ଭରତପୁର ଥାନା, ଭାତ ହାଣ୍ଡିରୁ ଗୋଟିଏ: ଡିଜିଙ୍କ ତାଗିଦରୁ ସ୍ପଷ୍ଟ

ଭୁବନେଶ୍ୱର: ଭରତପୁର ଥାନା ଘଟଣା ସାରା ଦେଶରେ ରାଜ୍ୟକୁ ଲଜ୍ଜିତ କରିଛି । ଏହି ଘଟଣା ପରେ ରାଜ୍ୟ ଡିଜିପି ନିଜ ବିଭାଗ ଉପରେ ଅଙ୍କୁଶ ଲଗାଇବା ଆରମ୍ଭ କରିଛନ୍ତି । ଏଥିସହ  ଏକ ଚିଠି ସମସ୍ତ ଜିଲ୍ଲା ହେଡକ୍ୱାଟରକୁ ଇସୁ…

କୋରାପୁଟ ଭିଜିଲାନ୍ସ ଜାଲରେ ମହିଳା ସହକାରୀ ଯନ୍ତ୍ରୀ, ଲାଞ୍ଚ ନେବା ବେଳେ ଧରିଲା ଟିମ

କୋରାପୁଟ: ଭିଜିଲାନ୍ସ ଜାଲରେ କୋରାପୁଟ, କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ମହିଳା ସହକାରୀ ଯନ୍ତ୍ରୀଙ୍କୁ କାବୁ କରି ନେଇଛି । ତାଙ୍କ ନାଁ ହେଲା ଭାନୁମତି…

ଆପଣ ଲେବର କାର୍ଡ ଯୋଜନାରେ ନାମ ପଞ୍ଜିକରଣ କରିନାହାନ୍ତି, ତେବେ ଶୀଘ୍ର କରାନ୍ତୁ, ରହିଛି ବହୁ ସୁବିଧା

ନୂଆଦିଲ୍ଲୀ: ଶ୍ରମିକଙ୍କୁ ବିଭିନ୍ନ ଜନହିତକାରୀ ଯୋଜନାରେ ସାମିଲ କରିବା ଲକ୍ଷ୍ୟରେ ସରକାର ବହୁ ଯୋଜନା କରିଛନ୍ତି । ଏହି ସବୁର ଲାଭ ପାଇଁ ସରକାର ମଧ୍ୟ ଶ୍ରମିକଙ୍କର ଲେବର କାର୍ଡ କରିଛନ୍ତି । କାର୍ଡଧାରୀ ଶ୍ରମିକ…

ଆସୁଛି ଏମିତି ଏକ ଦିନ, ଯେଉଁ ଦିନରେ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ସହଜ, ଦୂର ହେବ ସବୁ ସମସ୍ୟା

ଓଡିଶା ଭାସ୍କର: ଏବେ ପିତୃପକ୍ଷ । ଘରେ ଘରେ ପିତୃପୁରୁଷଙ୍କ ପାଇଁ ଆୟୋଜନ ହେଉଛି ଶ୍ରାଦ୍ଧ, ତର୍ପଣର ବିଧାନ । ତେବେ ଖାଲି ଏମିତି ପୂଜା, ତର୍ପଣ କରିଦେଲେ କିଛି ହେବନି । ପୁର୍ବଜଙ୍କୁ ସନ୍ତୁଷ୍ଟ କରିବାକୁ କେତେକ ବିଶେଷ…

ହଷ୍ଟେଲରେ ଏମିତି କଣ ହେଲା କି ଫାର୍ମାସୀ ଛାତ୍ରୀ…

ବ୍ରହ୍ମପୁର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଶିଆଳ ଗାଁର ଏକ ଦମ୍ପତି ନିଜ ଝିଅକୁ ନିଜ ଗୋଡରେ ଠିଆ କରିବାକୁ ଚାହିଁଥିଲେ । ଆଜି ମଧ୍ୟ ପୁରୀରେ ଝିଅଙ୍କ ପାଠପଢା ଓ ଚାକିରି ପରି ବିଷୟକୁ ଲୋକ ଛୋଟ ଦୃଷ୍ଟିରେ…

ତିନି ଦିନ ହେଲା ଆନ୍ଦୋଳନରେ ନର୍ସିଂ ସଂଘ, ରୋଗୀ ଭୋଗୁଛନ୍ତି ନାହିଁ ନ ଥିବା ଅସୁବିଧା

ଭୁବନେଶ୍ୱର: ନିଜ ଜିଦିରେ ଅଟଳ ରାଜ୍ୟର ନର୍ସିଂ କର୍ମଚାରୀ । ସରକାରଙ୍କ ଆଲୋଚନା ଡାକରା ସତ୍ତେ୍ୱ ଆନ୍ଦୋଳନରୁ ଓହରୁ ନାହାନ୍ତି କର୍ମଚାରୀ । ଫଳରେ ରାଜ୍ୟବ୍ୟାପୀ ସବୁ ହସ୍ପିଟାଲର ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି ।…

ମହାଲକ୍ଷ୍ମୀଙ୍କୁ ମୁକ୍ତି ମାରିଥିଲେ ସିନା, ଆଉ କିଛି ଦିନ ରହିଥାନ୍ତେ ଶବ ସାଙ୍ଗରେ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ମହାଲକ୍ଷ୍ମୀ ହତ୍ୟା ଘଟଣାର ବିଭିନ୍ନ ଗୁମର ଆସୁଛି ସାମ୍ନାକୁ । ପ୍ରେମିକାକୁ ମାରି ଫ୍ରିଜରେ ରଖିଥିବା ଭଦ୍ରକର ଯୁବକ ମୁକ୍ତିରଞ୍ଜନ ପ୍ରତାପ ରାୟର ମୃତ୍ୟୁ ପରେ ପରିବାର ଲୋକ ଦେଉଛନ୍ତି ରୋଚକ…

ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ

ଭୁବନେଶ୍ୱର: ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଜେଡି ନେତା ପ୍ରଦୀପ ମାଝୀ । ବିବାହ ତାରିଖ ବିଷୟରେ କୌଣସି ସୂଚନା ନ ଥିଲେ ମଧ୍ୟ ବହୁତ ଜଲଦି ସେ ବିବାହ…

ଗର୍ଭରେ ଆଖିବୁଜିଲା ଶିଶୁ, ଡାକ୍ତରୀ ଅବହେଳାକୁ ପରିବାର କଲା ଦାୟୀ

ଢେଙ୍କାନାଳ: ପ୍ରସବ ପାଇଁ ହସ୍ପିଟାଲ ଯାଇଥିବା ମହିଳାଙ୍କ ପେଟରେ ଶିଶୁ ମୃତ୍ୟୁ ପରେ ଦେଖାଦେଇଛି ହଙ୍ଗାମା । ଡାକ୍ତରଙ୍କ ଅବହେଳା ଓ ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ।…

ବାରମ୍ବାର ଗର୍ଭପାତ ପାଇଁ ଦମ୍ପତି ଦୁଃଖିତ କି? ତେବେ ଏହି ସମସ୍ୟା ଥାଇପାରେ ପୁରୁଷଙ୍କଠାରେ

ଓଡିଶା ଭାସ୍କର: ଲୋକଙ୍କ ଭିତରେ ଗୋଟିଏ ବିଶ୍ୱାସ ଥିଲା କି, କୌଣସି ଗର୍ଭବତୀଙ୍କ ବାରମ୍ବାର ଗର୍ଭପାତ ହେଉଥିଲେ ଏଥିପାଇଁ ସେ ହିଁ ଦାୟୀ । ତେଣୁ ଅନେକ ମହିଳାଙ୍କୁ ଶାଶୂଘର ପକ୍ଷରୁ ନାନା ନିର୍ଯାତନା ଦିଆଯାଇଥାଏ ।…