Breaking News (Breaking)ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପଙ୍କୁ ଦାଗମୁକ୍ତ କଲେ ହାଇକୋର୍ଟ Sima Ray Oct 1, 2024 କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରୁ ହାଇକୋର୍ଟରୁ ପୂର୍ବତନ ବିଧାୟକ ପ୍ରତାପ ଦେବଙ୍କୁ ମିଳିଲା କ୍ଲିନ ଚିଟ । ପ୍ରତାପଙ୍କ ବିରୋଧରେ ତଳକୋର୍ଟରେ ହୋଇଥିବା ମାମଲାକୁ ଖାରଜ କଲେ ହାଇକୋର୍ଟ । ତଳକୋର୍ଟଙ୍କ ରାୟକୁ…
Breaking News ଆକ୍ସନ ମୋଡରେ ନୂଆ ସିପି, ପରଫର୍ମାନ୍ସକୁ ନେଇ ହେବ କାର୍ଯ୍ୟାନୁଷ୍ଠାନ Sima Ray Oct 1, 2024 ଭୁବନେଶ୍ୱର: ବଦଳିଯିବ ଟ୍ୱିନ ସିଟି ପୋଲିସ । ବଦଳିବ ଆଦବ କାଇଦା । ଆଉ ସହ୍ୟ ହେବନି ପୋଲିସ ବାବୁଙ୍କ ମନମାନୀ । ଆଉ ବରଦାସ୍ତ କରାଯିବନି ଅଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ । କାମରେ ଖିଲାପ ହେଲେ ହେବ…
Breaking News ବଡ ବିପଦରୁ ଅଳ୍ପକେ ବର୍ତ୍ତିଗଲେ କେରଳ ରାଜ୍ୟପାଳ Sima Ray Oct 1, 2024 ତିରୁବନନ୍ତପୁରମ: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏକ ଆସନ୍ନ ବିପଦରୁ ଭାଗ୍ୟ ବଳରେ ବର୍ତ୍ତି ଯାଇଛନ୍ତି । ତାଙ୍କ ସହ ଥିବା ସୁରକ୍ଷା କର୍ମୀଙ୍କ ସାବଧାନତା ଓ ତ୍ୱରିତ ପଦକ୍ଷେପ ପାଇଁ ବିପଦ ରାଜ୍ୟପାଳଙ୍କୁ ଛୁଇଁ…
Breaking News ମେକ ଇନ ଓଡିଶାରେ ବିଦେଶୀ ନିବେଶକଙ୍କୁ ସାମିଲ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଯିବେ ଦିଲ୍ଲୀ Sima Ray Oct 1, 2024 ଭୁବନେଶ୍ୱର: ମେକ ଇନ ଓଡିଶା କନକ୍ଲେଭ ଉକ୍ରର୍ଷ ୨୦୨୫ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇଦିନିଆ ଦିଲ୍ଲୀ ଗସ୍ତ କାଳରେ ଦିଲ୍ଲୀରେ ସେ ମେକ ଇନ ଓଡିଶା ଭିଜନରେ ନିବେଶକଙ୍କ ସହ କରିବେ…
Breaking News ଭଦ୍ରକରେ ସ୍ଥିତି ପରଖିଲେ ଡିଜିପି, କହିଲେ ସୋସିଆଲ ମିଡିଆଠୁ ଦୂରେଇ ରୁହନ୍ତୁ Sima Ray Oct 1, 2024 ଭଦ୍ରକ: ଭଦ୍ରକ ହିଂସାର ୫ମ ଦିନରେ ପୋଲିସ ମହାନିର୍ଦ୍ଦେଶକ ଧାମନଗର ଥାନାରେ ପହଞ୍ଚି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜନତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି କି, ଭୟଭୀତ ହେବାର…
Breaking News (Breaking) ଟ୍ବିନସିଟି ପୋଲିସକୁ ସିପିଙ୍କ କଡା ତାଗିଦ Sima Ray Oct 1, 2024 କଟକ: କମିଶନରେଟ ପୋଲିସକୁ ନୂଆ କମିଶନରଙ୍କ ତାଗିଦ । କମିଶନରେଟ ପୋଲିସରେ କାମ କରୁଥିବା ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ କଡା ଆଭିମୁଖ୍ୟ ଜଣାଇଛନ୍ତି ନୂଆ କମିଶନର ସୁରେଶ ଦେବଦତ୍ତ ସିଂହ । ଦିନ ହେଉ କି ରାତି…
Breaking News କେନ୍ଦ୍ରକୁ ନେଇ ଏମିତି ଭବିଷ୍ୟବାଣୀ କଲେ ପିକେ, ଏନଡିଏ ସହଯୋଗୀ ଦଳରେ ଛନକା Sima Ray Oct 1, 2024 ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ସରକାର ଗଢିବାରେ ସଫଳ ହୋଇଛନ୍ତି । ହେଲେ ଗତ ଦୁଇଥର ଅପେକ୍ଷା ଚଳିତ ଥରର ସ୍ଥିତି ରହିଛି ଭିନ୍ନ । ଏନଡିଏ ସରକାରରେ ଥିଲେ ମଧ୍ୟ ସଂଖ୍ୟା ଦୃଷ୍ଟିରୁ କେତେବେଳେ କିଛି…
Breaking News ପୁଅ ବୋର୍ଡ ପରୀକ୍ଷାରେ ଟପର ହେଲା, କବାଡିଆ ବାପା କିଣିଦେଲେ ଆଇ ଫୋନ-୧୬ Sima Ray Sep 30, 2024 ଓଡିଶା ଭାସ୍କର: କବାଡିଆ କାମ କରୁଥିବା ଲୋକ, ପୁଅକୁ ଦେଲେ ଲକ୍ଷେ ୮୦ ହଜାର ଟଙ୍କାର ଆଇ ଫୋନ-୧୬ । କଥାଟା ଶୁଣିଲେ ବିଶ୍ୱାସ ହେଉନଥିବ । କାରଣ କବାଡିଆ ଭାବେ କାମ କରୁଥିବା ଲୋକ ଏତେ ଟଙ୍କା କେଉଁଠୁ ଆଣିବ କରି ଆଇ ଫୋନ…
Breaking News ଚନ୍ଦ୍ରବାବୁଙ୍କୁ ସୁପ୍ରିମ କୋର୍ଟଙ୍କ ପରାମର୍ଶ, ଭଗବାନଙ୍କୁ ରାଜନୀତିଠୁ ଦୂରେଇ ରଖ Sima Ray Sep 30, 2024 ନୂଆଦିଲ୍ଲୀ: ତିରୁପତିଲଡ୍ଡୁ ବିବାଦକୁ ନେଇ ଆଜି ସୁପ୍ରିମ କୋର୍ଟରେ ଶୁଣାଣି କାଳରେ ସୁପ୍ରିମ କୋର୍ଟ ନାଇଡୁ ସରକାରକୁ ତାଗିଦ କରିଛନ୍ତି । ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ । ସୋମବାର…
Breaking News ରାଜ୍ୟର ମଥାରୁ ଅପପୃଷ୍ଟିର କାଳିମା ଲିଭାଇବାକୁ ପ୍ରଭାତୀଙ୍କ ନୂଆ ଯୋଜନା Sima Ray Sep 30, 2024 ଭୁବନେଶ୍ୱର: ରାଜ୍ୟର ଶିଶୁ ଅପପୃଷ୍ଟି ସାରା ବିଶ୍ୱରେ ଓଡିଶାକୁ ଲଜ୍ଜିତ କରିଥିଲା । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ପୁଷ୍ଟିସାରରେ ପରିପୂର୍ଣ୍ଣ ଛତୁଆ ବଣ୍ଟନ ବ୍ୟବସ୍ଥା ହୋଇଥିଲା ।…