ବିଶ୍ୱକୁ ଆଉ ଏକ ଭୟଙ୍କର ମହାମାରୀ ଭେଟିଦେବାକୁ ଯାଉଛି ଚୀନ

ନୂଆଦିଲ୍ଲୀ: ୨୦୧୯ରେ ଚୀନ ଲାବରେଟୋରୀରୁ ସଂକ୍ରମିତ କୋଭିଡ ୧୯ ଭୂତାଣୁର ଭୟ ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ହଜିନି, ପୁଣି ଏକ ଭାଇରସ ଚୀନରେ ଚିହ୍ନଟ ହେଲାଣି । ଏହି ଭୂତାଣୁ ମଣିଷର ମସ୍ତିଷ୍କକୁ ସଂକ୍ରମିତ କରି ରୋଗ ସୃଷ୍ଟି…

ଏମିତି ଏକ ଜାଗା ରହିଛି, ଯେଉଁଠି କ୍ରିକେଟ ସମ୍ପୂର୍ଣ୍ଣ ବ୍ୟାନ୍

ନୂଆଦିଲ୍ଲୀ: କେବେ ଶୁଣିଛନ୍ତି, କ୍ରିକେଟ ଖେଳିଲେ ଦେବାକୁ ହୁଏ ଜରିମାନା? ହଁ ଏମିତି ଏକ ଦେଶ ଅଛି ଯେଉଁଠି କ୍ରିକେଟ ଖେଳିବା ହେଉଛି ଅପରାଧ । କ୍ରିକେଟ ଖେଳିଲେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଯାଏ ସେଠାରେ ଓ ଆଦାୟ କରେ…

ସ୍ୱପ୍ନରେ ପରିବାରର ମୃତ ବ୍ୟକ୍ତିଙ୍କୁ ଦେଖିବା ଦିଏ ଏହି ସବୁ ସଙ୍କେତ

ନୂଆଦିଲ୍ଲୀ: ଆମେ ନିଦରେ ଶୋଇବା ସମୟରେ ଅନେକ ସ୍ୱପ୍ନ ଦେଖିଥାଉ । ଅନେକ ସମୟରେ ଆମେ ଆମ ପରିବାରର କୌଣସି ମୃତ ବ୍ୟକ୍ତିଙ୍କୁ ମଧ୍ୟ ନିଘୋଡ ନିଦରେ ଦେଖୁ । ଏହି ସ୍ୱପ୍ନକୁ ନେଇ ହେତୁବାଦୀଙ୍କ ମତ, ଏଥିରେ କୌଣସି ସଙ୍କେତ…

ବିଶ୍ୱ କବିଙ୍କ ରଚିତ ‘ଆମାର ସୋନାର ବାଙ୍ଗଲା’କୁ ବଦଳାଇବାକୁ ନେଇ ଚର୍ଚ୍ଚା ଭିତରେ ୟୁନୁସଙ୍କ ବୟାନ

ଢାକା: ବାଙ୍ଗଲାଦେଶର ଶାସନ ଭାର ମହମ୍ମଦ ୟୁନୁସଙ୍କ ହାତକୁ ଯିବା ପରେ ଦେଶରେ ବହୁ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଆଉ ଏହି ସମୟରେ ଜଣେ ପୂର୍ବତନ ସେନା ଅଧିକାରୀଙ୍କ ବୟାନ, ବାଙ୍ଗଲାଦେଶର ଜାତୀୟ ସଂଗୀତ…

ରୋଇଂରେ ଦୁଇଟି ପଦକ ପାଇ ଗାଁକୁ ଫେରିବା ପରେ ଆୟୁଷଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଚଣ୍ଡିଗଡ: ପଞ୍ଜାବରେ ଓଡିଆ ପୁଅଙ୍କ କମାଲ । ନାସନାଲ ରୋଇଂ ଚାମ୍ପିୟନସିପରେ ଚମକିଲେ ଆୟୁଷ ବଳ । ଗୋଟିଏ ଚାମ୍ପିୟନସିପରେ ଦୁଇ ଦୁଇଟି ପଦକ ହାସଲ କରିଛନ୍ତି ଆୟୁଷ । ଗୋଟିଏ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ । ଆୟୁଷଙ୍କ ଲକ୍ଷ୍ୟ…

ରାସ୍ତାରେ ଝିଅଙ୍କୁ କମେଟ କରୁଥିଲା ଲଫଙ୍ଗା, ଟେକା ଫିଙ୍ଗି ଘଉଡେଇଦେଲା ସ୍କୁଲ ଛାତ୍ରୀ

ନୂଆଦିଲ୍ଲୀ: ରୋଡ ରୋମିଓଙ୍କ କାହିଁ କେଉଁ କାଳରୁ ଅଭ୍ୟାସ ରହିଛି, ରାସ୍ତାରେ ଝିଅଙ୍କୁ ଦେଖିଲେ କମେଟ କରିବା, ଶୂନଶାନ ରାସ୍ତାରେ ଏକା ଦେଖିଲେ ହାତ ଟିକେ ମାରିଦେବା ବା ଝିଅଙ୍କୁ ଟଣା ଓଟରା କରିବା । ଆଉ ଝିଅ…

ସିସି ଟିଭି ବଳୟରେ ରହିବେ ମହାପ୍ରଭୁ, ଲାଗୁଛି କ୍ୟାମେରା

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷାରେ ରହିବ ଏଆଇ । ଶ୍ରୀମନ୍ଦିରର ୪ ଦ୍ୱାର ସହ ମନ୍ଦିର ଉପରେ ରହିବ ୨୪ ଘଣ୍ଟିଆ ସିସିଟିଭ ନଜର । ଖାଲି ଶ୍ରୀମନ୍ଦିର ନୁହେଁ, ଗୁଣ୍ଡିଚା ମନ୍ଦିର ବି ଜଗିବ ଆର୍ଟିଫିସିଆଲ…

ଯୌନ ଜୀବନକୁ ଶକ୍ତିଶାଳୀ କରିବାକୁ ଭାଏଗ୍ରା ନେଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଟେକ୍ନୋଲୋଜିର ବିକାଶ ସହ ବିଶୃଙ୍ଖଳିତ ହୋଇଯାଇଛି ଆମ ଜୀବନ । ମୋବାଇଲ, ଇଣ୍ଟରନେଟର ବ୍ୟବହାର ପାଇଁ ଖୁବ କମ ବୟସରୁ ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସବୁ ବର୍ଗ ଭିତରେ ସେକ୍ସକୁ ନେଇ ଆଗ୍ରହ ବୃଦ୍ଧି…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗଡ ହାତେବାକୁ ନାତି- ନାତୁଣୀ ମୁହାଁମୁହିଁ

ଚଣ୍ଡିଗଡ: ହରିୟାଣାରେ ଚଳିତ ଥର ବେଶ ରୋଚକ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । କଂଗ୍ରେସର ପାରମ୍ପରିକ ଗଡରେ ଦେଖିବାକୁ ମିଳୁଛି ଫାମିଲୀ ଫାଇଟ । ତୋଶାମ ପରି ପାରମ୍ପରିକ ଗଡ ଉପରେ ଏବେ ସମସ୍ତଙ୍କ ନଜର । କାରଣ ଚଳିତ…

କିଛି ଦିନ ଧରି ହେଉଥିବା ବର୍ଷାରେ ଜଳବନ୍ଦୀ କୋରାପୁଟର ବହୁ ଅଞ୍ଚଳ

କୋରାପୁଟ: ଲଗାଣ ବର୍ଷାରେ ବୁଡିଲା କୋରାପୁଟ । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି । କୋଲାବ ନଦୀର ଜଳସ୍ତର ବୃଦ୍ଧିପାଇବାରୁ ତଳିଆ ଅଞ୍ଚଳରେ ପାଣି ପଶିଗଲାଣି । ଦୀଗାପୁର ବ୍ରିଜ ଉପରେ ଲହଡି ଭାଙ୍ଗୁଛି ବନ୍ୟା ଜଳ…