ହେ ଭଗବାନ…୧୦୦ ବର୍ଷ ପୁରୁଣା Haunted Hotel, ଯେଉଁଠି ଚାଲିଛି ଭୂତଙ୍କ ରାଜ୍! ଦାନ୍ତରେ କାଟି ଦେଉଛନ୍ତି ଶରୀର

ଓଡ଼ିଶା ଭାସ୍କର: ଭୂତ-ପ୍ରେତ, ପିଶାଚ ଆଉ ଆତ୍ମା । ଏଭଳି ଶରୀର ହୀନ ଦୃଷ୍ଟ ଶକ୍ତିର ନାଁ ଶୁଣିଲେ ପ୍ରତ୍ୟେକ ମଣିଷ ଭୟରେ ଥରିଯାଏ । ଆଖି ଆଗରେ ଝଲସି ଉଠେ କେତେ କ’ଣ ଭୟଙ୍କର ଚିତ୍ର । ଭୂତ କ’ଣ କରିପାରେ ଆଉ କେମିତି ଜୀବନ…

IND vs BAN; ଖେଳିବେନି ବୁମରାହ, ଡେବ୍ୟୁ କରିବେ ଭାରତର ଏହି ଷ୍ଟାର ବୋଲର: ଟିମ ଇଣ୍ଡିଆରେ ମିଳିବ ସୁଯୋଗ

ନୂଆଦିଲ୍ଲୀ: ପାକିସ୍ତାନକୁ ଚିତପଟାଙ୍ଗ କରିବା ପରେ ଭାରତ ଗସ୍ତରେ ଆସିବ ବାଂଲାଦେଶ । ଏହି ଟେଷ୍ଟ ସିରିଜ ପାଇଁ ଟିମ ଇଣ୍ଡିଆ ମଧ୍ୟ ପ୍ରସ୍ତୁତି ଜାରି ରଖିଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ଲଗାତାର…

ରାଜଧାନୀରେ ପିଆଜ ରେଟ୍ ସ୍ଥିର କଲେ ସରକାର: ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ: ବଜାରରେ ପିଆଜ ଦର ବୃଦ୍ଧିକୁ ନେଇ ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି । ଗ୍ରାହକଙ୍କ ଅସନ୍ତୋଷକୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀରେ କେତେ ଟଙ୍କାରେ ପିଆଜ…

୧୬ ନା ୧୭ ତାରିଖ… କେବେ ପାଳନ ହେବ ବିଶ୍ୱକର୍ମ ପୂଜା? ବିଶ୍ୱ ନିର୍ମାତାଙ୍କର ହେବ ଧରାବତରଣ

ଓଡ଼ିଶା ଭାସ୍କର: ବିଶ୍ୱ ବ୍ରହ୍ମାଣ୍ଡର ପ୍ରଥମ ଶିଳ୍ପକାର, ବାସ୍ତୁକାର ବା ଇଞ୍ଜିନିୟର ବୋଲି କୁହାଯାଏ । ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଦ୍ୱାରକା ନଗରୀକୁ ମଧ୍ୟ ବିଶ୍ୱକର୍ମା ହିଁ ନିର୍ମାଣ କରିଥିଲେ । ଏହାବ୍ୟତୀତ…

ଜିଅନ୍ତା ନହେଲେ ମୃତ… ୨୪ ଘଣ୍ଟା ଭିତରେ ଶେଷ ହେବ ଭେଡ଼ିୟା ଆତଙ୍କ: ବହରାଇଚରେ ଶୁଟରଙ୍କ ଡେରା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରୁ ହଟିବ ଭେଡ଼ିୟା ଭୟ । ମଣିଷଖିଆ ଭେଡ଼ିୟାକୁ ଜବତ କରିବା ପାଇଁ ପ୍ରସ୍ତୁତି କରିସାରିଛି ବନ ବିଭାଗ । ଭେଡ଼ିୟା ଆତଙ୍କରେ ପ୍ରଭାବିତ ଅଞ୍ଚଳରେ ୫ଟି ବନ ବିଭାଗର ମୋଟ ୨୫ରୁ ଅଧିକ ଟିମ୍ ନିୟୋଜିତ…

ବଡ଼ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ଇଶାନ୍ କିଶାନ୍: ବନ୍ଦ ହୋଇଯିବ କି ଟିମ ଇଣ୍ଡିଆର ଦ୍ୱାର?

ନୂଆଦିଲ୍ଲୀ: ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଦମଦାର ଏଣ୍ଟ୍ରି ପରେ ଟିମ ଇଣ୍ଡିଆକୁ ପେରିବା ଅପେକ୍ଷାରେ ରହିଛନ୍ତି ଷ୍ଟାର କ୍ରିକେଟର ଇଶାନ୍ କିଶାନ୍ । ପୁଣିଥରେ ନୀଳ ଜର୍ସିରେ ଭାରତ ପାଇଁ ଖେଳିବାକୁ ସେ ଅପେକ୍ଷା କରି…

କାହିଁକି ବକ୍ରତୁଣ୍ଡ ରୂପ ଧାରଣ କରିଥିଲେ ଶ୍ରୀଗଣେଶ? ଏହି ରାକ୍ଷସର କରିଥିଲେ ବିନାଶ… ଜାଣନ୍ତୁ ପୌରାଣିକ କାହାଣୀ

ଓଡ଼ିଶା ଭାସ୍କର: ଭଗବାନ ଶ୍ରୀଗଣେଶ ତ ଅନେକ ଅବତାର ନେଇଥିଲେ । କିନ୍ତୁ ମୃଦଗଲ ପୁରାଣ ଅନୁସାରେ, ତାଙ୍କର ୮ଟି ଅବତାର ପ୍ରମୁଖ । ଏଥିରେ ପ୍ରଥମ ଅବତାର ବକ୍ରତୁଣ୍ଡ ରହିଛି । ଥରେ ତିନି ଲୋକରେ ଘଟିଥିବା ଘଟଣା ଭଗବାନ…

ସାବଧାନ୍! ଏହି ଫଟୋ ସର୍ଚ୍ଚ କଲେ ଜେଲ୍ ଯିବା ସୁନିଶ୍ଚିତ: ୪୫୫ ଜାଗାରେ ରେଡ୍ କରୁଛି ପୋଲିସ

ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ କିଛି ଜିନିଷ ବିଷୟରେ ଜାଣିବା ପାଇଁ ଆମେ ଇଣ୍ଟରନେଟର ସାହାଯ୍ୟ ନେଇଥାଉ । କିନ୍ତୁ ଇଣ୍ଟରନେଟରେ କିଛି ସର୍ଚ୍ଚ କରିବା ପୂର୍ବରୁ ଏଣିକି ସାବଦାନ୍ ହୋଇଯାଆନ୍ତୁ । ଏକ ଛୋଟ ଭୁଲ ଆପଣଙ୍କୁ…

ସୁଭଦ୍ରା ଯୋଜନା ପାଇଁ କଲ୍ ସେଣ୍ଟରର ଉଦଘାଟନ: ଭୁବନେଶ୍ୱର OCACରୁ ମିଳିବ ସୂଚନା

ଭୁବନେଶ୍ୱର: ଓଡ଼ିଶାର ମହିଳା ହିତାଧିକାରୀମାନଙ୍କ ପାଇଁ  ‘ସୁଭଦ୍ରା ଯୋଜନା’ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ହିତାଧିକାରୀମାନଙ୍କୁ ସଠିକ୍ ସମୟରେ ଆବଶ୍ୟକୀୟ ସୂଚନା ଯୋଗାଇ ଦେବା ପାଇଁ ସରକାର କଲ୍ ସେଣ୍ଟର ଉଦଘାଟନ…

ସିଙ୍ଗାପୁରକୁ ପ୍ରଧାନମନ୍ତ୍ରୀଙ୍କ ପଞ୍ଚମ ଗସ୍ତ, ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ:  ବ୍ରୁନେଇ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସିଙ୍ଗାପୁରରେ ପହଞ୍ଚିଛନ୍ତି । ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଂଙ୍କ ନିମନ୍ତ୍ରଣକ୍ରମେ ମୋଦିଙ୍କ ଏହି ସିଙ୍ଗାପୁର ଗସ୍ତ । ଏହା…