ସବୁ ପରେ ମଧ୍ୟ ହେଇପାରୁନାହାନ୍ତି ସଫଳ, ଆପଣାନ୍ତୁ ଏହି ଉପାୟ, ସଫଳତା ଚୁମିବ ପାଦ

ଆପଣ ଅନେକ ପରିଶ୍ରମ କରୁଛନ୍ତି, ଦକ୍ଷତା ଓ ସଚ୍ଚୋଟତା ସହ କାମ କରୁଛନ୍ତି । ସବୁ ପରେ ମଧ୍ୟ ହାତକୁ ଆସୁଛି ବିଫଳତା । ନିଜଠାରୁ କମ ଶିକ୍ଷା, ଦିକ୍ଷାର ବ୍ୟକ୍ତି ସହଜରେ ଓ ଶଳ୍ପ ସମୟରେ ସଫଳତାର ଶୀର୍ଷରେ ପହଞ୍ଚି ଯାଉଥିଲେ…

ସୈନିକ ସ୍କୁଲରେ ବାହାରିଛି ଅନେକ ପଦ, ପଦବୀ: ଆଶାୟୀ ୱେବସାଇଟରେ କରିପାରନ୍ତି ଆବେଦନ

ନୂଆଦିଲ୍ଲୀ: ବେରୋଜଗାର ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଏହି କ୍ଷେତ୍ରରେ ଆର୍ମୀ ପବ୍ଲିକ ସ୍କୁଲ ଆଣିଦେଉଛି ବ୍ୟାପକ ସୁବିଧା । ସରକାରୀ ସହ ମର୍ଯ୍ୟାଦା ସମ୍ପନ୍ନ ଶିକ୍ଷକତା ସୁବିଧା ଦେବ ଆର୍ମୀ ପବ୍ଲିକ ସ୍କୁଲ ।…

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ବିବାଦୀୟ ବିଳାଶପୂର୍ଣ୍ଣ କ୍ୱାଟର ଛାଡିବେ କେଜରିୱାଲ!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ମଙ୍ଗଳବାର ଅରବିନ୍ଦ କେଜରିୱାଲ ଇସ୍ତଫା ଦେବା ପରେ ପ୍ରାୟ ୫୦ କୋଟିରୁ ଅଧିକ ଖର୍ଚ୍ଚ କରି ନବୀକରଣ କରିଥିବା କ୍ୱାଟର ମଧ୍ୟ ଛାଡିବେ ।ଏହାକୁ ନେଇ ସବୁଠି ଚର୍ଚ୍ଚା । ମଙ୍ଗଳବାର…

ପିତୃପକ୍ଷରେ ରହୁଛି ଚନ୍ଦ୍ରଗ୍ରହଣ: କେମିତି ଦେବେ ପିତୃପୁରୁଷଙ୍କୁ ଶ୍ରାଦ୍ଧ? କିପରି ପ୍ରସନ୍ନ ହେବେ ପୂର୍ବଜ

ଗ୍ରହଣକୁ ହିନ୍ଦୁ ଧର୍ମରେ ଅଶୁଭ ବୋଲି ଗ୍ରହଣ କରାଯାଇଛି । ବିଶ୍ୱାସ ରହିଛି ଏହି ସମୟରେ ବିଶ୍ୱ, ବ୍ରହ୍ମାଣ୍ଡରେ ନକାରାତ୍ମକ ଶକ୍ତିଙ୍କ ରାଜୁତି ବଢିଥାଏ । ତେଣୁ ଏହି ସମୟରେ ହେଉଥିବା କାମ ଅଶୁଭ । ତେଣୁ ଗ୍ରହଣ ସମୟରେ…

୧୦ ବର୍ଷ ପରେ ପୁଣି ଜଣେ ମହିଳା ମୁଖ୍ୟମନ୍ତ୍ରୀ ପାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ଆପ ନେତ୍ରୀ ଆତିଶୀ ମାର୍ଲେନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ଆପ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଦେବ । ଏଥିସହ ଭାରତୀୟ ରାଜନୀତି ଇତିହାସରେ ମଧ୍ୟ ପୂର୍ବ…

ନ୍ୟୁୟର୍କ ସ୍ୱାମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା, ଦୂତାବାସ ପକ୍ଷରୁ ଘଟଣାର ନିନ୍ଦା

ୱାସିଂଟନ: ଆମେରିକାର ନ୍ୟୁୟର୍କସ୍ଥିତ ସ୍ୱାମୀ ନାରାୟଣ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି । ମେଲଭିଲେରେ ଥିବା ଏହି ମନ୍ଦିର ବାହାରେ ଲାଗିଥିବା ସାଇନ ବୋର୍ଡରେ ସ୍ଫ୍ରେ ପେଣ୍ଟ କରି ଆପତ୍ତିଜନକ କଥା…

Oh My God; ଫାଟିଯିବ ଭୟାନକ ଆଗ୍ନେୟଗିରି! ୧୦ ବର୍ଷରୁ ହେଉଛି ଅଶାନ୍ତ… ମହାପ୍ରଳୟ ଦେଖିପାରେ ପୃଥିବୀ

ନୂଆଦିଲ୍ଲୀ: ୟୁରୋପର ସବୁଠାରୁ ଭୟଙ୍କର ଆଗ୍ନେୟଗିରି, ଇଟାଲୀର ସୁପରଭୋଲକାନୋ କ୍ୟାମ୍ପି ଫ୍ଲେଗରେଇ । ଏବେ ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି କି ଏହି ଜ୍ୱାଳାମୁଖୀର କୌଣସି ବି ସମୟରେ ବିସ୍ଫୋରଣ ହୋଇପାରେ । ଏହା ଯଦି…

ମଙ୍ଗଳରେ ହେଉଥିବା ପରିବର୍ତ୍ତନ ମଣିଷ ପାଇଁ ଆଣିଦେବ ବଡ ସମ୍ଭାବନା

ଆମ ବୈଜ୍ଞାନିକଙ୍କ ପାଇଁ ମଙ୍ଗଳ ପ୍ରଥମ ପସନ୍ଦ ହୋଇଛି । ମଙ୍ଗଳରେ ବସବାସ କରିବାକୁ ମଣିଷର ଗବେଷଣା ଜାରି ରହିଛି । ଏହି ଗବେଷଣା କାଳରେ ମଙ୍ଗଳକୁ ନେଇ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି । ନାଶା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଆତିଶୀ ଅକ୍ସଫୋର୍ଡରୁ କରିଛନ୍ତି ଏମଏସସିରେ ଡିଗ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଆତିଶି ମାର୍ଲେନ ମୁଖ୍ୟମନ୍ତ୍ରୀ ଭାବେ ଦଳୀୟ ନେତାଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତିରେ ବହୁ ନେତା ଜେଲ ଯିବା ପରେ ଆତିଶୀ…

ଜିଓ ସେବା ଡାଉନ, ହୋଇପାରୁନି ବହୁ କାମ

ମୁମ୍ବାଇ: ମୁମ୍ବାଇ ତଥା ଅନ୍ୟ ସହରରେ ଜିଓ ଉପଭୋକ୍ତା ଲଗାତର ନେଟଓା୍ୱର୍କ ସମସ୍ୟା ଭୋଗୁଛନ୍ତି । କିନ୍ତୁ ଏହାକୁ ନେଇ ରିଲିଆନ୍ସ ଜିଓ ପକ୍ଷରୁ ମଧ୍ୟ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳୁନାହିଁ । କଣ ସମସ୍ୟା ହୋଇଛି ଓ…