fbpx

୩୧ ଅଗଷ୍ଟରେ ଏହି ଅମୃତ କାଳରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ, ଏହି ୪୮ ମିନିଟ୍ ସବୁଠାରୁ ଶୁଭ

ଚଳିତ ବର୍ଷ ୩୦ ଅଗଷ୍ଟରେ ଭଦ୍ରା କାଳ ପଡୁଥିବାରୁ ଏହି ସମୟରେ ରାକ୍ଷୀ ନ ବାନ୍ଧି ବହୁ ଲୋକ ୩୧ ଅଗଷ୍ଟର ଶୁଭ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି । ଏହିଦିନ ବି ରାକ୍ଷୀ ବାନ୍ଧିବା ଲାଗି ଆପଣଙ୍କ ଲାଗି ବହୁତ କମ୍ ଶୁଭ ସମୟ…

(Video) ଚନ୍ଦ୍ରରେ ବିଚରଣ କରୁଛି ଏକ ମାନବ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଚନ୍ଦ୍ରପୃଷ୍ଠର ଏହି ଫଟୋ, ବିସ୍ମୟ ଭିଡିଓକୁ ନେଇ ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ: ଆଜିକୁ ଠିକ୍ ସାତ ଦିନ ତଳେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଚନ୍ଦ୍ରଯାନ ୩ ଧୀରେ ଧୀରେ ଚନ୍ଦ୍ରମାର ଦକ୍ଷିଣ ମେରୁରେ ଅବତରଣ କରିଥିଲା । ବିକ୍ରମ ଲ୍ୟାଣ୍ଡର ଯେବେଠାରୁ…

ସେପ୍ଟେମ୍ବରରେ ହେବାକୁ ଯାଉଛି ଏହିସବୁ ବଡ ପରିବର୍ତ୍ତନ, ଆପଣଙ୍କ ପକେଟ ଉପରେ ସିଧା ପଡିବ ପ୍ରଭାବ

ନୂଆଦିଲ୍ଲୀ: ଅଗଷ୍ଟ ମାସ ସରିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ଏହାପରେ ଆରମ୍ଭ ହେବାକୁ ଯାଉଛି ସେପ୍ଟେମ୍ବର ମାସ । ଦେଶରେ ପ୍ରତି ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ ସିଧା…

ରକ୍ଷା ବନ୍ଧନରେ ସବୁଠାରୁ ଅଧିକ ରାକ୍ଷୀ ବାନ୍ଧିଥାନ୍ତି ଏହି ଶିକ୍ଷକ, ଧାଡିରେ ଛିଡା ହୋଇ ୧୦,୦୦୦ ଛାତ୍ରୀ ଜଣ ଜଣ କରି ବାନ୍ଧିଥାନ୍ତି ରାକ୍ଷୀ

ପାଟନା: ସ୍ନେହ, ପ୍ରେମ, ଭଲପାଇବାର ପବିତ୍ର ବନ୍ଧନ ହେଉଛି ରକ୍ଷା ବନ୍ଧନ । ଭାଇ ଓ ଭଉଣୀର ପବିତ୍ର ସଂପର୍କକୁ ଆହୁରି ସୁଦୃଢ କରିଥାଏ ଏହି ରକ୍ଷା ସୂତ୍ର । ଏହି ରକ୍ଷା ବନ୍ଧନ ଉତ୍ସବ ଉପଲକ୍ଷେ ଏକ ଭଲ ଖବର ସାମ୍ନାକୁ…

ବିକ୍ରମ ଓ ପ୍ରଜ୍ଞାନ ୭ଦିନରେ ଦେଲେଣି ୧୦ ଗୁରୁତ୍ୱପୂର୍ଣ୍ଣ ସୂଚନା, ସୂଚନା ଆଧାରରେ ଚନ୍ଦ୍ରପୃଷ୍ଠରେ ମାନବ ବସତି ସ୍ଥାପନର ବଢୁଛି ସମ୍ଭାବନା

ନୂଆଦିଲ୍ଲୀ: ଚନ୍ଦ୍ରାୟନ ୩ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ୨୩ ଅଗଷ୍ଟ ୨୦୨୩ରେ ଅବତରଣ କରିଥିଲା । ଆଜି ଏହି ଘଟଣାକୁ ଏକ ସପ୍ତାହ ପୁରିଗଲାଣି । ଅର୍ଥାତ୍ ଚନ୍ଦ୍ରରେ ଅଧାଦିନ ଏହା ପୁରଣ କରିସାରିଲାଣି । ଏହି ସମୟ ମଧ୍ୟରେ…

ସ୍କୁଲରେ ଛୁଟି ସଂଖ୍ୟା କମିବ, ସେପ୍ଟେମ୍ବରରୁ ଡିସେମ୍ବର ପର୍ୟ୍ୟନ୍ତ ଜାରି ହେଲା ଛୁଟିର ନୂଆ ତାଲିକା

ବିହାର : ବିହାର ସରକାର ରାଜ୍ୟରେ ଥିବା ସ୍କୁଲ ଗୁଡିକ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଏବେ ସ୍କୁଲରେ ଥିବା ଛୁଟି ଗୁଡିକ କମ କରାଯିବ । ସେପ୍ଟେମ୍ବରରୁ ଡିସେମ୍ବର ପର୍ୟ୍ୟନ୍ତ ଥିବା ଛୁଟିର ନୂଆ ତାଲିକା ମଙ୍ଗଳବାର ଦିନ…

INDIA  ବୈଠକ ପୂର୍ବରୁ ଆମ ଆଦମୀ ପାର୍ଟିର ଦାବୀ, କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଗଲେ ବିଜେପି ପରାଜିତ ହେବ

ନୂଆଦିଲ୍ଲୀ: ମୁମ୍ବାଇରେ ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ବୈଠକ ପୂର୍ବରୁ ଆମ ଆଦମୀ ପାର୍ଟି ପକ୍ଷରୁ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଉ ବୋଲି ଦାବୀ ରଖିଛନ୍ତି । ଆପର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରିୟଙ୍କା କକ୍କଡ…

ମଣିଷ ରକ୍ତ ସନ୍ଧାନରେ ପାଣି ଛାଡି ରାସ୍ତାରେ ବୁଲିଲାଣି କୁମ୍ଭୀର, ଏହି ଅଞ୍ଚଳରେ ପଡିଗଲାଣି ତାଟିକବାଟ

ଭୁବନେଶ୍ୱର: ରାଜ୍ୟରେ କୁମ୍ଭୀର ଆତଙ୍କ ଏବେ ସମସ୍ତଙ୍କ ମନରେ । ମଣିଷଖିିଆ କୁମ୍ଭୀରକୁ ନେଇ ଏବେ ସମସ୍ତଙ୍କ ମନରେ ଭୟ ଖେଳି ଯାଇଛି । କିଏ କହୁଛି ମାଳିକା ବଚନ ସତ୍ୟ ହୋଇଛି ତ ଆଉ କିଏ କହୁଛି କଳିଯୁଗ ଶେଷ ହେବାକୁ ଯାଉଛି…

ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏକ ଜବ୍ ଅଫର ବିଜ୍ଞାପନ; ଅଢେଇ ଲକ୍ଷ ଦରମା ଏବଂ ଖାଇବା, ରହିବା, ଚିକିତ୍ସା ସୁବିଧା ସହ ରହିଛ ଅନେକ ଫାଇଦା

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଏକ ଜବ୍ ଅଫର ବିଜ୍ଞାପନ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ଅଢେଇ ଲକ୍ଷରୁ ଅଧିକ ଦରମା ସହିତ ଆହୁରି ଅନେକ ସୁବିଧା ରହିଛି । ଏହି ବିଜ୍ଞାପନରେ ଯାହା ଲେଖାଯାଇଛି ତାହା ଆପଣଙ୍କୁ ଚକିତ…

ପବ୍ଲିକ ପ୍ଲେସରେ ମାଗଣାରେ ୱାଇଫାଇ ବ୍ୟବହାର କରିବା ଆପଣଙ୍କୁ ପଡିପାରେ ମହଙ୍ଗା, କାହିଁ ଆପଣ ତ କରୁନାହାନ୍ତି ଏପରି ଭୁଲ୍

ନୂଆଦିଲ୍ଲୀ:  ଆପଣ ବି କ'ଣ ଫ୍ରି ୱାଇଫାଇ ବ୍ୟବହାର କରୁଛନ୍ତି । ବହୁ ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ମାଗଣାରେ ୱାଇଫାଇ ଉପଲବ୍ଧ ହୋଇଥାଏ । ବହୁ ଲୋକ ଏପରି ମାଗଣା ୱାଇଫାଇର ସନ୍ଧାନରେ ରହିଥାନ୍ତି କିନ୍ତୁ ଏହା ଯେ…