fbpx

ସିକିମ୍‌ରେ କାହିଁକି ଘଟିଲା ଜଳ ପ୍ରଳୟ, ଇସ୍ରୋ ବୈଜ୍ଞାନିକ କହିଲେ ବାଦଲ ଫଟା ବର୍ଷା ଏତେବଡ ପ୍ରଳୟ ଆଣିପାରିବ ନାହିଁ

ନୂଆଦିଲ୍ଲୀ: ସିକିମରେ ଆସିଥିବା ଜଳପ୍ରଳୟ ସମସ୍ତଙ୍କ ଛାତି ଥରାଇ ଦେଇଛି । ବାଦଲ ଫଟା ବର୍ଷାରେ ନଦୀ ହ୍ରଦ ସବୁ ଉଛୁଳି ରାଜ୍ୟରେ ସୃଷ୍ଟି କଲା ଜଳ ପ୍ରଳୟ । ଏହି ପ୍ରଳୟରେ ୧୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ୨୨…

(video)ମହାକାଶରେ କଫିର ମଜା ଉଠାଉଛନ୍ତି ମହାକାଶଚାରୀ, ଭିଡିଓ ଦେଖି ୟୁଜର୍ସ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ପୃଥିବୀ ପୃଷ୍ଠରେ ଥିବା ମାଧ୍ୟାକର୍ଷଣ ଶକ୍ତି ଲାଗି ହିଁ ଆମେ ଆଜି ଭୂମିରେ ଚାଲିପାରୁଛୁ । ସମସ୍ତ ବସ୍ତୁ ଭୂମିରେ ସ୍ଥିର ରହିପାରୁଛି । କିନ୍ତୁ ମହାକାଶରେ ସ୍ଥିତି ପୁରା ବିପରୀତ । ଲୋକଙ୍କ ସହିତ ବିଭିନ୍ନ…

ଫଳକ ପଡି ପ୍ରଥମ ଶ୍ରେଣୀ ଛାତ୍ର ମୃତ, ଖେଳ ଛୁଟୀରେ ବାହାରକୁ ଆସିଥିବା ବେଳେ ଘଟିଥିଲା ଏହି ଅଘଟଣ

ଭଦ୍ରକ: ଆଜି ଭଦ୍ରକର ଧୁଷୁରୀ ଅଞ୍ଚଳରେ ଘଟିଯାଇଛି ଏହି ଦୁଃଖଦାୟକ ଘଟଣା । ଏଠାରେ ଫଳକ ପଡି ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଖେଳ ଛୁଟୀରେ ଛାତ୍ର ଜଣକ ରାସ୍ତାକୁ ଆସିଥିବା ବେଳେ ତା’ ସହ ଘଟିଛି ଏହିପରିି…

ଦୀପାବଳି ପୂର୍ବରୁ ମୋଦୀ ସରକାରଙ୍କ ଉପହାର, ଉଜ୍ଜ୍ୱଳା ଲାଭାର୍ଥୀଙ୍କ ବଢିଗଲା ସବସିଡି

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ମୋଦୀ ସରକାର ଦେଇଛନ୍ତି ଉପହାର । ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ଏବେ ୨୦୦ବଦଳରେ ମିଳିବ ୩୦୦ଟଙ୍କାର ସବସିଡି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ୍‌ରେ ଏ ବିଷୟରେ ସୂଚନା ଦେଇଛନ୍ତି…

ଆତ୍ମହତ୍ୟା ରୋକିବାକୁ ଶିକ୍ଷା ମନ୍ତ୍ରଣାଳୟ ଜାରି କଲା ଗାଇଡ୍‌ଲାଇନ୍‌, ସ୍କୁଲରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବିଦ୍ୟାଳୟ ଲାଗି ସୁଇସାଇଡ୍ ପ୍ରିଭେନସନ ଗାଇଡଲାଇନ୍ ଜାରି କରିଛନ୍ତି । ଏହାର ଉଦ୍ଦେଶ୍ୟ ପ୍ରତ୍ୟେକ ଶିଶୁର…

କୃଷି ସଚିବଙ୍କୁ ସ୍କ୍ରବ ଟାଇଫସ୍ , ୨ ଦିନ ତଳେ କରାଇଥିଲେ ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଏବେ ସ୍କ୍ରବ ଟାଇଫସ୍ ଆତଙ୍କ ଖେଳାଇ ଦେଇଛି । ଏହି କ୍ରମରେ କୃଷି ସଚିବ ଅରବିନ୍ଦ ପାଢୀ ସ୍କ୍ରବ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ସେ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଗତ ୨…

ବିଶ୍ୱ ପଶୁ ଦିବସ ଅବସରରେ ଗାନ୍ଧୀ ପରିବାରକୁ ଆସିଲା କୁନି ଅତିଥି ‘ନୁରୀ’, କୋଳରେ ଧରି ନିଜର ଖୁସି ଜାହିର କଲେ ସୋନିଆ

ନୂଆଦିଲ୍ଲୀ: ବିଶ୍ୱ ପଶୁ ଦିବସ ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ନିଜ ପରିବାର ଏକ ନୂଆ ସଦସ୍ୟଙ୍କ ବିଷୟରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଗାନ୍ଧୀ ପରିବାର ଏହି ନୂଆ ସଦସ୍ୟ ନାମ ନୁରୀ ଓ ଏହା ସେ…

ନଭେମ୍ବରରେ କଠିନ ପରୀକ୍ଷାର ସାମ୍ନା କରିବେ ଦିଲ୍ଲୀବାସୀ, ଶୀର୍ଷ ସ୍ତରରେ ପହଞ୍ଚିବ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ:ପୁଣି ଦିଲ୍ଲୀବାସୀଙ୍କ ଲାଗି ସେହି ଜଟିଳ ସମୟ ଆସିବାକୁ ଯାଉଛି ଯେତେବେଳେ କି ପ୍ରଦୂଷଣର ପ୍ରଭାବରେ ଦିଲ୍ଲୀର ବାୟୁମଣ୍ଡଳ ଏତେମାତ୍ରାରେ ବିଷାକ୍ତ ହୋଇଯିବ ଯେ, ନିଃଶ୍ୱାସ ପ୍ରଶ୍ୱାସ ନେବା ବି କଷ୍ଟକର ହୋଇଯିବ…

ଏସୀୟ କ୍ରୀଡା ୨୦୨୩: ଭାରତକୁ ମିଳିଲାଣି ୭୨ ପଦକ, ଅନାହତ ଓ ଅଭୟ ଆଣିଲେ କାଂସ୍ୟ

ନୂଆଦିଲ୍ଲୀ: ଆଜି ଏସୀୟ କ୍ରୀଡାର ଏକାଦଶ ଦିନରେ ଭାରତର ପଦକ ଜିତିବାର ଧାରା ଜାରି ରହିଛି । ଭାରତର ଅନାହତ ସିଂହ ଓ ଅଭୟ ସିଂହ ସ୍କ୍ୱାସ୍ ମିକ୍ସଡ୍ ଡବଲରେ କାଂସ୍ୟ ପଦକ ଜିତିଛନ୍ତି । ଭାରତର ଏହି ଯୋଡିଙ୍କୁ ସେମିଫାଇନାଲ…

ପଛୁଆ ବର୍ଗଙ୍କୁ ନେଇ ସରିଛି ସର୍ଭେ, ଶୀଘ୍ର ଏ ନେଇ ରିପୋର୍ଟ ଜାରି କରିବେ ଓଡିଶା ସରକାର

ଭୁୁବନେଶ୍ୱର: ଓଡିଶାର ବିଜୁ ଜନତା ଦଳ ସରକାର ମଧ୍ୟ ଏବେ ପଛୁଆ ବର୍ଗକୁ ନେଇ ସର୍ଭେ ରିପୋର୍ଟ ଜାରି କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ସମ୍ବନ୍ଧରେ ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…