fbpx

ମାଓ କ୍ୟାମ୍ପରେ ବଡ଼ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୨୯ ମାଓବାଦୀ ଢେର୍, ୨ ଯବାନ ଆହତ

ନୂଆଦିଲ୍ଲୀ: ଛତିଶଗଡ଼ କାଙ୍କେର ଅଞ୍ଚଳରେ ମାଓବାଦୀଙ୍କ କାଳ ପାଲଟିଛନ୍ତି ଭାରତୀୟ ସୁରକ୍ଷାକର୍ମୀ । ଭାରତୀୟ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ଦେଖିବାକୁ ମିଳିଛି । ଫଳରେ ଯବାନଙ୍କ ଗୁଳିରେ ୨୯ ଜଣ…

Big Breaking; ୨୦ ତାରିଖ ଭିତରେ ୪୫ ଡିଗ୍ରୀକୁ ପହଞ୍ଚିବ ! ୨ ଦିନ ଭିତରେ ବୃଦ୍ଧି ପାଇବ ଦିନ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମଲହରୀକୁ ନେଇ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ପ୍ରତିଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ ହେଉଥିବା ବେଳେ ଅସହ୍ୟ ଗରମ ଲୋକଙ୍କୁ କଲବଲ କରୁଛି । ତେବେ ଆଗାମୀ ଦିନରେ ଏହି ତାପମାତ୍ରା…

IPL-2024ରେ ଚେନ୍ନାଇକୁ ବଡ଼ ଆଶ୍ୱସ୍ତି: ମେ’ ୧ ପର୍ଯ୍ୟନ୍ତ ଏହି ଖେଳାଳିଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦୁଇଟି ମ୍ୟାଚରେ ପରାଜୟ ପରେ ପୁଣିଥରେ ବିଜୟ ଟ୍ରାକକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ । କୋଲକାତା ଏବଂ ମୁମ୍ବାଇକୁ ମାତ୍ ଦେଇ ପଏଣ୍ଟ ଟେବୁଲରେ ଗୋଟିଏ ପାଦ ଉପରକୁ ଆସିଛି ସିଏସକେ । ତେବେ ଏହାମଧ୍ୟରେ…

ରିଷଭ କି ରାହୁଲ ନୁହେଁ, ଦିନେଶ କାର୍ତ୍ତିକ ଖେଳିବେ ଟି-୨୦ ବିଶ୍ୱକପ! BCCI ଦେବ କି ସୁଯୋଗ?

ନୂଆଦିଲ୍ଲୀ: IPL-2024ରୁ ଟି-୨୦ ବିଶ୍ୱକପ ପାଇଁ ଚୟନ ହେବ ଟିମ ଇଣ୍ଡିଆ । ତେବେ ଭାରତୀୟ ଦଳରେ ଅଧିକାଂଶ ସ୍ଥାନରେ ଅନେକ ଖେଳାଳି ଜାଗା ପକ୍କା କରି ସାରିଥିବା ବେଳେ ଆଉ କିଛିଟା ସ୍ଥାନ ପାଇଁ ଖେଳାଳିଙ୍କ ଚୟନ କରାଯିବ ।…

(Video) ଆପଣମାନେ ଖୁସି ତ… ଭିଡିଓ କଲରେ ଅଞ୍ଚଳର ବିକାଶ କଥା ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସିଦାସଳଖ ଜନତାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ୍ କରି ବିଭିନ୍ନ ଅଞ୍ଚଳର ବିକାଶ ତଥା ଉନ୍ନତୀକରଣ ବିଷୟରେ ସେ ଆଲୋଚନା କରିଛନ୍ତି । ଲୋକଙ୍କ ସହ କଥା ହୋଇ ମନ୍ଦିର,…

ସତ ହେବ ଭବିଷ୍ୟବାଣୀ? ୫୦୦ ବର୍ଷ ପୂର୍ବରୁ ଇରାନ୍-ଇସ୍ରାଏଲ ଯୁଦ୍ଧ କଥା କହିଥିଲେ ନାସ୍ତ୍ରେଦମସ, ଧ୍ୱଂସ ହେବ ପୃଥିବୀ…

ଓଡ଼ିଶା ଭାସ୍କର: ହମାସ ବିପକ୍ଷରେ ୬ ମାସରୁ ଯୁଦ୍ଧ ଜାରି ରଖିଛି ଇସ୍ରାଏଲ । ଏବେ ଇରାନ ବିପକ୍ଷରେ ମଧ୍ୟ ଯୁଦ୍ଧ ପାଇଁ ରଣହୁଙ୍କାର ଦେଇଛି । ଇରାନ ଆକ୍ରମଣ ପରେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି ଇସ୍ରାଏଲ । ଶନିବାର…

Big Breaking; ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା BJP: ବାଦ୍ ପଡ଼ିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ବିଜେପି ନିଜ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜ୍ୟର ବିଭିନ୍ନ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଆସନ୍ତା ନିର୍ବାଚନରେ ରାଉରକେଲା ଆସନରୁ ଦିଲ୍ଲୀପ…

IPL ପାଇଁ BCCIର ଆକ୍ସନ: କମେଣ୍ଟେଟର-ଖେଳାଳିଙ୍କ ଉପରେ ଲାଗିବ ୯ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଏହି ଟୁର୍ଣ୍ଣାମେଣ୍ଟ ସମୟରେ ଆଇପିଏଲ ଟିମ୍, ଖେଳାଳିଙ୍କ ସହ କମେଣ୍ଟେଟର ମଧ୍ୟ ଖୁବ ଆକ୍ଟିଭ ରହିଛନ୍ତି । ସୋସିଆଲ ମିଡିଆରେ ଲଗାତାର ମ୍ୟାଚ ବେଳର…

ଯାଜପୁର ବସ୍ ଦୁର୍ଘଟଣା: ଡ୍ରାଇଭରର ଅବହେଳାରୁ ଚାଲିଗଲା ଯାତ୍ରୀଙ୍କ ଜୀବନ: ମିଳିଲା ୨ ମୃତକଙ୍କ ପରିଚୟ, ଡ୍ରାଇଭର ନାଁରେ ଏତଲା

ଯାଜପୁର: ଯାଜପୁର କୁଆଖିଆ ନିକଟରେ ଘଟିଯାଇଥିବା ବସ୍ ଦୁର୍ଘଟରାରେ ୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ତେବେ ଏହି ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ମୃତକଙ୍କୁ ଚିହ୍ନଟ କରାଯିବା ସହ ତାଙ୍କ ପରିଚୟ ପାଇଛି ପୋଲିସ । ଏହି…

IPL ଅଧାରୁ RCB ଛାଡ଼ିଲେ ମ୍ୟାକ୍ସୱେଲ: ଘଡ଼ିସନ୍ଧି ମୁହୂର୍ତ୍ତରେ ଦଳରୁ ବାହାରିଗଲେ ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଘଡ଼ିସନ୍ଧି ମୁହୂର୍ତ୍ତରେ ପଡ଼ିଛି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ୭ଟି ମ୍ୟାଚରୁ ୬ଟି ମ୍ୟାଚପରେ ପରାସ୍ତ ହୋଇ ଏବେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରିସ୍ଥିତିରେ ପହଞ୍ଚିଛି । ଆଉ ଗୋଟିଏ…