ଅଣଦେଖା କରନ୍ତୁନି ଏହି ଆଖିରୋଗ, ଲକ୍ଷଣ ଜାଣି ତୁରନ୍ତ କରନ୍ତୁ ଚିକିତ୍ସା, ଅନ୍ୟଥା ସବୁଦିନ ପାଇଁ ଚାଲିଯିବ ଦୃଷ୍ଟିଶକ୍ତି
ଗ୍ଲୁକୋମା ନାମକ ଆଖି ସହ ଜଡିତ ରୋଗ ବୟସ ପୂର୍ବରୁ ଆପଣଙ୍କ ଦୃଷ୍ଟିଶକ୍ତିକୁ ଦୂର୍ବଳ କରିଦେଇପାରେ । ଯଦି ଆପଣ ସମୟ ପୂର୍ବରୁ ଏହି ରୋଗର ଚିକିତ୍ସା ନ କରାଇବେ ତେବେ ସବୁଦିନ ପାଇଁ ଆପଣ ଦୃଷ୍ଟିଶକ୍ତି ହରାଇ ଦେଇପାରନ୍ତି ।…