ନୂଆ ସଂସଦରେ ଉପସ୍ଥାପନ ହେଲା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’, ଏହି ସଂରକ୍ଷଣ କିପରି ଲାଗୁ କରାଯିବ ଓ ଏଥିରେ କ’ଣ ପ୍ରାବଧାନ ରହିଛି ଆସନ୍ତୁ…
ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଶ୍ରୀଗଣେଶ ମହିଳା ସଂରକ୍ଷଣ ବିଲ୍ ସହିତ ହିଁ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ ପହଞ୍ଚିବା ମାତ୍ରେ ଏ ବିଷୟରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଏହି…