ଶସ୍ତା ହେଲା LPG Gas ସିଲିଣ୍ଡର: ଜାଣନ୍ତୁ କେତେ ଟଙ୍କାରେ ମିଳିବ ଗ୍ୟାସ୍

ନୂଆଦିଲ୍ଲୀ: ପୁଣିଥରେ ହ୍ରାସ ପାଇଛି ଏଲପିଜି ଗ୍ୟାସ ସିଲିଣ୍ଡର । ସିଲିଣ୍ଡର ପିଛା ୩୦-୩୧ ଟଙ୍କା କମ୍ ମୂଲ୍ୟରେ ମିଳିପାରିବ ଗ୍ୟାସ୍ । ଏହି ଖବର ବର୍ତ୍ତମାନ ଉପଭୋକ୍ତାଙ୍କୁ ବେଶ୍ ଆଶ୍ୱସ୍ତି ପ୍ରଦାନ କରିଛି । ତେବେ ଏହି…

ଘଣ୍ଟ-କାହାଳୀରେ କମ୍ପୁଛି ଶ୍ରୀକ୍ଷେତ୍ର, ବାହାରିଲେ ବଡ଼ ଭାଇ ବଳଭଦ୍ର: ପଛରେ କାଳିଆ

ପୁରୀ: ଆଜି ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି ଚତୁର୍ଦ୍ଧାମୂରତୀ । ଭାଇ-ଭଉଣୀଙ୍କୁ ଧରି ମାଉସୀ ମା’ଙ୍କ ଘରକୁ ଅତିଥି ହୋଇ ଯାଉଛନ୍ତି ମହାପ୍ରଭୁ ଜଗନ୍ନାଥ । ବର୍ତ୍ତମାନ ଚତୁର୍ଦ୍ଧାମୁରତୀଙ୍କ ରଥ…

ଗଡ଼ୁନି ରଥ, ବୁଡ଼ିଗଲା ରାସ୍ତା, ଭାସୁଛି ଗାଡ଼ି ମୋଟର… ସାମାନ୍ୟ ବର୍ଷାରେ ଇସ୍କନ୍ ମନ୍ଦିର ରାସ୍ତା ଉବୁଟୁବୁ

ଭୁବନେଶ୍ୱର: ଆଜି ପବିତ୍ର ରଥଯାତ୍ରା । ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ମଧ୍ୟାହ୍ନରେ ସାମାନ୍ୟ ବର୍ଷା ହୋଇଛି । କିନ୍ତୁ ଏହି ସାମାନ୍ୟ ବର୍ଷା ଭୁବନେଶ୍ୱରର ଇସ୍କନ୍ ମନ୍ଦିରରେ ସ୍ଥିତି…

Breaking; ଜିମ୍ବାୱେ ବିପକ୍ଷରେ ଡେବ୍ୟୁ କଲେ ସାଇ ସୁଦର୍ଶନ: ଦ୍ୱିତୀୟ ମ୍ୟାଚ ଜିତିବା ଲକ୍ଷ୍ୟରେ ଶୁଭମନ

ନୂଆଦିଲ୍ଲୀ: ପ୍ରଥମ ମ୍ୟାଚରେ ପରାଜୟ ପରେ ଶୁଭମନ ଗିଲ କେଳିଛନ୍ତି ନୂଆ ଚାଲ୍ । ଦ୍ୱିତୀୟ ମ୍ୟାଚରେ ବଦଳି ଯାଇଛି ଟିମ ଇଣ୍ଡିଆ । ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଦଳରେ ଏଣ୍ଟ୍ରି କରିଛନ୍ତି ଆଇପିଏଲ ଷ୍ଟାର ସାଇ…

ବଢୁଛି ସରାୟୁ ନଦୀ… ରାମଲଲାଙ୍କ ପାଖରେ ପହଞ୍ଚିବ କି ପାଣି? ରାମ ମନ୍ଦିରରେ ବନ୍ୟା ଭୟ

ଅଯୋଧ୍ୟା: ବର୍ତ୍ତମାନ ଦେଶରେ ମୌସୂମୀ ପାଦ ଥାପିବା ପରେ ଲଗାଣ ବର୍ଷା ଜାରି ରହିଛି । ରାମନଗରୀ ଅଯୋଧ୍ୟାରେ ମଧ୍ୟ ଶନିବାର ପ୍ରବଳ ବର୍ଷା ହୋଇଛି । ରାତି ସାରା ମୁସଳଧର ବର୍ଷା ଯୋଗୁଁ ସରାୟୁ ନଦୀ ଜଳସ୍ତର ବୃଦ୍ଧି…

ପୁରୀରେ କେବେ ହୋଇଥିଲା ପ୍ରଥମ ରଥଯାତ୍ରା? କିଏ ଆରମ୍ଭ କରିଥିଲେ ଏହି ପରମ୍ପରା? ଜାଣନ୍ତୁ ଇତିହାସ…

ପୁରୀ: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁ ଅଣସର ଘରୁ ବାହାରି ଭଉଣୀ ଭାଇଙ୍କୁ ଧରି ଶୋଭାଯାତ୍ରା କରିବେ। ବାହାରେ ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କୁ ପାଖରେ ଦେଖିବେ ବୋଲି ଅନେଇ ବସିଛନ୍ତି। ସେଥିପାଇଁ ଏହି…

ଭାରତ ଛାଡ଼ିଲେ ବିରାଟ-ଅନୁଷ୍କା! ଲଣ୍ଡନରେ ରହିବେ କି ବିରୁଷ୍କା ଯୋଡ଼ି? ଚିନ୍ତାରେ ଫ୍ୟାନ୍ସ

ନୂଆଦିଲ୍ଲୀ: ଭାରତରେ ଟି-୨୦ ବିଶ୍ୱକପ ବିଜୟର ସେଲିବ୍ରେସନ ସରିବା ମାତ୍ରେ ଲଣ୍ଡନ ଯାଇଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି । ପତ୍ନୀ ଅନୁଷ୍କା ଏବଂ ବିରାଟଙ୍କ ଦୁଇ ସନ୍ତାନ ସେଠାରେ ରହୁଥିବା ଜାଣିବାକୁ ମିଳିଛି । ତେବେ…

(Video) ରତ୍ନ ଭଣ୍ଡାର ଖୋଲିଲେ କ’ଣ ହେବ? କାହିଁକି ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଚର୍ଚ୍ଚା?

ଓଡ଼ିଶା ଭାସ୍କର: ଓଡ଼ିଶାରେ ନୂଆ ସରକାର ଗଠନ ହେବା ପରଠାରୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବା ସହ ଏହାଭିତରେ ଥିବା ଜିନିଷର ତଦାରଖ କରାଯିବ ବୋଲି…

ମୃତ୍ୟୁ ପରେ କେଉଁମାନଙ୍କ ମୁହଁ ବଙ୍କା ହୋଇଯାଏ ଏବଂ କାହିଁକି? ଗରୁଡ ପୁରାଣରୁ ଜାଣନ୍ତୁ ଏହାର ରହସ୍ୟ

ଓଡ଼ିଶା ଭାସ୍କର: ଗରୁଡ ପୁରାଣରୁ ନେଇ ଶାସ୍ତ୍ରରେ କୁହାଯାଇଛି ଯେ, ଶରୀରର ମୃତ୍ୟୁ ହୁଏ କିନ୍ତୁ ଆତ୍ମା ଅମର ରୁହେ । ଏହାର ଅର୍ଥ ମୃତ୍ୟୁ ପରେ ଶରୀର ନଷ୍ଟ ହୋଇଯାଏ ଏବଂ ଆତ୍ମା ଜୀବିତ ରହିଥାଏ । କାରଣ ଆତ୍ମା ଅମର ଅଟେ ।…

ଫେଲ ମାରିଲା Young India: ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେର ବୃହତ ବିଜୟ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜରେ ଫେଲ ମାରିଛି ୟଙ୍ଗ ଟିମ୍ ଇଣ୍ଡିଆ । ଶୁଭମନ ଗିଲଙ୍କ ନେତୃତ୍ୱରେ ଆଇପିଏଲ ଷ୍ଟାର ୍େଲୟରଙ୍କ ଏହି ଯୁବ ଟିମକୁ ମାତ୍ ଦେଇଛି ଜିମ୍ବାୱେ । ସିରିଜର ପ୍ରଥମ ଟି-୨୦ ମ୍ୟାଚରେ…