋଇପାରୁଛି, ହେଲେ ଲାଇଭ ଟ୍ରେନର ଷ୍ଟାଟସ ଟ୍ରାକ କରିବା ପାଇଁ କୌଣସି ଅପସନ ନାହିଁ । ତେଣୁ…

ବିଜେଡି ନେତାଙ୍କ ଅଭିଯୋଗ ଥିଲା ମିଛ, କେନ୍ଦ୍ରାପଡାରୁ ଯିବନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ କମ୍ପାନୀ

କେନ୍ଦ୍ରାପଡା: ବିଜେଡି ନେତା ମିଛ କହୁଥିଲେ । କେନ୍ଦ୍ରାପଡା ଛାଡିବନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ କମ୍ପାନୀ । ଏନେଇ ଆଜି ସୂଚନା ଦିଇଛନ୍ତି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ । କେନ୍ଦ୍ରାପଡାରେ କମ୍ପାନୀ ୨୪ ନିୟୁତ…

ମାଗଣା କଣ କିଛି ହୁଏ, ବୁଝିଲାନି ଭିଜିଲାନ୍ସ, ଧରିଲା ଖାପ୍ କରି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜେଇ । ଠିକାଦାରଙ୍କ ବିଲ କରେଇବାକୁ ୧୦ ହଜାର ଟଙ୍କା ନେଉଥିବା ବେଳେ ମାଡିବସିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା । ଜେଇ ଜଣକ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଅଶୋକ ପାଢୀ ।…

ବାୟୁ ପ୍ରଦୂଷଣରେ ସବୁଠୁ ଉପରେ ଲାହୋର, ଦିଲ୍ଲୀର ସ୍ଥିତି ମଧ୍ୟ ଭୟଙ୍କର

ନୂଆଦିଲ୍ଲୀ: ଭାରତର ବହୁ ଅଂଶର ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ବାୟୁର ମାନ ହ୍ରାସ ପାଇଛି ।ତେବେ ବର୍ତ୍ତମାନ ସାରା ବିଶ୍ୱରେ ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ପାକିସ୍ତାନର ଲାହୋର । ଶନିବାର ଦିନ…

ଗୁଳି କି ଗୋଳା, ବାରୁଦ ନୁହେଁ, ବିସ୍କୁଟ ଖଣ୍ଡିଏ ପାଇଁ ମଲା ଲସ୍କର ଏ ତୋଏବାର କମାଣ୍ଡୋ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରର କାନୟାରରେ ବିଗତ ଦୁଇ ବର୍ଷରେ ପ୍ରଥମ ବଡ ଆତଙ୍କବାଦ ନିରୋଧ ଅଭିଯାନ ହୋଇଥିଲା । ଏଥିରେ ଲସ୍କର ଏ ତୋଏବାର କୁଖ୍ୟାତ୍ ଆତଙ୍କୀ ଉସ୍ମାନର ମୃତ୍ୟୁ ହୋଇଛି । ଏହି ସଫଳତା…

ଆଧାର କାର୍ଡର Secret କଥା: କେତେ ଥର ଅପଡେଟ କରି ହେବ ମୋବାଇଲ ନମ୍ବର? ଜାଣନ୍ତୁ Process

ନୂଆଦିଲ୍ଲୀ: ଆମର ଅଧିକାଂଶ କାମ ପାଇଁ ପରିଚୟ ପତ୍ରର ଆବଶ୍ୟକତା ପଡିଥାଏ । ଏଥିରେ ଆଧାର ପ୍ରାୟ ଯାଗାରେ ଦରକାରରେ ଆସେ । ତେବେ ଆଧାରରେ ମୋବାଇଲ ନମ୍ବର ଲିଙ୍କ ନ ଥିଲେ, ବିଭିନ୍ନ ସୂଚନା ମିଳିବା ସମ୍ଭବ ହୋଇନଥାଏ ଓ…