fbpx

ଭୁଲ୍ ବିପି ରିଡିଂ ବଢାଇ ଦେଇପାରେ ସମସ୍ୟା, ଜାଣନ୍ତୁ କିଭଳି ସଠିକ୍ ସମୟ ଓ ସଠିକ୍ ଉପାୟରେ ବିପି ଚେକ୍ କରିବେ

ନୂଆଦିଲ୍ଲୀ: ଉଚ୍ଚ ରକ୍ତଚାପ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ଭୁଲ୍ ଜୀବନଶୈଳୀ କାରଣରୁ ବହୁ ସଂଖ୍ୟାରେ ଲୋକମାନେ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି । ଆମେରିକା ହାର୍ଟ ଆସୋସିଏସନ ପକ୍ଷରୁ ଜାରି…

ଭାରତର ମୁଖ୍ୟ ବିଚାରପତିିଙ୍କୁ ବ୍ରିଟେନରେ ଗୋଟିଏ ପ୍ରଶ୍ନ ବଦଳାଇ ଦେଇଛି ସୁପ୍ରିମକୋର୍ଟର ଲୁକ୍, କ’ଣ ସେହି ପ୍ରଶ୍ନ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଗ୍ରୀଷ୍ମ ଅବକାଶ ସମୟରେ ବ୍ରିଟେନ ଯାଇଥିଲେ । ଏଠାରେ ଏକ ଇଭେଣ୍ଟ ସମୟରେ ଜଣେ ବ୍ୟକ୍ତି ତାଙ୍କୁ ପଚାରିଥିଲେ ବିଚାରପତିଙ୍କ ବେଞ୍ଚର ଚୌକି ଏକାପରି…

ପିଲାର କୋଳରେ ଥିଲା ଏକ ବଡ ଟେଡି ବିୟର, ପୋଲିସ ଯାଞ୍ଚ ସମୟରେ ଫାଡି ଦେବାରୁ ଯାହା ବାହାରିଲା ଜାଣିଲେ ଉଡିଯିବ ହୋସ

ଛାପ୍ରା: ବିହାରରେ ପୁରା ମଦ ବନ୍ଦ । କିନ୍ତୁ ମଦ ଚୋରା ବେପାରୀମାନେ ଏପରି ସବୁ ରାସ୍ତା ଖୋଜି ବାହାର କରୁଛନ୍ତି ଯାହାଦ୍ୱାରା ସହଜରେ ମଦ ବେପାର ହୋଇପାରିବ । କେତେବେଳେ ସିମଲା ଲଙ୍କାରେ ତ ଆଉ କେତେବେଳେ ହେଲମେଟ୍ ଭିତରେ…

ହ୍ୱାଟସଆପ୍ ଲଞ୍ଚ କଲା ଜରୁରୀ ଫିଚର ସ୍କ୍ରିନ ସେୟାରିଂ, ଏଣିକି ଫୋନରେ ଅନ୍ୟକୁ ବୁଝାଇବା ହୋଇଯିବ ବହୁ ସହଜ

ନୂଆଦିଲ୍ଲୀ: ପୁରା ଦୁନିଆରେ ସବୁଠାରୁ ଅଧିକ ଉପଯୋଗ କରାଯାଉଥିବା ମେସେଜିଂ ଆପ୍ ହେଉଛି ହ୍ୱାଟସଆପ୍ । ଏବେ ଏହି ପ୍ଲାଟଫର୍ମରେ ଏକ ନୂଆ ଓ ଜରୁରୀ ଫିଚର ଲଞ୍ଚ ହୋଇଛି ଯାହାର ନାମ ସ୍କ୍ରିନ ସେୟାରିଂ । ଏହି ଫିଚର…

(video)ଘରର ଚଟାଣ ତଳୁ ଆସୁଥିଲା ଭୟଙ୍କର ଶବ୍ଦ, ପ୍ଲାଷ୍ଟର ଭାଙ୍ଗିବା ପରେ ବାହାରିିଲା ଭୟାନକ ଜୀବ

ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ଏବେ ଏକ ଭୟଙ୍କର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଆପଣ ପାଣି ତଳେ କୁମ୍ଭୀରକୁ ରହୁଥିବାର ଦେଖିଥିବେ । କିନ୍ତୁ ଏହି ଭିଡିଓରେ କୁମ୍ଭୀର ଘରର ଚଟାଣ ତଳେ ଲୁଚି ରହିଥିବାର ଦେଖିବାକୁ…

କଞ୍ଚାଲଙ୍କା ଖାଉ ନ ଥିଲେ ଆଜି ଠାରୁ ଆରମ୍ଭ କରିଦିଅନ୍ତୁ ଖାଇବା, ତ୍ୱଚା ଚମକିବା ସହ ମିଳିବ ବହୁ ଫାଇଦା

ପ୍ରତି ଭାରତୀୟଙ୍କ ରୋଷେଇ ଘରେ କଞ୍ଚାଲଙ୍କା ଯେମିତି ହେଲେ ରହିଥିବ । ବିନା କଞ୍ଚାଲଙ୍କାରେ ଭାରୀତୀୟଙ୍କ ଘରେ ରୋଷେଇ ହେବା ଯେପରି ଅସମ୍ଭବ । ଏହାସହିତ ସମସ୍ତଙ୍କ ଡାଇନିଂ ଟେବୁଲରେ ଲୁଣ ଓ କଞ୍ଚାଲଙ୍କା ନିହାତି ସଜା ହୋଇ…

ଅମିତ ଜାନିଙ୍କୁ ଚେତାବନୀ, ସୀମା ହେଇଦର ଉପରେ ଫିଲ୍ମ ନିର୍ମାଣ କଲେ ପରିଣାମ ଭୟଙ୍କର ହେବ

ନୋଏଡା: ପାକିସ୍ତାନରୁ ଆସିଥିବା ସୀମା ହେଇଦରଙ୍କ ଉପରେ ଫିଲ୍ମ ନିର୍ମାଣକୁ ନେଇ ପୁଣି ଥରେ ବିରୋଧର ସ୍ୱର ଉଠିଲାଣି । ମେରୁଟରେ ରହୁଥିବା ଅମୀତ ଜାନି ସୀମା ହେଇଦର ଓ ସଚିନଙ୍କ ପ୍ରେମ କାହାଣୀ ଉପରେ "କରାଚୀ ଟୁ ନୋଏଡା'…

ଗୋଲାମୀର ଯୁଗ ଶେଷ, ଏଥର ସ୍ୱାଧୀନତା ଦିବସରେ ଲାଲ କିଲ୍ଲାରେ ଗର୍ଜିବ ସ୍ୱଦେଶୀ ତୋପ

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଧୀନତା ଦିବସ ବହୁ ଦୃଷ୍ଟିରୁ ସ୍ୱତନ୍ତ୍ର ରହିବ । ୧୫ ଅଗଷ୍ଟରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲାରେ ପତାକା ଉତ୍ତୋରଣ କରିବେ ସେତେବେଳେ ପ୍ରଥମ ଥର ଲାଗି ସ୍ୱଦେଶୀ…

ଅମାନିଆକୁ ସାବାଡ କରିବାକୁ ବିଏମସି ହେଲା କଠୋର, ଏଣିକି ବାହାରେ ଅଳିଆ ପକାଇଲେ ଧରିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ

ଭୁବନେଶ୍ୱର: ବାହାରେ ଅଳିଆ ପକାଉଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଅମାନିଆଙ୍କୁ ସାବାଡ କରିବା ଲାଗି ଏଣିକି ରାଜଧାନୀର ଗଳିକନ୍ଦିରେ ବୁଲିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ "ଟିମ୍ ସାଇନ୍' । ଏହି ଟିମ୍ ସାଇନର…

ହର୍ ଘର୍ ତ୍ରିରଙ୍ଗା ; ପ୍ରଧାନମନ୍ତ୍ରୀ ବଦଳାଇଲେ ସୋସିଆଲ ମିଡିଆ ଆକାଉଣ୍ଟ ଡିପି, ଲୋକଙ୍କୁ ବି କଲେ ନିବେଦନ

ନୂଆଦିଲ୍ଲୀ: ସାରା ଦେଶରେ ୧୫ ଅଗଷ୍ଟକୁ ନେଇ ଜୋରଦାର ପ୍ରସ୍ତୁତି ଚାଲୁଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର୍ ଘର୍ ତ୍ରିରଙ୍ଗାର  ନିବେଦନ ସମସ୍ତ ଦେଶବାସୀଙ୍କୁ କରିଛନ୍ତି । ସୋସିଆଲ ମିଡିଆ ଆକାଉଣ୍ଟରେ…