ଗତ ବର୍ଷ ତୁଳନାରେ ଅଧିକ ଭାରତୀୟ ଛାତ୍ର ଯିବେ ଆମେରିକା

ନୂଆଦିଲ୍ଲୀ: ଆପଣଙ୍କ ପିଲା ଆମେରିକାରେ ପଢିବାକୁ ଚାହୁଁଛନ୍ତି କି, ତେବେ ଆସିଲା ଖୁସି ଖବର । ହୁଏତ ଆପଣଙ୍କ ପିଲା ଯାଇପାରନ୍ତି ଆମେରିକା । କାରଣ ପୁଣି ଚଳିତ ବର୍ଷ ଆମେରିକା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ରେକର୍ଡ…

ଶୁଣାଣି କାଳରେ ଏମିତି ଏକ ଶବ୍ଦ କହିଲେ ଯାଚିକାକର୍ତ୍ତା କି ଭଡକି ଗଲେ ସିଜେଆଇ

ନୂଆଦିଲ୍ଲୀ: ଏକ ଯାଚିକାର ଶୁଣାଣି କାଳରେ ହଠାତ୍ ରାଗିଗଲେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ । ତାଙ୍କୁ ଆବେଦନକାରୀଙ୍କ ଗୋଟିଏ ଶବ୍ଦ ଏମିତି ଅତିଷ୍ଟ କଲା କି ହୋଇଉଠିଲେ ଅତିଷ୍ଠ । ସଙ୍ଗେ…

ମକ୍କା-ମଦିନା ତୀର୍ଥ ପାଇଁ କେହି ଦେଉଛି କି ଆକର୍ଷଣୀୟ ଅଫର, ଆଗେ ଏ ଖବର ପଢିନିଅନ୍ତୁ

ଭୁବନେଶ୍ୱର: ଓଡିଶା ଅର୍ଥନୈତିକ ଅପରାଧ ଶାଖା ଖୁଆଡରେ ଆନ୍ତଃରାଜ୍ୟ ଠକ । ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ତୀର୍ଥ ଭ୍ରମଣ କରାଇବାକୁ କହି ଲଗାଉଥିଲା ଚୁନା । ଏଥିରେ ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର ଆଦି ଅଞ୍ଚଳର ଲୋକ ଶିକାର ।…

(video) ଚଳନ୍ତା ସ୍ପିଡ ବାଇକ ଉପରେ ଯୁବକଙ୍କ କାରନାମା, ଲୋକେ ଦେଖି ଛାନିଆ…

ପାଟଣା: ସଡକ ସୁରକ୍ଷା ଓ ଦୁର୍ଘଟଣା ରୋକିବାକୁ ପୋଲିସ ପ୍ରଶାସନ ଯେତେ ଯାହା କଲେ ମଧ୍ୟ ଅମାନିଆ ଜିଦରେ ନଛୋଡବନ୍ଧା । ଚଳନ୍ତା କାର, ବାଇକରେ କସରତ ଦେଖାଇ ଯେମିତି ସେମାନଙ୍କ ଜନ୍ମସିଦ୍ଧ ଅଧିକାର । ଏମିତି ଜଣେ ଯୁବକ…

ଦେଶରେ ବେରୋଜଗାରୀ କ୍ଷେତ୍ରରେ କେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ସ୍ଥିତି ସବୁଠାରୁ ଖରାପ?

ନୂଆଦିଲ୍ଲୀ: ବିଶ୍ୱ ମାନ୍ଦାବସ୍ଥା, କୋଭିଡ ୧୯, ଯୁଦ୍ଧ ସ୍ଥିତି ସତ୍ତେ୍ୱ ଦେଶର ଅର୍ଥନୀତିରେ ସୁଧାର ଆସିଛି । ଏହାର କାରଣ ଦେଶର ଜନସଂଖ୍ୟାର ଏକ ବିରାଟ ଭାଗର ଶିକ୍ଷା ଓ ସମ୍ବଳ ଏହି କ୍ଷେତ୍ରରେ ନିଜ ଭାଗିଦାରୀ ଜାହିର…

ବନ୍ୟାର ସୁ ସୁ ଶବ୍ଦରେ ଶୋଇପାରୁନାହାନ୍ତି ଜନତା, ହେଲେ ନିଘୋଡ ନିଦରେ ନେତା

ପାଟନା: ଗତ କିଛି ଦିନର ଲଗାଣ ବର୍ଷା ପାଇଁ ବୀରପୁର ବ୍ୟାରେଜ ଦେଇ ବନ୍ୟାଜଳ ନିଷ୍କାସନ ପାଇଁ ବିହାରର ବହୁ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର । ନେପାଳ ସୀମାବର୍ତ୍ତୀ ସ୍ଥାନରେ ବର୍ଷା ବିତ୍ପାତ ଲାଗିରହିଥିବାରୁ…

‘ସୁସ୍ଥ ହୃଦୟ ଓ ହୃଦରୋଗ ନିରାକରଣ ଦିଗରେ ଅଶ୍ୱିନୀ ହସ୍ପିଟାଲ ପ୍ରତିବଦ୍ଧ’

ଭୁବନେଶ୍ୱର: ସେପ୍ଟେମ୍ବର ୨୯ ହେଉଛି ବିଶ୍ୱ ହୃଦୟ ଦିବସ । ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହୃଦରୋଗ ଓ ଏହାର ନିରାକରଣ ପାଇଁ ସାଧାରଣରେ ସଚେତନତା ବାର୍ତ୍ତା ଦେବା । ଏହି କ୍ରମରେ ଆଜି ଆଦିତ୍ୟ ଆଶ୍ୱିନୀ ହସ୍ପିଟାଲ…

ଆଜିଠୁ ଆକାଶରେ ଉଇଁବ ଜହ୍ନମାମୁଁର ସାନ ଭାଇ, ଦୁଇ ମାସ ଆମକୁ ମାରିବ ଆଖି ମିଟିକା

ୱାସିଂଟନ: ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଏକା ସାଙ୍ଗରେ ଆକାଶରେ ଦେଖାଯିବ ଦୁଇଟି ଚନ୍ଦ୍ରମା । ବୈଜ୍ଞାନିକ ଏହାକୁ ୨୦୨୪ ପିଟି ୫ ନାମ ଦେଇଛନ୍ତି । ହେଲେ ଏହି ଦ୍ୱିତୀୟ ଚନ୍ଦ୍ରମାକୁ ସବୁଦିନ ପାଇଁ…

(Breaking) ମନ୍ତ୍ରୀ କହିଲେ, ବନ୍ଦ ହେବନି ରାସନ କାର୍ଡ ଇକେଓ୍ବାଇସି ପଞ୍ଜିକରଣ

ଭୁବନେଶ୍ବର: ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ଯ ଯୋଗାଣକୁ ଆହୁରି ସ୍ବଚ୍ଛ ଓ ଗତିଶୀଳ କରିବାକୁ ରାସନ କାର୍ଡରେ ବର୍ଷ ବର୍ଷ ଧରି ଚୋରି କରୁଥିବା ହିତାଧିକାରୀଙ୍କୁ ଚିହ୍ନିବାକୁ ସରକାର ଇକେଓ୍ବାଇସି ଲିଙ୍କ କରିଛନ୍ତି  ା…

ଟେକ୍ନିସିଆନ, ବୈଜ୍ଞାନିକ, ଏକ୍ସ ସର୍ଭିସମ୍ୟାନଙ୍କୁ ବିଜେପି ଦେଉଛି ପ୍ରାଧାନ୍ୟ, ବିଭିନ୍ନ ବୋର୍ଡରେ କରିବ ଅଧ୍ୟକ୍ଷ

ଭୁବନେଶ୍ୱର: ସରକାର ବଦଳିବା ପରଠାରୁ ଖାଲି ପଡିଥିବା ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦ ପୂରଣ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟରେ ଖାଲି ପଡିଥିବା…