ଅଭିଷେକଙ୍କ ସହ ଫିଲ୍ମ କରିବାକୁ ମନା କରିଥିଲେ ଐଶ୍ୱର୍ଯ୍ୟା, କାହିଁକି? ସତ ସତ କହିଲେ ନୀଳନୟନା

ଓଡ଼ିଶା ଭାସ୍କର: ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରୟ ଅନେକ ସୁପରହିଟ ଏବଂ ବ୍ଲକବଷ୍ଟର ଫିଲ୍ମ କରିଛନ୍ତି । ସେ ପ୍ରତ୍ୟେକ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ । ଅନେକ ସଫଳ ଚଳଚ୍ଚିତ୍ର ଅଛି ଯାହା ତାଙ୍କୁ ଦିଆଯାଉଥିଲା…

ସାମିଲ ଅଛନ୍ତି କି ଶାକିବ ଅଲ୍ ହାସନ୍? ହତ୍ୟା ମାମଲାରେ ଫସିଲେ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର

ଢାକା: ବାଂଲାଦେଶର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହାସନ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି । ଶାକିବଙ୍କ ବିରୋଧରେ ବାଂଲାଦେଶରେ ହତ୍ୟା ମାମଲା ରୁଜୁ ହୋଇଛି । ରିପୋର୍ଟ ଅନୁଯାୟୀ, ଏକ ପୋଷାକ…

(Video) କ୍ରିକେଟରେ ‘ଗବର’ ଯୁଗର ଅବସାନ… ସନ୍ନ୍ୟାସ ଘୋଷଣା କଲେ ଶିଖର ଧୱନ

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ । ଦଳରୁ ଲଗାତାର ବାଦ୍ ପଡ଼ିବା ପରେ ଅବସର ଗୋଷଣା କରିଛନ୍ତି ଭାରତୀୟ ଦଳର ଗବର । ଅନ୍ତର୍ଜା କ୍ରିକେଟରୁ ସନ୍ନ୍ୟାସ ନେଇ…

ଆଜି ରତ୍ନବେଦୀରେ ଦର୍ଶନ ଦେବେନି ମହାବାହୁ… ଶ୍ରୀମନ୍ଦିରରେ ସମ୍ପନ୍ନ ହେବ ରାହୁରେଖା ଲାଗି ନୀତି

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ଚତୁର୍ଦ୍ଧାମୁରତୀ । ମହାପ୍ରଭୁଙ୍କ ଦିବ୍ୟଦର୍ଶନ ପାଇବାରୁ ବଞ୍ଚିତ ରହିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଶ୍ରୀମନ୍ଦିରରେ ଗୁପ୍ତ ନୀତି ପାଇଁ ଆଜି ୪ ଘଣ୍ଟା…

୧୨ ମିନିଟରେ ହସ୍ପିଟାଲ Ready… ୟୁକ୍ରେନକୁ ‘BHISHM CUBE’ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ ପଡ଼ୁନି ବିରାମ । ଘନ ଘନ ରକେଟ ଆକ୍ରମଣ ସାଙ୍ଗକୁ ବିସ୍ଫୋରଣରେ କମ୍ପି ଉଠୁଛି ଉଭୟ ଦେଶ । କେହି ପଛଘୁଞ୍ଚା ଦବାକୁ ରାଜି ନାହାନ୍ତି । ଫଳରେ ବିନା ଦୋଷରେ ପ୍ରାଣ ହରାଉଛନ୍ତି ନିରୀହ…

ଆସୁଛି ଜନ୍ମାଷ୍ଟମୀ, ଜନ୍ମୋତ୍ସବରେ ବର୍ଷିବ ବାଳ ଗୋପାଳଙ୍କ କୃପା: ଅର୍ପଣ କରନ୍ତୁ ଏହି ଜିନିଷ

ଓଡିଶା ଭାସ୍କର: ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ । ଏହି ଦିନ ରୋହିଣୀ ନକ୍ଷତ୍ରରେ ଭଗବାନ କୃଷ୍ଣଙ୍କର ଜନ୍ମ ହୋଇଥିଲା । ଜନ୍ମାଷ୍ଟମୀରେ ଶ୍ରକୃଷ୍ଣଙ୍କର ବାଳ…

No Western Outfit… ଏଥର ଡିଗ୍ରୀ ପାଇଲେ ବି ପିନ୍ଧିବେ ଭାରତୀୟ ପୋଷାକ, ମନ୍ତ୍ରାଳୟ ତରଫରୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ସଂସ୍ଥାର ଦୀକ୍ଷାନ୍ତ ସମାରୋହରେ ଏଣିକି ଚଳିବନି କଳା ଗାଉନ୍ ଏବଂ ଟୋପି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ କେନ୍ଦ୍ରୀୟ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି କରିଛି । ଏହି କାର୍ଯ୍ୟକ୍ରମରେ କଳା…

କେବେଠାରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା? ଜାଣି ରଖନ୍ତୁ କେଉଁଠି କିପରି କରିବେ ଆବେଦନ

ଓଡ଼ିଶା ଭାସ୍କର: ନୂଆ ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ଓଡ଼ିଶାରେ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହି ଯୋଜନା ନେଇ ଆଜି ଏସଓପି ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ବୁଦ୍ଧ ମନ୍ଦିର ପରିସରରେ ଗହ୍ମା ପର୍ବ ଅନୁଷ୍ଠିତ; ପାଟରା ଜାତିର ବିକାଶ ପାଇଁ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର: ୟୁନିଟ୍ ୩ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ନିଖିଳ ଉତ୍କଳ ପାଟରା ସମିତି ପକ୍ଷରୁ ପ୍ରତୀକାତ୍ମକ ଗହ୍ମା ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ…

(Video) ବୋଲିଂରେ ବି ଦମ୍ ଦେଖାଇଲେ ଇଶାନ୍ କିଶାନ୍: ଟିମ ଇଣ୍ଡିଆରେ କମବ୍ୟାକ ପାଇଁ ଖେଳିଲେ Plan-B

ନୂଆଦିଲ୍ଲୀ: ଟିମ ଇଣ୍ଡିଆରୁ ହରାଇଥିବା ସ୍ଥାନ ଫେରି ପାଇବା ପାଇଁ ଷ୍ଟାର କ୍ରିକେଟର ଇଶାନ୍ କିଶାନ୍ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ଘରୋଇ କ୍ରିକେଟରେ ବିସ୍ଫୋରକ ପ୍ରଦର୍ଶନ କରି ଭାରତୀୟ ଦଳ ପାଇଁ ସେତୁବନ୍ଧ…