୧୮.୬ ବର୍ଷ ପରେ ପୁଣି ଦେଖିବାକୁ ମିଳିବ ଅଭିନବ ମହାଜାଗତିକ ଦୃଶ୍ୟ, ଆକାଶରେ ସ୍ଥିର ହୋଇଯିବେ ଚନ୍ଦ୍ରମା

ନୂଆଦିଲ୍ଲୀ: ବହୁତ ଶୀଘ୍ର ଆକାଶରେ ଦେଖିବାକୁ ମିଳିବ ଅଭିନବ ଦୃଶ୍ୟ । ଆକାଶରେ ସ୍ଥିର ହୋଇଯିବେ ଚନ୍ଦ୍ରମା । ଫଳରେ ଚନ୍ଦ୍ର ଉଦୟ ଓ ଅସ୍ତ ହେବାର ଅଧିକତମ ସମୟ ଦୃଶ୍ୟମାନ ହେବ । ବିଜ୍ଞାନ ଭାଷାରେ ଏହାକୁ ଲୁନାର…

ଏବେ ସ୍ମାର୍ଟଫୋନ୍ ବି ତିଆରି କରିବ ଟାଟା, ଚୀନ୍‌ର ଏହି ବଡ କମ୍ପାନୀକୁ କିଣିବାକୁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଛୁଞ୍ଚି ଠାରୁ ଉଡାଜାହାଜ ପର୍ଯ୍ୟନ୍ତ ନିର୍ମାଣ କରୁଥିବା ଦେଶର ସବୁଠାରୁ ନିର୍ଭରଯୋଗ୍ୟ କମ୍ପାନୀ ଟାଟା ଏବେ ମୋବାଇଲ୍ ନିର୍ମାଣ କରିବାକୁ ଯାଉଛି । ତେବେ ଏକ ଦଶକ ପୂର୍ବେ ଟାଟା ଗ୍ରୁପ୍ ମୋବାଇଲ୍ ନେଟୱାର୍କ…

କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ୨୧ ଥର ଲେଖିଲେ ‘ଓମ୍ ଶ୍ରୀରାମ’, ଏହି ନେତାଙ୍କୁ ନେଇ ଏବେ ହେଉଛି ଖୁବ୍ ଚର୍ଚ୍ଚା

ନୂଆଦିଲ୍ଲୀ: ତେଲଗୁ ଦେଶମ୍ ପାର୍ଟି (ଟିଡିପି) ନେତା ତଥା ଲୋକସଭା ସାଂସଦ କିଞ୍ଜରାପୁ ରାମ ମୋହନ ନାଇଡୁ ସାଧାରଣ ବିମାନ ଚଳାଚଳ ସେବା ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିଛନ୍ତି । ଏହା ପୂର୍ବରୁ ଗୁରୁବାର ଏକ ପାରମ୍ପରିକ…

(Video)ମଲ୍‌ରେ ଭୀଷଣ ଅଗ୍ନିକାଣ୍ଡ, ବହୁ ଲୋକ ଫଶି ରହିଥିବାର ଆଶଙ୍କା

କୋଲକାତା: କୋଲକାତାର ଆକ୍ରୋପୋଲିସ ମଲ୍‌ରେ ଶୁକ୍ରବାର ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ମଲ୍‌ରେ ବହୁ ଲୋକ ଫସି ରହିଥିବାର ଅନୁମାନ କରାଯାଉଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଦମକଳ ବିଭାଗ ପକ୍ଷରୁ ୧୦…

(Video)ଜି ୭ ସମ୍ମିଳନୀରେ ବାଇଡେନ୍ କଲେ ଏପରି କିଛି ଆଚରଣ, ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କୌଣସି ନା କୌଣସି କାରଣରୁ ଚର୍ଚ୍ଚାକୁ ଆସିଯାଇଥାନ୍ତି । ଜି-୭ ଶିଖର ସମ୍ମିଳନୀ ସମୟରେ ପୁଣି ଏହିପରି କିଛି ହୋଇଛି । ସର୍ବପ୍ରଥମେ ଯେତେବେଳେ ସେ ଇଟାଲୀରେ ପହଞ୍ଚିଲେ…

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ଜଣେ ହାବିଲଦାର ମୃତ

ଭୁବନେଶ୍ୱର: କଟକରେ ଜବତ କରାଯାଇଥିବା ଏକ ବୋମାକୁ ନିଷ୍କ୍ରିୟ କଲାବେଳେ ଏହା ଫୁଟିଛି । ନିଷ୍କ୍ରିୟକାରୀ ପୋଲିସ ଟିମ୍‌ରେ ଥିବା ଜଣେ ହାବିଲଦାର ଏହି ଘଟଣାରେ ମୃତ୍ୟୁବରଣ କରିଛନ୍ତି । ନିଷ୍କ୍ରିୟକାରୀ ପୋଲିସ୍ ଟିମ୍‌ର…

ମେଲୋନୀଙ୍କ ସହ ଏହି ପ୍ରସଙ୍ଗରେ ମୋଦୀଙ୍କର ହେବ ଆଲୋଚନା, ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ବି ହେବ ସାକ୍ଷାତ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ଆପୁଲିଆ ସହର ପହଞ୍ଚି ଯାଇଛନ୍ତି । ଏହି ସମୟରେ ମୋଦୀଙ୍କର ବହୁ ନେତାଙ୍କ ସହ ଦ୍ୱିପାକ୍ଷୀୟ ବୈଠକ ହେବାର ଅଛି ।…

ପୁରୁଷଙ୍କୁ ସବୁବେଳେ ଦୋଷ ଦିଆଯାଇ ପାରିବନି, ଯୌନ ଉତ୍ପୀଡନ ମାମଲାରେ ଏପରି କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଏକ ଯୌନ ଉତ୍ପୀଡନ ମାମଲାର ଶୁଣାଣୀ କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଏହା ସତ ଯେ, ମହିଳାଙ୍କ ସୁରକ୍ଷା ଲାଗି ଆଇନ ତିଆରି ହୋଇଛି । କିନ୍ତୁ ପୁରୁଷ ସର୍ବଦା ଭୁଲ୍ ହୋଇ ନ ଥାଏ । ବିବାହର ମିଛ…

ଅଜିତ୍ ଡୋଭାଲଙ୍କ କାର୍ଯ୍ୟକାଳ ବଢିଲା, ତୃତୀୟ ଥର ଲାଗି ହେଲେ  NSA ମୁଖ୍ୟ

ନୂଆଦିଲ୍ଲୀ: ଅଜିତ୍ ଡୋଭାଲ ଜାତୀୟ ସୁରକ୍ଷା ପରାମର୍ଶଦାତା(NSA ) ପଦବୀରେ ପୁନର୍ବାର ତୃତୀୟ ଥର ଲାଗି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବର୍ଷ ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଅଜିତ୍ ଡୋଭାଲଙ୍କୁ…

ହ୍ୱାଟସଆପ୍‌ର ବଡ କାର୍ଯ୍ୟାନୁଷ୍ଠାନ, ବନ୍ଦ କଲା ୭୦ ଲକ୍ଷ ଭାରତୀୟ ଆକାଉଣ୍ଟ

ନୂଆଦିଲ୍ଲୀ: ହ୍ୱାଟସଆପ୍ ପ୍ରାୟ ୭୧ ଲକ୍ଷ ଭାରତୀୟ ଆକାଉଣ୍ଟ ବନ୍ଦ କରିଦେଇଛି । କମ୍ପାନୀ ଏହି କାର୍ଯ୍ୟାନୁଷ୍ଠାନ ପଲିସି ଉଲଙ୍ଘନ ନେଇ ରିପୋର୍ଟ ପାଇବା ପରେ ଗ୍ରହଣ କରିଛି । କମ୍ପାନୀ ଏହାର ମାସିକ ରିପୋର୍ଟରେ ଏହି…