Junk Food ଖାଇବା ଅଭ୍ୟାସ ଆଣିପାରେ ଅନେକ ରୋଗ: ମୁକ୍ତି ପାଇବାକୁ ଆପଣାନ୍ତୁ ଏହି Tips
ଓଡ଼ିଶା ଭାସ୍କର: ଆମେ ସମସ୍ତେ ଭଲ ଭାବେ ଜାଣିଛୁ ଯେ, ଜଙ୍କ୍ ଫୁଡ୍ ଆମ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ । ଏହା ଜାଣିବା ସତ୍ତେ୍ୱ ଜଙ୍କ୍ ଫୁଡ୍ ବା ଫାଷ୍ଟ୍ ଫୁଡ୍ ଖାଇବା ଅଭ୍ୟାସ ସହଜରେ କେହି ବି ଛାଡ଼ି ପାରନ୍ତି ନାହିଁ…