Vastu Tips: ବାସ୍ତୁ ଦୋଷ ଦୂର କରେ ମୟୂର ପଙ୍ଖ: ଦୁଃଖ-ବ୍ୟାଧି ହଟାଇ ଭରିଦିଏ ଶାନ୍ତି

ଓଡ଼ିଶା ଭାସ୍କର: ମଣିଷ ସବୁବେଳେ ସୁଖ ଶାନ୍ତିରେ ରହିବାକୁ ଇଚ୍ଛା କରିଥାଏ । ଯଦି ଘରେ ଅଭାବ ଅନଟନ ଓ କଳିଝଗଡ଼ା ଲାଗି ରୁହେ ତାହାହେଲେ ମଣିଷ ସବୁବେଳେ ଟେନସନରେ ରହିଥାଏ । ଘରର ବାସ୍ତୁଦୋଷ ଥିଲେ ଏପରି ସମସ୍ୟା ଭୋଗିବାକୁ…

ପରଲୋକରେ ଉଷା ଉତ୍ଥୁପଙ୍କ ପତି ଜାନୀ: ହୃଦଘାତ ଯୋଗୁଁ ହସ୍ପିଟାଲରେ ମୃତ୍ୟୁ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକା ପଦ୍ମଭୂଷଣ ସମ୍ମାନପ୍ରାପ୍ତ କଣ୍ଠଶିଳ୍ପୀ ଉଷା ଉତ୍ଥୁପଙ୍କ ଘରେ ଶୋକର ଛାୟା ଖେଳିଯାଇଛି । ଉଷାଙ୍କ ପତି ଜାନୀ ଚାକୋ ଉତ୍ଥୁପ ଆଜି ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି ।…

ସେନା ଉପରେ ଆତଙ୍କୀ ଆକ୍ରମଣ: କଠୁଆରେ କମାଣ୍ଡୋର ସର୍ଚ୍ଚ ଅପରେସନ୍ ଜୋରଦାର

ନୂଆଦିଲ୍ଲୀ: ଭାରତୀୟ ସେନା ଉପରେ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ୍ ସହିଦ ହୋଇଛନ୍ତି । ଏହାବ୍ୟତୀତ କିଛି ଯବାନ୍ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏହାପରେ ଜମ୍ମୁ-କାଶ୍ମୀରର କଠୁଆରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି…

ପୃଥିବୀ ଉପରେ ବଡ଼ ବିପଦ! ବାୟୁମଣ୍ଡଳରେ ଉଠିବ ଝଡ଼… ଚିନ୍ତାରେ ନାସାର ବୈଜ୍ଞାନିକ

ଓଡ଼ିଶା ଭାସ୍କର: ପୃଥିବୀର ଅସ୍ଥିତ୍ୱ ଉପରେ ଏକ ବଡ଼ ବିପଦ ଥିବା ନେଇ ଆଶଙ୍କା ଦେଖାଦେଇଛି । ତେଣୁ ଏହି ମାମଲାକୁ ନେଇ ସାରା ବିଶ୍ୱର ହଜାର ହଜାର ବୈଜ୍ଞାନିକ ରିସର୍ଚ୍ଚରେ ଲାଗି ପଡ଼ିଛନ୍ତି । ରିସର୍ଚ୍ଚରୁ ବିଭିନ୍ନ…

ଶାରୀରିକ ସମ୍ବନ୍ଧରୁ ବୃଦ୍ଧି ପାଏ ଆୟୁଷ: ରକ୍ତଚାପ, ହାର୍ଟ ଆଟାକ କମିବା ସହ ମିଳିଥାଏ ଏହିସବୁ ଫାଇଦା… କହୁଛି ରିସର୍ଚ୍ଚ

ଓଡ଼ିଶା ଭାସ୍କର: ମଣିଷ ଜନ୍ମ ନେଇଛି, ଦିନେ ନା ଦିନେ ନିଶ୍ଚିତ ମୃତ୍ୟୁବରଣ କରିବ । ମଣିଷ ଜନ୍ମ ପରେ କିଛି ବର୍ଷ ଅତିକ୍ରାନ୍ତ ହୋଇ ବୃଦ୍ଧାବସ୍ଥାରେ ପହଞ୍ଚିଥାଏ । ମଣିଷର ବୟସ ଉପରେ ଉପରେ କାହାର ନିୟନ୍ତ୍ରଣ ନଥାଏ ।…

ଟି-୨୦ କ୍ରିକେଟରୁ ଅବସର ପରେ ବଦଳିଲା ରୋହିତଙ୍କ DP: ୩ ଘଣ୍ଟାରେ ମିଲିୟନ୍ ଲାଇକ୍ସ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଜିତିବା ପରେ କ୍ରିକେଟରୁ ଅବସର ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ରୋହିତଙ୍କ ସହ ବିରାଟ ମଧ୍ୟ ଏହି ଫର୍ମାଟରୁ ଅବସର ନେଇଛନ୍ତି । ତେବେ ଚମ୍ପିଆନ୍ ହେବା ପରେ ଭାରତୀୟ ଦଳ ଦେଶକୁ ଫେରି…

ମହାକୁମ୍ଭରେ ବାବାଙ୍କ ଏଣ୍ଟ୍ରି ଉପରେ ଲାଗିବ ବ୍ୟାନ୍? ତାଲିକା କରୁଛି ଆଖଡ଼ା ପରିଷଦ

ନୂଆଦିଲ୍ଲୀ: ପ୍ରୟାଗରାଜରେ ମହାକୁମ୍ଭ-୨୦୨୫ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଶାସନ ସହିତ ଅଖିଳ ଭାରତୀୟ ଆଖଡ଼ା ପରିଷଦ ମଧ୍ୟ ଏହି ପ୍ରସ୍ତୁତିରେ ସାମିଲ ହୋଇଛି । ଏହାମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେଇଛି ଆଖଡ଼ା…

ଭାରତୀୟ ସେନା ଉପରେ ଆତଙ୍କବାଦୀ ଆକ୍ରମଣ: ୪ ଯବାନ୍ ସହିଦ, ୬ ଯବାନ ଗୁରୁତର

ନୂଆଦିଲ୍ଲୀ: ଭାରତୀୟ ସେନା ଉପରେ ପୁଣିଥରେ ଆକ୍ରମଣ କରିଛି ଆତଙ୍କବାଦୀ ସଂଗଠନ । ଏହି ଆକ୍ରମଣରେ ୪ ଜଣ ବୀର ଯବାନ୍ ସହିଦ ହୋଇଛନ୍ତି । ଏହାବ୍ୟତୀତ ୬ ଜଣ ଯବାନ୍ ଗୁରୁତର ହୋଇଥିବା ଜାଣିବାକୁ ମିଳିଛି । ଆତଙ୍କବାଦୀ…

Cancer ରୋଗ ଭଲ କରିବ ‘ଜେନିକ୍’: ନୂଆ ମେଡିସିନ୍ ଉଦ୍ଭାବନ କରୁଛି ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ଏବେ ଖୁବ ସହଜରେ ହେବ କ୍ୟାନସର ଭଳି ବଡ଼ ରୋଗର ଚିକିତ୍ସା । କ୍ୟାନ୍ସର ରୋଗ ବିରୋଧରେ ଲଢିବା ପାଇଁ ନୂଆ ମେଡିସିନ୍ ପ୍ରସ୍ତୁତ କରୁଛି ଭାରତୀୟ କମ୍ପାନୀ । ସୁଲଭ ମୂଲ୍ୟରେ ଔଷଧ ବ୍ୟବହାର କରିର ବ୍ଲଡ କ୍ୟାନସର…

BCCI ସଚିବ ପଦରୁ ଇସ୍ତଫା ଦେବେ ଜୟ ଶାହ! କ’ଣ ରହିଛି ଏହାର ବଡ଼ କାରଣ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଜୟ ଶାହ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଜାଣିବାକୁ ମିଳିଛି । ଆଗାମୀ ଦିନରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲର…