fbpx

ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା, ଘଟଣାରେ ପୋଲିସର ପଚରାଉଚୁରା ଜାରି

ଭୁବନେଶ୍ୱର: ଶ୍ରୀମନ୍ଦିରରେ ବହୁ ସମୟରେ ବିଭିନ୍ନ ଅଘଟଣମାନ ସାମ୍ନାକୁ ଆସିଛି । କେତେବେଳେ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ବାକ୍ ବିତଣ୍ଡାରୁ ଗଣ୍ଡଗୋଳ ପୁଣି କେତେବେଳେ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳର ଚିତ୍ର ଦେଖିବାକୁ…

ଭାରତର ବିଭିନ୍ନ ସ୍ଥାନରେ ଇସ୍ରାଏଲ୍ ଓ ଆମେରିକା ବିରୋଧୀ ନାରାବାଜି, ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିସବୁ ରାଜ୍ୟରେ ଜାରି ହେଲା ହାଇ ଆଲର୍ଟ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ଭାରତରେ ବି ଏହାକୁ ନେଇ ବିଦ୍ରୋହର ସ୍ୱର ଶୁଣିବାକୁ ମିଳିଲାଣି । ଶୁକ୍ରବାର ଜାମ୍ମୁ କାଶ୍ମୀରର ବଡଗାଓଁରେ ଇସ୍ରାଏଲ୍ ଓ ଆମେରିକା ବିରୋଧୀ ନାରାବାଜି ଦେଖିବାକୁ ମିଳିଛି ।…

ଆଇନଷ୍ଟାଇନ ଓ ଡାରୱିନଙ୍କ ସିଦ୍ଧାନ୍ତ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଯାଚିକା, ସର୍ବୋଚ୍ଚ ନ୍ୟାୟାଳୟ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ବିଶ୍ୱକୁ ଦେଇଛନ୍ତି ବହୁ ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ । ଆଇନଷ୍ଟାଇନଙ୍କର ସବୁଠାରୁ ଲୋକପ୍ରିୟ ସିଦ୍ଧାନ୍ତ ହେଉଛି (E=MC²) । କିନ୍ତୁ ମହାନ୍ ବୈଜ୍ଞାନିକଙ୍କ ଏହି…

ଶବର ପାହାଡ ମଧ୍ୟରେ ଶବ ହୋଇ ଜୀବନ ବଞ୍ଚାଇ ପାରିଥିଲେ ଆମେରିକୀୟ ମହିଳା, ବଖାଣିଲେ ଭୟାବହ ଅନୁଭୂତି

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ବହୁ ପୀଡିତାଙ୍କ ଭୟାବହ ଅନୁଭବର କାହାଣୀ ସାମନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଜଣେ ଆମେରିକୀୟ ମହିଳା କହିଛନ୍ତି କିପରି ମ୍ୟୁଜିକ୍…

ଚୀନ୍‌ରେ ଇସ୍ରାଏଲ କୂଟନୈତିଜ୍ଞଙ୍କୁ ଛୁରାମାଡ, ଆକ୍ରମଣର କାରଣ ଜଣା ପଡିନାହିଁ

ବେଜିଂ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଚୀନ୍‌ରେ ଇସ୍ରାଏଲର କୂଟନୀତିଜ୍ଞଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଇସ୍ରାଏଲ କୂଟନୈତିଜ୍ଞଙ୍କ ଉପରେ କେହି ଛୁରାରେ ଆକ୍ରମଣ କରିଛି । ଇସ୍ରାଏଲ…

୧୧ ଲକ୍ଷ ପାଲେଷ୍ଟାନୀୟଙ୍କୁ ୨୪ ଘଣ୍ଟାରେ ଗାଜା ଖାଲି କରିବାକୁ ନିର୍ଦ୍ଦେଶ, ଉଦ୍‌ବେଗ ପ୍ରକାଶ କଲା ଜାତିସଂଘ

ନୂଆଦିଲ୍ଲୀ:ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ୧୧ ଲକ୍ଷ ପାଲେଷ୍ଟାନୀୟଙ୍କ ସାମ୍ନାରେ ଏକ ବଡ ସଙ୍କଟ ସୃଷ୍ଟି କରିଛି । ଇସ୍ରାଏଲ୍ ଗାଜାପଟ୍ଟୀରେ ଏବେ ସ୍ଥଳ ଭାଗରେ ଯୁଦ୍ଧ ଲଢିବାକୁ ସଂକେତ ଦେଇ ସାରିଛି ଓ…

ଶ୍ରୀମନ୍ଦିର ଯାଉଥିଲେ ପିନ୍ଧନ୍ତୁ ଶାଳୀନତାପୂର୍ଣ୍ଣ ପୋଷାକ ଅନ୍ୟଥା ଜାନୁୟାରୀ ୧ରୁ ଶ୍ରୀମନ୍ଦିର ମନା

ଭୁବନେଶ୍ୱର:ପୁରୀ ସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଓଡିଆଙ୍କର ନୁହେଁ ବିଶ୍ୱର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସର ଆଧ୍ୟାତ୍ମିକ ସ୍ଥଳୀ ଭାବରେ ପରିଚିତ । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରକୁ…

କ୍ୟାନସର ସହ ଲଢୁଥିବା ସମୟରେ ଖେଳିଥିଲି ୱାର୍ଲ୍ଡ କପ୍‌.., ଭାରତ ଓ ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଏପରି କହି ଗିଲ୍‌ଙ୍କୁ ଉତ୍ସାହିତ କଲେ ଯୁବରାଜ

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ୱାର୍ଲ୍ଡ କପ୍ ୨୦୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗତକାଲି ଅର୍ଥାତ୍ ୧୪ ଅକ୍ଟୋବରରେ ଅହମ୍ମଦାବାଦରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମ୍ୟାଚ୍‌ରେ ଶୁବମନ ଗିଲ୍ ଖେଳିବେ କି ନା…

ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ RBIର ବଡ କାର୍ଯ୍ୟାନୁଷ୍ଠାନ, ଲାଗିଲା ୫.୩୯କୋଟି ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ରିିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ୫.୩୯କୋଟି ଟଙ୍କାର ଜୋରିମାନା ଲଗାଇଛି । କେୱାଇସି ଓ ସାଇବର ସୁରକ୍ଷା ସମ୍ବନ୍ଧିତ କେତେକ ନିର୍ଦ୍ଦେଶକୁ ଉଲଙ୍ଘନ କରିଥିବାରୁ ପେଟିଏମ୍…

ଗ୍ରାଜୁଏସନ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଆସିଲା ଏକ ଜରୁରୀ ଖବର,  UGC ଜାରି କଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ: ଗ୍ରାଜୁଏସନ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଆସିଲା ଏକ ବଡ ଖବର । ୟୁଜିସି ଏବେ ଏମାନଙ୍କ ଲାଗି ନୂଆ ଗାଇଡଲାଇନ୍ ଜାରି କରିଛି । ଏହି ଗାଇଡଲାଇନ୍ ଅନୁସାରେ ଏବେ ଗ୍ରାଜୁଏସନ ଛାତ୍ରଛାତ୍ରୀ…