fbpx

କାର୍ ଉପରେ ଚଢିଗଲା ଆମ୍ବୁଲାନ୍ସ; ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର

ଭୁବନେଶ୍ୱର: ସକାଳୁୁ ସକାଳୁ ବଲାଙ୍ଗୀରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ ମୃତ୍ୟୁବରଣ କରିଥିବା ବେଳେ ସ୍ତ୍ରୀ ଓ ଝିଅ ଗୁରୁତର ହୋଇଛନ୍ତି । ପାଟଣାଗଡ-ବଲାଙ୍ଗୀର ରାସ୍ତା…

ଅଧ୍ୟୟନରୁ ଖୁଲାସା: ପୁରୁଷ ନାମଧାରୀ ତୁଳନାରେ ମହିଳା ନାମଧାରୀ ବାତ୍ୟା ଅଧିକ ଭୟଙ୍କର, ବିପର୍ଯ୍ୟୟ ପରେ ଆସିବ ତେଜ୍

ନୂଆଦିଲ୍ଲୀ:ବାତ୍ୟା ବିପର୍ଯ୍ୟୟ ଏବେ ଗୁଜୁରାଟ ସହିତ ଦେଶର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଦେଖାଇ ସାରିଛି । ତେବେ ବିପର୍ଯ୍ୟୟ ପରି ବହୁ ବାତ୍ୟା ଆମେ ସମ୍ମୁଖୀନ ହୋଇ ସାରିଲୁଣି । କିନ୍ତୁ ସବୁ ବାତ୍ୟାର ଭିନ୍ନ ଭିନ୍ନ…

ଜାଲ୍ ବୟସ ପ୍ରମାଣପତ୍ର ଦେଇ ୨୮ ବର୍ଷୀୟା ମହିଳା ଯାଉଥିଲେ ସ୍କୁଲ, ସତ ଜଣାପଡିବା ପରେ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଜଣେ ୨୮ ବର୍ଷୀୟା ମହିଳା ନିଜ ବୟସ ୧୭ ଦର୍ଶାଇ ହାଇସ୍କୁଲରେ ଆଡମିଶନ କରାଇଥିଲେ । ଏହି ମହିଳାଙ୍କ ନାମ ହେଉଛି ମାରଥା ଗୁଟିରେଜ ସେରାନୋ । ମହିଳା ଜଣକ ନକଲି ପାସପୋର୍ଟ ଓ ଜନ୍ମପ୍ରମାଣପତ୍ର ଦେଖାଇ ସ୍କୁଲରେ…

ଅମରନାଥ ଯାତ୍ରାରେ ସୁରକ୍ଷା ଲାଗି ନିଆଗଲା ବଡ ନିଷ୍ପତ୍ତି, ଏବେ ଡଗ୍ ସ୍କ୍ୱାଡ ରଖିବେ ଆତଙ୍କବାଦୀଙ୍କ ଉପରେ ନଜର

ନୂଆଦିଲ୍ଲୀ:ଅମରନାଥ ଯାତ୍ରାରେ ସୁରକ୍ଷା ଲାଗି ପୂର୍ବ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍) ଉଦ୍ଦମପୁର ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ନିଜର ଡଗ୍ ସ୍କ୍ୱାଡକୁ ନିୟୋଜିତ କରିଛି । ୬୨ ଦିନ ବ୍ୟାପି ହେବାକୁ ଥିବା…

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ମାତ୍ରାଧିକ ଔଷଧ ସେବନ ଯୋଗୁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା

ଭୁବନେଶ୍ୱର:ଏମକେସିଜି ମେଡିକାଲ୍ କଲେଜରେ ପଢୁଥିବା ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଛି । ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ହେଉଛନ୍ତି…

ଦିଲ୍ଲୀ ସ୍ଥିତ କୋଚିଂ ସେଣ୍ଟରରେ ନିଆଁ, ଜୀବନ ବଞ୍ଚାଇବାକୁ ଯାଇ ଝରକାବାଟେ ଡେଇଁ ୪ ଛାତ୍ର ଆହତ

ନୂଆଦିଲ୍ଲୀ:ଦିଲ୍ଲୀର ମୁଖାର୍ଜୀ ନଗର ବତ୍ରା ସିନେମା ହଲ୍ ନିକଟରେ ଥିବା ଜ୍ଞାନା ବିଲ୍ଡିଂରେ ନିଆଁ ଲାଗି ଯାଇଛି । ଏହି ବିଲ୍ଡିଂରେ ବହୁ କୋଚିଂ ସେଣ୍ଟର ରହିଛି । ବିଲ୍ଡିଂରେ ନିଆଁ ଲାଗିଯିବା ପରେ ଚାରିଆଡେ ଭୟଙ୍କର…

ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲା, ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀ ପୋଲିସ ଦେଲା କ୍ଲିନ୍ ଚିଟ୍

ନୂଆଦିଲ୍ଲୀ:ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ବିଜେପି ସାଂସଦ ବ୍ରିଜଭୂଷଣ  ଶରଣ ସିଂହଙ୍କୁ ଦିଲ୍ଲୀ ପୋଲିସ କ୍ଲିନ୍ ଚିଟ୍ ଦେଇଛି । ଏହି ମାମଲାରେ ଦିଲ୍ଲୀ ପୋଲିସ ପଟିଆଲା କୋର୍ଟରେ ୫୫୦ ପୃଷ୍ଠା…

ୱାର୍କ ଫ୍ରମ୍ ହୋମ୍ ବନ୍ଦ ହୋଇଯିବା ପରେ ବଢୁଛି ଇସ୍ତଫା ହାର, କର୍ମଚାରୀଙ୍କୁ ନିଜ ସହ ବାନ୍ଧି ରଖିବାକୁ ଏହି କମ୍ପାନୀ ଦେଉଛି ଅତିରିକ୍ତ ଛୁଟି

ନୂଆଦିଲ୍ଲୀ:କରୋନା ମହାମାରୀ ଯିବା ପରେ ଏବେ କମ୍ପାନୀମାନେ କର୍ମଚାରୀଙ୍କୁ ନିଜ ସହ ବାନ୍ଧି ରଖିବା ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେଉଁ କମ୍ପାନୀ ୱାର୍କ ଫ୍ରମ ହୋମ୍ ସୁବିଧା ବନ୍ଦ କରି ଦେଇଛନ୍ତି ସେଠାରେ…

ଫ୍ରିଜ୍ ରେ ବି ଶୁଖିଯାଉଛି କି ଅଦା? ଆପଣାନ୍ତୁ ଏହି ଉପାୟ, ମାସ ମାସ ଧରି ରହିବ ସତେଜ

ଅଦା ଆମ ସ୍ୱାସ୍ଥ୍ୟ ଲାଗି ବହୁତ ଲାଭଦାୟକ ହୋଇଥାଏ । ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ବହୁ ଆୟୁର୍ବେଦିକ ଗୁଣରେ ଭରପୁର ହୋଇଥାଏ । କାଶ, ଥଣ୍ଡା, ଜ୍ୱର, ଦେହ ହାତ ବିନ୍ଧା ଆଦି ସ୍ୱାସ୍ଥ୍ୟଗତ…

ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ନୀତିଶ କୁମାରଙ୍କ ଆଡକୁ ମାଡି ଆସିଲା ବାଇକ୍, ସୁରକ୍ଷା ପାଇଁ ଚଢିଗଲେ ଫୁଟପାଥ୍ ଉପରେ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୁରକ୍ଷାରେ ଗୁରୁବାର ଏକ ବଡ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ମର୍ଣ୍ଣିଂ ୱାକ୍ ରେ ବାହାରି ଥିବା ସମୟରେ ଏକ ଅଘଟଣ ଘଟିଯାଇଛି ।…