fbpx

(Video) କେବେ ଅନୁଭବଙ୍କୁ ମିଳିବ ପ୍ରାର୍ଥୀ ଟିକେଟ? ଷ୍ଟାର ପ୍ରଚାରକ ହୋଇ ରହିଯିବେ କି କେନ୍ଦ୍ରାପଡ଼ା ସାଂସଦ?

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତିରେ ବିଜୟ ପାଇଁ ବୁଝି ବିଚାରି ଗୋଟି ଚଳାଉଛନ୍ତି ରାଜନୈତିକ ଦଳ । କେଉଁ ଆସନରୁ କାହାକୁ ପ୍ରାର୍ଥୀ କରିବେ, ଏ ନେଇ ବହୁ ଅଙ୍କକଷା ପରେ ଦିଆଯାଉଛି ଟିକେଟ । ଏହାଭିତରେ ଅନେକ ହେଭିୱେଟ ନେତା…

(Video) ଲାଇଭ କ୍ରିକେଟ ମ୍ୟାଚରେ ଗୁଡ଼ି ଉଡ଼ାଉଛନ୍ତି ରିଷଭ ପନ୍ତ-ରୋହିତ: ଛଡ଼ାଇନେଲେ ଅମ୍ପାୟାର…

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ବାଜି ମାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ବିଜୟ ସହ ପଏଣ୍ଟ ଟେବୁଲରେ ଆଉ ଏକ ପାଦ ଉପରକୁ ଉଠିଛି ରିଷଭ ବ୍ରିଗେଡ । ତେବେ ଏହି ମ୍ୟାଚରେ ଆଉ ଏକ ମଜାଦାର ଭିଡିଓ ଏବେ…

(Video) ଶ୍ରୀମୟୀଙ୍କ ପାଇଁ ଆସନ ଖାଲି ରଖିଛି ବିଜେପି! ମୋଦୀଙ୍କ ନେତୃତ୍ୱରେ ପ୍ରାର୍ଥୀ ହେବେ କି ବିଜେଡି ନେତ୍ରୀ?

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ନିର୍ବାଚନ । ପୁରରୁ ପଲ୍ଲୀ ସବୁଠି କମ୍ପୁଛି ନିର୍ବାଚନ ପ୍ରଚାର । କିନ୍ତୁ ଏବେ ବି ସ୍ପଷ୍ଟ ହୋଇନି ସବୁ ଆସନର ପ୍ରାର୍ଥୀଙ୍କ ତାଲିକା । ସେପଟେ ରାଜ୍ୟ ରାଜନୀତିକୁ ନେଇ ସବୁଆଡ଼େ ଚର୍ଚ୍ଚା…

କେବେ ହେବ ‘ହାଲ୍ଲା ବୋଲ୍’? ୮ ମ୍ୟାଚ ବିଜୟ ପରେ ବି ରାଜସ୍ଥାନକୁ ମିଳିଲାନି ପ୍ଲେ-ଅଫ୍ ଟିକେଟ… କାହିଁକି?

ନୂଆଦିଲ୍ଲୀ: ଆଇପିଏଲରେ ରାଜସ୍ଥାନ ରୋୟଲ୍ସ ଦମଦାର ପ୍ରଦର୍ଶନ ଜାରି ରଖିଛି । ନିଜର ନବମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୭ ୱିକେଟରେ ମାତ୍ ଦେଇଛି ସଞ୍ଜୁ ସେନା । ଏହି ବିଜୟ ସହ ଦଳ ଚଳିତ ସିଜନର ଅଷ୍ଟମ ବିଜୟରୁ ୧୬…

ଅଭିନେତା ସାହିଲ ଖାନଙ୍କୁ ଗିରଫ କଲା ପୋଲିସ: ବେଟିଂ ଆପ୍ ମାମଲାରେ ଆରେଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ସାହିଲ କାନଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ମହାଦେବ ବେଟିଂ ଆପ୍ ସ୍କାମ ମାମଲାରେ ଫସିଥିବା ବେଳେ ବର୍ତ୍ତମାନ ଗିରଫ ହୋଇଛନ୍ତି ସାହିଲ । ଛତିଶଗଡ଼ରୁ ମୁମ୍ବାଇ ସାଇବର ସେଲ ଏସଆଇଟି ଦ୍ୱାରା…

ଆଜି ଓଡ଼ିଶା ରାଜନୀତିର Super Sunday: ବିଜେପି-କଂଗ୍ରେସ ପାଇଁ ରାଜ୍ୟ ଦେଖିବ ହେଭିୱେଟ୍ ଲଢେଇ

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନ ଏବେ ନୂଆ ମୋଡ଼ ନେଉଛି । ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରଚାର । ଦଳୀୟ କର୍ମୀଙ୍କ ସହ ସମର୍ଥକଙ୍କୁ ଧରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ନିର୍ବାଚନ ପ୍ରଚାର ରେ…

(Video) ପ୍ରବଳ ତାତିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ: ଏହି ଦିନରୁ ରାଜ୍ୟରେ ଆସୁଛି ବଡ଼ ବର୍ଷା!

ଓଡ଼ିଶା ଭାସ୍କର: ବର୍ତ୍ତମାନ ସାରା ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ କଲବଲ ହେଉଛି ସମଗ୍ର ଓଡ଼ିଶା । ଚଳିତବର୍ଷ ଏପ୍ରିଲ ମାସର ତାତି ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରି…

Champions Trophy-2025ରେ ଭାଗ ନେବନି ଟିମ ଇଣ୍ଡିଆ? ଟୁର୍ଣ୍ଣାମେଣ୍ଟ ପାଇଁ କିଏ ଭାଙ୍ଗିବ ନିଜ ଜିଦି?

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ଆଇପିଏଲ ଫିଭର୍ ଦେଖିବାକୁ ମିଳିଛି । ଏହାପରେ ଆଇସିସିର ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ବିଶ୍ବର ୨୦ଟି ଦଳ । ଆଇପିଏଲ ଖେଳିବା ସହ ବିଶ୍ୱକପ ପାଇଁ ମଧ୍ୟ ପ୍ରସ୍ତୁତି ଜାରି…

ସତରେ ଚମତ୍କାର! ୮ ଥର ମରିବା ପରେ ଜୀବିତ ହେଉଛନ୍ତି ଏହି ବ୍ୟକ୍ତି: ମିଳୁଛି ନୂଆ ଜୀବନ

ଓଡ଼ିଶା ଭାସ୍କର: ଦୁନିଆରେ ଏମିତି ଅନେକ ଅଜବ ଏବଂ ଚମତ୍କାର ଘଟଣା ଦେଖିବାକୁ ମିଳିଥାଏ । ଏମିତି ବି ଅନେକ କିଛି ଘଟଣା ରହିଛି, ଯାହାକୁ ବିଶ୍ୱାସ କରିବା ମଧ୍ୟ ସମ୍ଭବ ହୁଏ ନାହିଁ । କେବେ କେହି ଏକଥା ବିଶ୍ୱାସ କରିବେ କି,…

ପ୍ରଚଣ୍ଡ ଖରାରେ ଜଳିଯିବ ଟ୍ୱିନ ସିଟି: କଟକ-ଭୁବନେଶ୍ୱର ପାଇଁ ରେଡ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ପ୍ରବଳ ଖରାରେ ସିଝିବ ଓଡ଼ିଶାର ଟ୍ୱିନ ସିଟି । ଆଜି ପାଇଁ କଟକ-ଭୁବନେଶ୍ୱରକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଟ୍ୱିନ ସିଟିରେ ସମ୍ଭାବ୍ୟ ତାତି ଏବଂ ଗୁଳୁଗୁଳିକୁ ନେଇ ପାଣିପାଗ ବିଭାଗ…