(Video)ମୋଦୀ ଓ ନାଇଡୁଙ୍କ ପାଦ ନ ଛୁଇଁ ପବନ କଲ୍ୟାଣ ଛୁଇଁଲେ ଏ କାହାର ପାଦ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ବୁଧବାର ନୂଆ ସରକାର ଶପଥ ନେଇଛନ୍ତି । ତେଲଗୁ ଦେଶମ ପାର୍ଟି (ଟିଡିପି)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହାପରେ ପବନ କଲ୍ୟାଣ…

କୋର୍ଟ ଯାଉଥିବା ଓକିଲ ପିତା-ପୁତ୍ରଙ୍କୁୁ ଗୁଳି କରି ହତ୍ୟା, ସାମ୍ନାକୁ ଆସିଲା ଏହି କାରଣ

ପାଟନା: ବିହାରର ଛାପ୍ରାରେ କୋର୍ଟ ଯାଉଥିବା ଓକିଲ ପିତାପୁତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣା ପରେ ପୁରା ଇଲାକାରେ ଆତଙ୍କ ଖେଳିଯାଇଛି । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ…

(Video)ସାମ୍ନାକୁ ଆସିଲା ମୋଦୀଙ୍କ ଯୋଗାସନ ଅବସ୍ଥାର AI ଭର୍ସନ, କହିଲେ ବୃକ୍ଷାସନର ଫାଇଦା

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ AI ଭିଡିଓ ଯେଉଁଥିରେ ସେ ବୃକ୍ଷାସନର ଫାଇଦା ବିଷୟରେ କହୁଥିବାର ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ବୃକ୍ଷାସନ ଅର୍ଥାତ୍ ବୃକ୍ଷ…

ଭାରତୀୟ କ୍ରିକେଟ୍ ଲାଗି ଏକ ଦୁଃଖଦ ଖବର , ହୃଦଘାତରେ ଆଖି ବୁଜିଲେ  MCA ଅଧ୍ୟକ୍ଷ

ନୂଆଦିଲ୍ଲୀ: ଟି-୨୦ ୱାର୍ଲ୍ଡ କପ୍ ୨୦୨୪ରେ ରବିବାର ଭାରତୀୟ ଟିମ୍ ଓ ପାକିସ୍ତାନ ମଧ୍ୟରେ ବହୁତ ରୋମାଞ୍ଚକ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ କ୍ୟାପଟେନସିପ୍‌ରେ ଭାରତୀୟ ଟିମ୍ ଦମଦାର ବିଜୟ…

ବହୁ ଶୁଭ ଯୋଗରେ ଏଥର ପଡୁଛି ନିର୍ଜଳା ଏକାଦଶୀ, ଜାଣନ୍ତୁ ବ୍ରତ ରଖିଲେ ମିଳିଥାଏ କ’ଣ ଫାଇଦା

ଓଡ଼ିଶା ଭାସ୍କର: ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ପଡୁଥିବା ନିର୍ଜଳା ଏକାଦଶୀ, ଭୀମସେନି ଏକାଦଶୀ, ଭୀମ ଏକାଦଶୀ ଭାବରେ ପରିଚିତ । ଏହି ଏକାଦଶୀ ବ୍ରତ ରଖିବା ଦ୍ୱାରା ବର୍ଷକ ମଧ୍ୟରେ ପଡୁଥିବା ସମସ୍ତ ଏକାଦଶୀ…

ଏହି ୪ ଅଭ୍ୟାସ ଦେଖିଲେ ଶନିଦେବ ବହୁତ ରାଗିଥାନ୍ତି, ଆଜି ହିଁ ବଦଳାଇ ଦିଅନ୍ତୁ

ଓଡ଼ିଶା ଭାସ୍କର:ଜ୍ୟୋତିଷ ଶାସ୍ତ୍ରରେ ଶନି ସବୁଠାରୁ କ୍ରୁର ଗ୍ରହ ବୋଲି ମନେ କରାଯାଏ । ଶନିଙ୍କୁ ଦଣ୍ଡାଧିକାରୀ ଦେବତା ଭାବରେ ଗ୍ରହଣ କରାଯାଏ । କୁହାଯାଏ ଶନି ଦେବ କର୍ମ ହିସାବରେ ବ୍ୟକ୍ତିଙ୍କୁ ଦଣ୍ଡ ଦେଇଥାନ୍ତି । ଶନି…

(Video)ମୋଦୀ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ କିପରି ଆସିଲା ଚିତାବାଘ? ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ତୃତୀୟ କାର୍ଯ୍ୟକାଳ ଲାଗି ଶପଥ ନେଇଛନ୍ତି । ଏହି ସମୟରେ ତାଙ୍କ ସହ ୭୨ ମନ୍ତ୍ରୀ ବି ଶପଥ ନେଇଛନ୍ତି । ଏହି ସମୟରେ ରାଷ୍ଟ୍ରପତି…

ଶାଶୁର ଗଳାକାଟି ହତ୍ୟା କଲା ଜ୍ୱାଇଁ

ରଣପୁର: ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କୋଟାଣୀଶିଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଶାଶୁର ଗଳାକାଟି ଜ୍ୱାଇଁ ଫେରାର ହୋଇଯାଇଛି । ଘଟଣାସ୍ଥଳରୁ ମହିଳାଙ୍କ ମୃତଦେହ ମିଳିଛି । ଫେରାର ହୋଇଥିବା ଜ୍ୱାଇଁକୁ ପୋଲିସ…

ଲୋକସଭା ବାଚସ୍ପତି ଦୌଡରେ ସବୁଠାରୁ ଆଗରେ ରହିଛି ଏହି ମହିଳା ସାଂସଦଙ୍କ ନାମ, ‘ଦକ୍ଷିଣର ସୁଷମା ସ୍ୱରାଜ’ ଭାବରେ ରହିଛି ପରିଚିତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଲଗାତର ତୃତୀୟ ଥର ଏନଡିଏ ସରକାର ଗଢିଛି । ରବିବାର ପ୍ରଧାନମନ୍ତ୍ରୀଙ୍କ ସହିତ ମୋଟ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ଏହି ମନ୍ତ୍ରୀଙ୍କ ତାଲିକାରୁ…

୭ ରାଜ୍ୟର ୧୩ ବିଧାନସଭା ସିଟ୍‌ରେ ଉପନିର୍ବାଚନ ଲାଗି ଘୋଷଣା କଲେ ନିର୍ବାଚନ କମିଶନ, ଜାଣନ୍ତୁ ତାରିଖ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ସହିତ ୭ ରାଜ୍ୟର ୧୩ ବିଧାନସଭା ସିଟ୍‌ରେ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏହି ୧୩ ସିଟ୍‌ରେ ଉପନିର୍ବାଚନ ଲାଗି ଜୁଲାଇ ୧୦ରେ ଭୋଟଗ୍ରହଣ ହେବ ।…