ବାଜିରେ ଲାଗିଛି ‘ବିରାଟ’ କ୍ୟାରିୟର… ଚମ୍ପିଆନ୍ସ ଟ୍ରଫି ପରେ BCCI ନେବ ବଡ଼ ନିଷ୍ପତ୍ତି, ଅବସର ନେବେ କୋହଲି!

ନୂଆଦିଲ୍ଲୀ: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି । ଏହାକୁ ନେଇ ଦଳ ତଥା ପ୍ରଶଂସକ ନିରାଶ ହୋଇଛନ୍ତି । ତେଣୁ ତାଙ୍କୁ ଦଳରୁ ବାଦ୍ ଦେବାକୁ ଦାବି କଲେଣି କ୍ରିକେଟପ୍ରେମୀ…

ସୁଡ଼ଙ୍ଗ ପାଖରେ ଏକାଠି ହେଲେ ମୋଦୀ-ଓମର ଅବଦୁଲ୍ଲା: ଭାରତ ପାଇଁ ଆରମ୍ଭ କଲେ ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ଆଜି ସୋନମର୍ଗରେ ଏକାଠି ହୋଇଛନ୍ତି ଦୁଇ ରାଜଜୈତିକ ପ୍ରତିଦ୍ୱନ୍ଦୀ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଏଠାରେ ଜେଡ ମୋଡ ସୁଡ଼ଙ୍ଗ ଉଦଘାଟନ…

ବୁମରାହ ଟେଷ୍ଟ Captain, କାହାକୁ ମିଳିବ Deputy ପଦବୀ? ତାଲିକାରେ ରହିଛନ୍ତି ୨ ଷ୍ଟାର କ୍ରିକେଟର…

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳକୁ ମିଳିପାରେ ଆଉ ଜଣେ ନୂଅ ଅଧିନାୟକ । ଖୁବଶୀଘ୍ର ବୁମରାହ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ଗ୍ରହଣ କରିପାରନ୍ତି । ରୋହିତଙ୍କ ପରେ ବୁମରାହ ଅଧିନାୟକ ପଦ ପାଇଁ ସର୍ବଶ୍ରେଷ୍ଠ ଦାବିଦାର…

୪୦ ହଜାର ଫ୍ରେସରଙ୍କୁ ନିଯୁକ୍ତି ଦେବ TATA Consultancy; ଗୋଟିଏ ବର୍ଷରେ ଦିଆଯିବ ଚାକିରି

ନୂଆଦିଲ୍ଲୀ: ଟାଟା କନସଳଟେନ୍ସି ସର୍ଭିସେସ(TCS)ରେ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । କମ୍ପାନୀରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ସହ ଫ୍ରେସର ମାନଙ୍କ ପାଇଁ ନିଯୁକ୍ତିର ଏକ ବଡ଼ ସୁଯୋଗ ସୃଷ୍ଟି କରୁଛି ଟିସିଏସ ।…

Bed Roomରେ ରଖନ୍ତୁ ନାହିଁ ଏହିସବୁ ଜିନିଷ; ହୋଇପାରେ ଅନିଷ୍ଟ, ଘରକୁ ଘୋଟିଯିବ ଅଭାବ ଅନଟନ ସମସ୍ୟା

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏପରି ଅନେକ ଜିନିଷ ଅଛି ଯାହାକୁ ଭୁଲରେ ବି ବେଡ୍ ରୁମରେ ରଖିବା ଉଚିତ୍ ନୁହେଁ । ଏହିପରି ଜିନିଷ ସୁଖ, ଶାନ୍ତି ଏବଂ ଆର୍ଥିକ ସମୃଦ୍ଧି ସବୁକିଛି ଛଡ଼ାଇ ନେଇଥାଏ । ଆସନ୍ତୁ…

ବିକ୍ରି ହେଲା ଭାରତର ‘ହଜ୍ ନୋଟ’: ୫୬ ଲକ୍ଷ ଟଙ୍କାରେ ନିଲାମ ହେଲା ଐତିହାସିକ ୧୦୦ ଟଙ୍କିଆ ନୋଟ୍

ନୂଆଦିଲ୍ଲୀ: ଲଣ୍ଡନରେ ଆୟୋଜିତ ଏକ ନିଲାମ ସମାରୋହରେ ଭାରତର ଐତିହାସିକ ‘ହଜ୍ ନୋଟ’ ୫୬,୪୯,୬୫୦ ଟଙ୍କାରେ ବିକ୍ରି ହୋଇଛି । ୧୯୫୦ ଦଶକରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏକ ୧୦୦ ଟଙ୍କିଆ ଭାରତୀୟ ନୋଟକୁ ‘ହଜ୍ ନୋଟ’…

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଘଟଣ: ହଷ୍ଟେଲରେ ଝୁଲିପଡ଼ିଲେ କଲେଜ ଛାତ୍ରୀ

ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ରୀ ନେଇଛନ୍ତି ବଡ଼ ପଦକ୍ଷେପ । ଲେଡିଜ ହଷ୍ଟେଲରେ ରହୁଥିବା ବେଳେ ସେହିଠାରେ ସେ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀଙ୍କ ନାମ ଉତ୍କଳିକା ସ୍ୱାଇଁ ବୋଲି ସୂଚନା…

ସୋନୁ ସୁଦଙ୍କୁ ପଛରେ ପକାଇଲେ ରାମ ଚରଣ: ବକ୍ସ ଅଫିସରେ ‘ଫତେହ’ କଲା ‘ଗେମ୍ ଚେଞ୍ଜର’

ଓଡ଼ିଶା ଭାସ୍କର: ଅଭିନେତା ସୋନୁ ସୁଦଙ୍କ ‘ଫତେହ’ ଓ ସାଉଥ୍ ସୁପରଷ୍ଟାର ରାମ ଚରଣଙ୍କ ‘ଗେମ୍ ଚେଞ୍ଜର’ ଶୁକ୍ରବାର ଏକସଙ୍ଗେ ବକ୍ସ ଅଫିସରେ ରିଲିଜ୍ ହୋଇଥିଲା । ତେବେ ରିଲିଜ୍ ହେବାର ପ୍ରଥମ ଦିନ ସୋନୁଙ୍କ ‘ଫତେହ’…

ନୂଆ ଦଳ, ପୁରୁଣା ପଦବୀ… IPL-2025ରେ ଶ୍ରେୟସଙ୍କୁ ମିଳିଲା ବଡ଼ ଦାୟିତ୍ୱ, PBKSର ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ତାରିଖ ଘୋଷଣା ହୋଇଯାଇଛି । ଏହାସହିତ ପଞ୍ଜାବ କିଙ୍ଗସ ମଧ୍ୟ ଦଳର ନୂଆ ଅଧିନାୟକଙ୍କ ନାମ ଘୋଷଣା କରିଛି । ଶ୍ରେୟସ ଆୟର ଅଧିନାୟକ: କୋଲକାତା ନାଇଟ ରାଇଡର୍ସର ପୂର୍ବତନ ଚମ୍ପିଆନ୍…

ଟ୍ରକ୍-ଅଟୋ ମୁହାମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ, ଆହତଙ୍କୁ ମେଡିକାଲରେ ଭର୍ତ୍ତି

ନାସିକ: ମହାରାଷ୍ଟ୍ରରେ ନାସିକରେ ଅଟୋକୁ ଧକ୍କା ଦେଇଛି ଟ୍ରକ । ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏହାସହିତ ୫ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ନାଶିକ ମୁମ୍ବାଇ ଜାତୀୟ ରାଜପଥରେ…