fbpx

Breaking News; ପିପିଲି ବିଧାୟକଙ୍କ ଗାଡ଼ି ଉପରକୁ ପଥରମାଡ଼: ଭାଙ୍ଗିଯାଇଛି ରୁଦ୍ର ମହାରଥୀଙ୍କ ଗାଡ଼ି

ପୁରୀ: ଓଡ଼ିଶା ନିର୍ବାଚନ ମାହୋଲ ଏବେ ଖୁବ ସରଗରମ ରହିଛି । ବିଶେଷ କରି ପିପିଲି ରାଜନୀତି ଖୁବ ଚର୍ଚ୍ଚାରେ ରହିଛି । ଏହାଭିତରେ ଆଜି ପିପିଲି ବିଧାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ନିମାପଡ଼ା…

Driving License; ଜୁନ୍ ପହିଲାରୁ ବଦଳିଯିବ ଏହିସବୁ ନିୟମ: ଜାଣି ରଖନ୍ତୁ କ’ଣ ବଦଳିବ

ଓଡ଼ିଶା ଭାସ୍କର: ଆଉ ୪ ଦିନ ପରେ ଶେଷ ହେବାକୁ ଯାଉଛି ମେ’ ମାସ । ନୂଆ ମାସ ଆରମ୍ଭ ହେବା ସହିତ ଅନେକ ନିୟମ ପରିବର୍ତ୍ତନ ହୋଇପାରେ । ଜୁନ୍ ମାସରୁ ଲାଗୁ ହେବାକୁ ଥିବା ଏହି ନିୟମ ଭିତରେ ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ…

୫୫ ଡିଗ୍ରୀ ତାପମାତ୍ରାରେ ଜଳୁଛି ରାଜସ୍ଥାନ: ଇଣ୍ଡୋ-ପାକ୍ ସୀମାରେ ଯବାନଙ୍କ ୨ ଗୁଣ ଯନ୍ତ୍ରଣା

ନୂଆଦିଲ୍ଲୀ: ରାଜସ୍ଥାନରେ ଭୟଙ୍କର ରୂପ ଧାରଣ କରିଛି ହିଟୱେଭ । ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଲୁ’ର ପ୍ରଭାବରେ ନିଆଁ ବୃଷ୍ଟି ହେବା ପରି ମନେ ହେଉଛି । ରାଜ୍ୟରେ ତାପମାତ୍ରା…

(Video) ମାର୍କେଟକୁ ଆସିଲା E-Spoon… ସୁଇଚ୍ ଅନ୍ କଲେ ଚାମଚରୁ ବାହାରିବ ଲୁଣ, ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର: ଆମେ ଖାଇବା ବେଳେ ଷ୍ଟିଲ ଚାମଚ ବ୍ୟବହାର କରିଥାଉ । ଚାମଚରେ ଖାଇବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି । ତେବେ ଚାମଚ ପସନ୍ଦ କରୁଥିବା ଲୋକମାନଙ୍କ ପାଇଁ ଏବେ ମାର୍କେଟକୁ ଆସିଛି ଏକ ସୁନ୍ଦର ଏବଂ ଡିଜିଟାଲ…

ପୁଣି BCCIକୁ ବ୍ରେକ ମାଗିଲେ କୋହଲି: ବିଶ୍ୱକପ୍ ପୂର୍ବରୁ ବଢିଲା ରୋହିତଙ୍କ ଟେନସନ୍

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର ୪ଟି ଦିନ ବାକି ରହିଛି । ଏ ଏଥିପାଇଁ ଟିମ ଇଣ୍ଡିଆ ମଧ୍ୟ ଆମେରିକା ପାଇଁ ଯାତ୍ରା ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ…

Indian Railwaysରେ ବଡ଼ ନିଯୁକ୍ତି ସୁଯୋଗ: ୧ ହଜାରରୁ ଅଧିକ ଆପ୍ରେଣ୍ଟିସ ପଦ ପାଇଁ ବିଜ୍ଞପ୍ତି; କେବେ କରିବେ ଆବେଦନ?

ନୂଆଦିଲ୍ଲୀ: ସରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ହଜାର ହଜାର ଯୁବପିଢୀ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଅନେକ ଯୁବକ-ଯବତୀଙ୍କ ଆଶା ପୂରଣ ହୋଇପାରୁନାହିଁ । ଏହାପରେ ବି ବାରମ୍ବାର ସରକାରୀ ଚାକିରି ପାଇଁ ପ୍ରସ୍ତୁତି…

Baby Care ହସ୍ପିଟାଲ ଦୁର୍ଘଟଣାର କିଏ ହେବ ଉତ୍ତରଦାୟୀ? ଆଖି ବୁଜିଲେ ୭ ନବଜାତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିବେକ ବିହାରର ବେବି କେୟାର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ସମସ୍ତଙ୍କ ଛାତି ତରାଇ ଦେଇଛି । ଏହି ଦୁର୍ଘଟଣାରେ ୭ ଜଣ ନବଜାତ ଶିଶୁ ପ୍ରାଣ ହରାଇଛନ୍ତି । ଏହାବ୍ୟତୀତ ଅଗ୍ନିକାଣ୍ଡ ସମୟରେ…

IPL Final ମ୍ୟାଚରେ କୋଲକାତା-ହାଇଦ୍ରାବାଦ ମୁକାବିଲା: ଫାଇନାଲ ଲଢେଇରେ କ’ଣ ରହିବ ପ୍ଲେଇଙ୍ଗ-୧୧?

ନୂଆଦିଲ୍ଲୀ: ଆଇପିଏଲ ଫାଇନାଲ ମ୍ୟାଚରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ଫାଇନାଲ ମୁକାବିଲା ଖେଳାଯିବ ।…

ସାଇକେଲ ଚଳାଇବା ଯୋଗୁଁ କମୁଛି ପୁରୁଷଙ୍କ Fertility! ଏହି ଭୁଲ କରୁଥିଲେ ସାବଧାନ୍… ଦେଖନ୍ତୁ ରିସର୍ଚ୍ଚ

ଛୋଟ ପିଲା ହୁଅନ୍ତୁ ବା ବୟସ୍କ, ସାଇକେଲ ଚଳାଇବାକୁ ସମସ୍ତେ ପସନ୍ଦ କରନ୍ତି । ସାଇକେଲ ଚଳାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ସାଇକେଲିଂ ହାର୍ଟ ଫିଟନେସ୍, ମାଯସପେଶୀ ଶକ୍ତି ପାଇଁ ଲାଭଦାୟକ ହୋଇଥାଏ । ଏହା…

(Video) ‘Mission-2024’ରେ ବାହାରିଲା ଟିମ ଇଣ୍ଡିଆ: ଆମେରିକା ଅଭିମୁଖେ ରୋହିତ-ଜାଡେଜା ସମେତ ଏହି ଖେଳାଳି

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ-୨୦୨୪ । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଏହି ଟି-୨୦ ମେଗା ଇଭେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଭାରତୀୟ ଦଳ ବିଶ୍ୱକପ ଗସ୍ତରେ ଯାତ୍ରା…