Breaking News କିନ୍ନର ଆସିଲେ ଗ୍ରହ ଶାନ୍ତି କରିବାକୁ, ଲୁଟିନେଲେ ସୁନା ଗହଣା Sima Ray Oct 3, 2024 ନୂଆପଡା: ଲୋକଙ୍କ ଅନ୍ଧ ବିଶ୍ୱାସ ହେଉ ବା କୁ ସଂସ୍କାର, ତାର ଫାଇଦା ନେବା ଅତି ସହଜ । ଗ୍ରହ ଶାନ୍ତି, ରିଷ୍ଟ ଖଣ୍ଡନ, ଗୁଣି ଗାରେଡିର ଭୟ ଦେଖାଇ ଲୋକଙ୍କୁ ଲୁଟିବା ଠକ ତଥା ମନ୍ଦପ୍ରକୃତିର ଲୋକଙ୍କ ପାଇଁ ସହଜ ହୋଇଛି ।…
Breaking News (Breaking)୧୧୨ ଦିନରେ ଶୁକ୍ରଯାନ-୧ ପହଞ୍ଚିବ ପଡୋଶୀ ଗ୍ରହରେ Sima Ray Oct 2, 2024 ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଶୁକ୍ର ଯାନ-୧ ଲଞ୍ଚର ତାରିଖ ଘୋଷଣା କରିଛି । ଆସନ୍ତା ୨୦୨୮ ମାର୍ଚ୍ଚ ୨୯ରେ ଏହି ବହୁପ୍ରତୀକ୍ଷିତ ମିଶନ ଲଞ୍ଚ ନେଇ ଲକ୍ଷ୍ୟ ରଖିଛି ଇସ୍ରୋ । ବାହୁବଳି ରକେଟ…
Breaking News ଗାନ୍ଧୀଙ୍କ ଆଦର୍ଶରେ ଦେଶ ଶାସନ ବିଜେପି ସରକାରର ଲକ୍ଷ୍ୟ: ମୋହନ ମାଝୀ Sima Ray Oct 2, 2024 କଟକ: ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲ୍ଲା ତେଲେଙ୍ଗା ପେଣ୍ଠରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧୀଙ୍କର ମାନବିକତା ଓ ସମାଜ ପ୍ରତି ଅବଦାନର…
Breaking News ଘର ତୋଳିବାକୁ ଚାହୁଁଛନ୍ତି କି, ତେବେ ନିର୍ମାଣ ଆଗରୁ ଏହି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ, ନୋହିଲେ… Sima Ray Oct 2, 2024 ଓଡିଶା ଭାସ୍କର: ଆମ ସମସ୍ତଙ୍କ ପାଇଁ ଘରଟିଏ ନିହାତି ଦରକାର । ଭଡା ଘରେ ଭଡା ଗଣିବା ଅପେକ୍ଷା ନିଜର ଘର ଖଣ୍ଡିଏ ହେଲେ ଅନେକ ଫାଇଦା ରହିଛି । ତେଣୁ ଆଜିକାଲିର ଯୁବପିଢି ଏହି ଦିଗଟି ପ୍ରତି ସଚେତନ । ତେଣୁ ଚାକିରି କରିବା…
Breaking News ହରିଆଣା ଭୋଟ ଆଗରୁ ରାମ ରହିମଙ୍କ ପାରୋଲ ବିଜେପି ଆଡକୁ ଭୋଟରଙ୍କୁ କରିପାରିବ କି ଆକୃଷ୍ଟ? Sima Ray Oct 2, 2024 ଚଣ୍ଡିଗଡ: ହରିଆଣା ବିଧାନସଭା ନିର୍ବାଚନର ଠିକ ୩ ଦିନ ପୂର୍ବରୁ, ବୁଧବାର ସକାଳୁ ସକାଳୁ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମଙ୍କୁ ପାରୋଲରେ ଛଡା ଯାଇଥି । ସେ ୨୦ ଦିନ ପାରୋଲରେ ଜେଲରୁ…
Breaking News ଶିକ୍ଷକଙ୍କ ଘରୁ ମିଳିଲା ୪ ମୃତଦେହ, ସମସ୍ତେ ଗୋଟଏ ପରିବାରର, ଅଞ୍ଚଳରେ ଚାଞ୍ଚଲ୍ୟ Sima Ray Oct 2, 2024 ନାଗପୁର: ମହାରାଷ୍ଟ୍ରର ନାଗପୁରର ଏକ ପରିବାରର ୪ ଜଣଙ୍କ ମୃତଦେହ ଏକା ସାଙ୍ଗରେ ମିଳିବା ପରେ ଖେଳିଯାଇଛି ଚାଞ୍ଚଲ୍ୟ । ଜିଲ୍ଲାର ନରଖେଡ ବ୍ଲକ ଅନ୍ତର୍ଗତ ମୋୱାଡ ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ପୋଲିସ…
Breaking News ସମ୍ମୁଖ ଯୁଦ୍ଧ ପାଇଁ ତୟାର ଇରାନ- ଇଜରାଏଲ, ଥରହର ମଧ୍ୟପ୍ରାଚ୍ୟ Sima Ray Oct 2, 2024 ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ହୋଇଉଠିଛି ଆଶାନ୍ତ । ହିଜବୁଲାହକୁ ଦମନ କରିବାକୁ ଇଜରାଏଲ ଲେବାନନ ଉପରେ ଆକ୍ରମଣ କରିବା ପରେ ଇରାନ କରିଛି ଇଜରାଏଲ ଉପରେ ଆକ୍ରମଣ । ଗତକାଲି ଇରାନ ପ୍ରାୟ ୨୦୦ ମିଜାଇଲ ଆଟାକ କରିଛି ଇଜରାଏଲ…
Breaking News ସଦଗୁରୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଅନ୍ୟର ଝିଅଙ୍କ ସହ କରୁନାହାନ୍ତି ନିଜ ଝିଅ ପରି ଆଚରଣ Sima Ray Oct 2, 2024 ଚେନ୍ନାଇ: ସଦଗୁରୁଙ୍କ ଆଶ୍ରମରେ ପୋଲିସ । ଜଣେ କି ଦୁଇଜଣ ନୁହଁନ୍ତି ପୂରା ୧୫୦ ପୋଲିସ ଆଶ୍ରମରେ ଚଳାଇଛନ୍ତି ଖୋଳତାଡ । ତାମିଲନାଡୁର ଥୋଣ୍ଡାମୁଥୁରସ୍ଥିତ ଇସା ଫାଉଣ୍ଡେସନ ଆଶ୍ରମରେ ହେଉଥିବା ପୋଲିସ ସର୍ଚ୍ଚରେ ୩ ଡିଏସପି…
Breaking News ବିଏସ୍ଏ ବସ୍ ଟର୍ମିନାଲରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ଯାତ୍ରୀଙ୍କ ସହ ହେଲେ କଥା Sima Ray Oct 1, 2024 ଭୁବନେଶ୍ୱର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ (ବିଏସ୍ଏବିଟି)ର ଅନୁଧ୍ୟାନ କରିଛନ୍ତି।…
Breaking News ଆକାଶ ପରେ ଲେବାନନରେ ସ୍ଥଳ ଯୁଦ୍ଧରେ ଲିପ୍ତ ଇଜରାଏଲ, ଲକ୍ଷ୍ୟ… Sima Ray Oct 1, 2024 ନୂଆଦିଲ୍ଲୀ: ହିଜବୁଲା ସହ ଇଜରାଏଲର ଯୁଦ୍ଧ ପାଇଁ ଲେବାନନ କ୍ଷତିଗ୍ରସ୍ତ ହେଉଛି । ଇଜରାଏଲ ଆକାଶ ମାର୍ଗରୁ ରକେଟ ମାଡ କରିବାରେ ଲାଗିଛି । ଆକାଶ ମାର୍ଗରୁ ଆକ୍ରମଣ ମଧ୍ୟରେ ଇଜରାଏଲ ସେନା ଲେବାନନରେ ସ୍ଥଳଭାଗରେ ଯୁଦ୍ଧ…