Airtel ଆଣିଲା ଶସ୍ତା ରିଚାର୍ଜ ପ୍ଲାନ: JIO ଅପେକ୍ଷା କମ୍ ମୂଲ୍ୟରେ ୩୬୫ ଦିନର ଭ୍ୟାଲିଡିଟି

ନୂଆଦିଲ୍ଲୀ: କିଛି ଦିନ ତଳେ ବିଭିନ୍ନ ଟେଲିକମ୍ କମ୍ପାନୀ ରିଚାର୍ଜ ପ୍ଲାନ ବୃଦ୍ଧି କରିଛନ୍ତି । ଏହାପରେ ୟୁଜର ବର୍ଦ୍ଧିତ ପ୍ଲାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଓ, ଏୟାରଟେଲ ଏବଂ ଭିଆଇ ରିଚାର୍ଜ ପ୍ଲାନ…

(Video) ଓଡ଼ିଶା ଆସୁଛି ଆଳୁ, ନବୀନଙ୍କ ଚିଠି ପରେ ମାନିଗଲେ ମମତା: ଏବେ ଓଡ଼ିଶାରେ ବି କମିବ ମୂଲ୍ୟ

ଓଡ଼ିଶା ଭାସ୍କର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ହାତରୁ ପଦ ଚାଲିଯାଇଛି ସତ, କିନ୍ତୁ ଏବେ ବି ସାଢେ ୪କୋଟି ଓଡ଼ିଆଙ୍କ ପାଇଁ କାନ୍ଦୁଛି ନବୀନଙ୍କ ମନ । ୨୪ ବର୍ଷ ଯେଉଁମାନଙ୍କ ସୁଖ-ଦୁଃଖରେ ସେ ଠିଆ…

ଟିମ ଇଣ୍ଡିଆର Playing-11ରେ ଖତରନାକ ଖେଳାଳି: ଶ୍ରୀଲଙ୍କା ବୋଲରଙ୍କ ପାଇଁ ସାଜିବେ ଟେନସନ୍

ନୂଆଦିଲ୍ଲୀ: ଜୁଲାଇ ୨୭ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । ମ୍ୟାଚରେ ବିଜୟ ସହିତ ଭାରତ ନୂଆ ଅଧିନାୟକ ଏବଂ ନୂଆ କୋଚଙ୍କୁ ଦଳରେ ସ୍ୱାଗତ କରିବାକୁ ଚାହିଁବ । ତେଣୁ ରୋହିତଙ୍କ ଅବସର ପରେ…

ଔଷଧ ପରି କାମ ଦିଏ କାଙ୍କଡ଼: ‘Flu’କୁ ଦୂର କରିବା ସହ ଦିଏ ଏହିସବୁ ଫାଇଦା

ଓଡ଼ିଶା ଭାସ୍କର: ସବୁ ପନିପରିବାରେ ପ୍ରଚୁର ମାତ୍ରାରେ ଭିଟାମିନ ଓ ପୋଷାକ ତତ୍ତ୍ୱ ଭରି ରହିଥାଏ । ଅଧିକାଂଶ ପରିବା ଆମ ଶରୀରରେ ଔଷଧ ଭଳି କାର୍ଯ୍ୟ କରିଥାଏ । ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତ କରିବା ପାଇଁ କିଛି ପରିବା…

ବିଶ୍ୱ ରେକର୍ଡ ପଛରେ ରୋହିତ… ଶ୍ରୀଲଙ୍କା ବିପକ୍ଷ ସିରିଜରେ ଇତିହାସ ରଚିବେ ହିଟମ୍ୟାନ୍ ଶର୍ମା

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ । ଏହାପରେ ଅଗଷ୍ଟ ୨ ତାରିଖରୁ ଉଭୟ ଦଳ ମଧ୍ୟରେ ଦିନିକିଆ ସିରିଜ ଖେଳାଯିବ । ତେବେ ଟି-୨୦ ଫର୍ମାଟରୁ ବିଦାୟ ନେବା ପରେ…

ଏଠି ପ୍ରତିମା ନୁହେଁ, ପୂଜା ପାଆନ୍ତି ଜୀବନ୍ତ ସର୍ପ… ଜାଣନ୍ତୁ ମନ୍ଦିରର ଚମତ୍କାର କାହାଣୀ

ଓଡ଼ିଶା ଭାସ୍କର: ଶ୍ରାବଣ ମାସ ପାଇଁ ଏବେ ସବୁଠି ସବୁଛି ବୋଲବମ ଧ୍ୱନୀ । ସବୁ ଶିବ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ । ପାଣିଭାର ଧରି ବାବା ଭୋଳାନାଥଙ୍କ ଜଳାଭିଷେକ କରିବା ପାଇଁ ବାହାରିଛନ୍ତି କାଉଡ଼ିଆ । ସବୁ ମନ୍ଦିରରେ…

(Video) ସମସ୍ତଙ୍କୁ ମିଳିବ ମାଗଣା ବିଜୁଳି, ଛାଡ଼ ହେବ Electric Bill: ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ୨୦୨୪-୨୫ ସାଧାରଣ ବଜେଟରେ ସରକାର ମଧ୍ୟବିତ୍ତ ପରିବାର ଏବଂ କମ୍ ଆୟ କରୁଥିବା ଲୋକମାନଙ୍କ ଉପରେ ବେଶୀ ଫୋକସ୍ କରିଛନ୍ତି । ଏହାଭିତରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ଭଳି ଏକ ସ୍କିମର ଘୋଷଣା କରିଛନ୍ତି…

(Video) ତୁଣ୍ଡରେ ଶିବ ନାମ, କାମରେ ହିଂସା… କାଉଡ଼ିଆଙ୍କ ‘ତାଣ୍ଡବ ଲୀଳା’, ଭାଙ୍ଗିଦେଲେ ଇ-ରିକ୍ସା

ନୂଆଦିଲ୍ଲୀ: ପବିତ୍ର ଶ୍ରାବଣ ମାସରେ ସବୁଠି ସବୁଛି ଭୋଳାବାବାଙ୍କୁ କାଉଡ଼ିଆଙ୍କ ଡାକ । ପାଣିଭାର କାନ୍ଧରେ ଧରି, ତୁଣ୍ଡରେ ଶିବ ନାମ ଧରି ଜଳାଭିଷେକ କରିବାକୁ ଧାଇଁ ଆସୁଛନ୍ତି କାଉଡ଼ିଆ । କିନ୍ତୁ ତୁଣ୍ଡରେ ଶିବ ନାମ…

Middle Class- କମ୍ ରୋଜଗାର ପରିବାରକୁ ବଡ଼ ଉପହାର: ରେଳମନ୍ତ୍ରୀ ଦେଲେ ବଡ଼ ଖୁସି ଖବର

ନୂଆଦିଲ୍ଲୀ: ମଧ୍ୟବିତ୍ତ- କମ୍ ରୋଜଗାର ଲୋକଙ୍କ ପାଇଁ ଏକ ବଡ଼ ଉପହାର ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ୩.୦ର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ମଧ୍ୟବିତ୍ତ…

୧୦ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କଲେ ସରକାର: ଆଜି ହେବ ମିସାଇଲ ପରୀକ୍ଷଣ

ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲା ପ୍ରଶାସନ ୧୦ଟି ଗ୍ରାମର ପ୍ରାୟ ୧୦ ହଜାର ଲୋକଙ୍କୁ ସେମାନଙ୍କ ଘରୁ ସ୍ଥାନାନ୍ତରିତ କରାଯାଇଛି । ଏ ନେଇ ଜଣେ ଅଧିକାରୀଙ୍କ ତରଫରୁ ସୂଚନା ଦିଆଯାଇଛି । ଚାନ୍ଦିପୁର ଆଇଟିଆରର ୩ ନମ୍ବର…