fbpx

ଯୁବକଙ୍କ ବିଚିତ୍ର ସ୍ନାନ, ଦେହରେ ସାବୁନ୍ ଲଗାଇ ବାଇକ୍ ଚଢି ଭିଜିଲେ ବର୍ଷାରେ

କାନପୁର:ପ୍ରଚଣ୍ଡ ତାତି ପରେ ଏବେ ମୌସୁମୀ ଆସିଯାଇଥିବାରୁ ସମସ୍ତେ ବର୍ଷାର ମଜା ଉଠାଇବାରେ ଲାଗିଛନ୍ତି । ସୋସିଆଲ୍ ମିଡିଆରେ ଏବେ ବର୍ଷାର ଆନନ୍ଦ ଉଠାଉଥିବା ବିଭିନ୍ନ ପ୍ରକାରର ଫଟୋ ଭାଇରାଲ୍ ହେବାରେ ଲାଗିଛି । କିନ୍ତୁ…

ଜାତି ଓ ଜାତୀୟତା ଆଧାରରେ ଆଡମିଶନ ପ୍ରକ୍ରିୟା ଉପରେ ପ୍ରତିବନ୍ଧ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ, କେଉଁ ଦେଶରେ ଏହା ହୋଇଛି ଆସନ୍ତୁ ଜାଣିବା

ୱାଶିଂଟନ୍: ଆମେରିକା ସୁପ୍ରିମକୋର୍ଟ ଗୁରୁବାର ଆଫ୍ରିକୀୟ ଆମେରିକୀୟ ଓ ଅନ୍ୟ ଅଳ୍ପସଂଖ୍ୟକଙ୍କ ଲାଗି ଦେଶର ବିଶ୍ୱବିଦ୍ୟାଳୟରେ ରିଜର୍ଭେସନ (ଆରକ୍ଷଣ)ଆଧାରରେ ଦାଖଲ ପ୍ରକ୍ରିୟାକୁ ବନ୍ଦ କରି ଦେଇଛନ୍ତି । ଏକ ଦଶକ ପୂର୍ବର…

କ୍ରିସ୍ ଗେଲ୍ ଙ୍କ ଭବିଷ୍ୟବାଣୀ, ବିଶ୍ୱ କପ୍ ସେମିଫାଇନାଲକୁ ଯିବେ ଏହି ୪ ଟିମ୍

ନୂଆଦିଲ୍ଲୀ: ୱାର୍ଲ୍ଡ କପ୍ ୨୦୨୩ ର ସେଡ୍ୟୁଲ ଜାରି ହେବା ପରେ କ୍ରିକେଟ୍ ସମୀକ୍ଷକମାନେ ବିଶ୍ଳେଷଣ କରି ଅଲଗା ଅଲଗା ପ୍ରସଙ୍ଗରେ ନିଜର ଭବିଷ୍ୟବାଣୀ କରିଛନ୍ତି । ଏହି କ୍ରମରେ ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର କ୍ରିସ୍…

ଏଟିଏମ୍ କାର୍ଡ ଉପରେ ଲେଖାଯାଇଥାଏ ୧୬ ଡିଜିଟ୍ ନମ୍ବର, ଯାହାର ଅର୍ଥ ଜାଣିବା ସମସ୍ତଙ୍କ ଲାଗି ଜରୁରୀ

ନୂଆଦିଲ୍ଲୀ:ଏଟିଏମ୍ କାର୍ଡ ଦ୍ୱାରା ବ୍ୟାଙ୍କିଙ୍ଗ ପ୍ରକ୍ରିୟା ବହୁତ ସହଜ ହୋଇଯାଇଛି । ଏଟିଏମ୍ କାର୍ଡର ବ୍ୟବହାର କେବଳ କ୍ୟାସ୍ କାଢିବା ପାଇଁ କିମ୍ବା ଜମା କରିବା ପାଇଁ ନୁହେଁ ବରଂ ଡିଜିଟାଲ୍ ଟ୍ରାନ୍ଜାକସନରେ ମଧ୍ୟ…

ଖାଦ୍ୟ ଖାଇସାରିବା ପରେ ଭୁୁଲ୍ ରେ ବି କରନ୍ତୁନି ଏହି ୩ କାମ, ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ

ଶରୀରକୁ ସୁସ୍ଥ ରଖିବା ଲାଗିବ ଆମକୁ ଦୈନିକ ଦିନଚର୍ଯ୍ୟାରେ ବହୁ କଥା ଉପରେ ଧ୍ୟାନ ଦେବାକୁ ହୋଇଥାଏ । ଶରୀରକୁ ଫିଟ୍ ଓ ସୁସ୍ଥ ରଖିବା ଲାଗି ପର୍ଯ୍ୟାପ୍ତ ଭୋଜନ ଓ ପର୍ଯ୍ୟାପ୍ତ ପାଣିର ଆବଶ୍ୟକତା ରହିଛି । ସୁଷମ ଖାଦ୍ୟ ଆମ…

ପ୍ରୋଟିନ୍ ସେକ୍ ପିଇ ବାଳକ ମୃତ, ପ୍ୟାକ୍ ଉପରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚେତାବନୀ ଲେଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶ ତଥା ବିଦେଶରେ ଲୋକମାନେ ନିଜ ଚେହେରା ବନେଇବା ଲାଗି ପ୍ରୋଟିନ୍ ସେକ୍ ପିଇଥାନ୍ତି । ଏହା ଶରୀରରେ ପ୍ରୋଟିନର ଆବଶ୍ୟକତାକୁ ପୂରଣ କରିଥାଏ । କିନ୍ତୁ ଏବେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ…

ନିଶାମୁକ୍ତ ଦେବଭୂମି ମିଶନ ୨୦୨୫, ନିଶା ବେପାରୀଙ୍କ ବିରୁଦ୍ଧରେ ଗ୍ୟାଙ୍ଗଷ୍ଟର ଆକ୍ଟରେ ମୋକଦ୍ଦମା ରୁଜୁ କରାଯାଇ ନିଆଯିବ କାର୍ଯ୍ୟାନୁଷ୍ଠାନ

ଡେରାଡୁନ୍:୨୦୨୫ ସୁଦ୍ଧା ଉତ୍ତରାଖଣ୍ଡ ରାଜ୍ୟକୁ ନିଶାମୁକ୍ତ କରିବା ଲାଗି ପୋଲିସ ଲଗାତର କାମ ଜାରି ରଖିଛି । ଉତ୍ତରାଖଣ୍ଡ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ମିଶନରେ…

ନୁଡୁଲ୍ସରେ କୁମ୍ଭୀରର ଆଗ ଗୋଡ, ୪୦ ପ୍ରକାର ମସଲା ଦେଇ ସିଝାଯାଇଛି ବାମ୍ଫରେ

ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଯୁବତୀଙ୍କୁ ନୁଡୁଲ୍ସ ଖାଇବାକୁ ଦିଆଯାଇଛି । ଆଉ ସେ ନୁଡୁଲ୍ସରେ ଯାହା ଖାଉଛନ୍ତି ତାହା ଦେଖିଲେ ଆପଣ ଚମକି ପଡିବା ସହ ବାନ୍ତି…

କୃଷି ବୈଜ୍ଞାନକ କହିଲେ କାହିଁକି ବଢିଲା ଟମାଟୋ ଦର, ଜାଣି ନିଅନ୍ତୁ ଶସ୍ତା ହେବ କେବେ

ନୂଆଦିଲ୍ଲୀ:ପନିପରିବା ମଧ୍ୟରେ ଟମାଟୋ ସମସ୍ତଙ୍କର ଭାରି ପସନ୍ଦ । ଏହା ବିନା ତରକାରୀ ହେବା ଯେମିତି ଅସମ୍ଭବ ମନେ ହୁଏ । କିନ୍ତୁ ଏହି ଟମାଟୋ ଏବେ ସାଧାରଣ ଗ୍ରାହକଙ୍କ ପକେଟରେ ଏକ ଭାରି ବୋଝ ପକାଉଛି । ଏହାର ମୂଲ୍ୟ ମେ…

୮୭ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ପରୀକ୍ଷାରେ ପାସ୍ କରିବା ଲାଗି ଆପଣାଇଥିଲେ ଅନୁଚିତ ମାର୍ଗ

ନୂଆଦିଲ୍ଲୀ: ଏଆଇ ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉତ୍ତରପ୍ରଦେଶ ପୋଲିସକୁ ବଡ ସହାୟତା କରିଛି । ଆଡଭାନ୍ସଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଫେସ୍ ରେକଗନିସନ ସଫ୍ଟୱେୟାର ଉପଯୋଗରେ ଉତ୍ତରପ୍ରଦେଶ ପୋଲିସ…