fbpx

ସାବଧାନ! ଏହି ୭ ରାଶିଙ୍କ ପାଇଁ ସମସ୍ୟା କରିପାରେ ସୂର୍ଯ୍ୟପରାଗ… ଏମିତି ପଡ଼ିବ ପ୍ରଭାବ

ଓଡ଼ିଶା ଭାସ୍କର: ଏପ୍ରିଲ ୮ ତାରିଖରେ ବର୍ଷ ପ୍ରଥମ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଚୈତ୍ର କୃଷ୍ଣପକ୍ଷ ଅମାବାସ୍ୟା ଦିନ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦେଖାଯିବ । ତେବେ ଏହି ସୂର୍ଯ୍ୟପରାଗ କିଛିଟା ରାଶି ଉପରେ ଖରାପ…

କାହାର ହେବେ ଅନୁଭବ ମହାନ୍ତି? ଲୋକସଭା ନା ବିଧାନସଭାରୁ ନିର୍ବାଚନ ଲଢିବେ କେନ୍ଦ୍ରାପଡ଼ା ସାଂସଦ?

ଓଡ଼ିଶା ଭାସ୍କର: ବିଜୁ ଜନତା ଦଳ ସହିତ ଅନେକ ଦିନର ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ବିଜେଡିରୁ ଇସ୍ତଫା ଦେବା ପରେ ଦିଲ୍ଲୀ ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ଅନୁଭବ । କିନ୍ତୁ…

ରଣକ୍ଷେତ୍ରରେ ଧର୍ମେନ୍ଦ୍ର… ଆରମ୍ଭ ହେଲା ଯୁଦ୍ଧର ପ୍ରଥମ ଅଧ୍ୟାୟ: ଅନୁଗୁଳରୁ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଏଥର ସମ୍ବଲପୁର ଆସନ ପାଇଁ ଜମିବ ରାଜନୀତି । ଗୋଟିଏ ପଟେ ବିଜେପି ତ ଆଉ ଗୋଟିଏ ପଟେ ବିଜେଡିର ଟାଣୁଆ ନେତା ଏହି ଆସନ ପାଇଁ ମୁହାଁମୁହିଁ ହେଉଛନ୍ତି । ଭାରତୀୟ ଜନତା ପାର୍ଟିର ଖୁବ ଚିହ୍ନା ଚେହେରା ଧର୍ମେନ୍ଦ୍ର…

ସୁପର ଜିଆଣ୍ଟସକୁ ସୁପର ଝଟକା, ରାହୁଲଙ୍କ ହାତ ଛାଡ଼ିଲେ ଷ୍ଟାର ବୋଲର: ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ଶିବମ ମାଭି

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ରୋୟଲ ଚାଳେଞ୍ଜର୍ସ ବେଙ୍ଗଲୁରୁକୁ ୨୮ ରନରେ ମାତ୍ ଦେଇ ଦଳ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିଛି । କିନ୍ତୁ ଏହା ମଧ୍ୟରେ…

କାମ କରୁନି UPI Service: SBI ଆକାଉଣ୍ଟରୁ ଅନଲାଇନରେ ଟଙ୍କା ପଠାଇବା ହେଲା ମୁସ୍କିଲ

ଓଡ଼ିଶା ଭାସ୍କର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି ୟୁପିଆଇ ପେମେଣ୍ଟ । ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଡିଜିଟାଲ ସେବା ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି…

ବଡ଼ ଖବର; ‘ପଦ୍ମ ପୋଖରୀ’କୁ ପଶିବେ ଅନୁଭବ! BJPରେ ସାମିଲ ହୋଇପାରନ୍ତି କେନ୍ଦ୍ରାପଡ଼ା ସାଂସଦ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ରାଜନୈତିକ ପଦକ୍ଷେପକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । କେଉଁ ପଦକ୍ଷେପ…

ଆଜି ସ୍ପେଶାଲ ‘Double Century’ କରିବେ ରବି ଅଶ୍ୱୀନ: ଧୋନୀ-ବିରାଟ କ୍ଲବରେ ହେବେ ସାମିଲ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଦମଦାର ଆରମ୍ଭ କରିଛି ରାଜସ୍ଥାନ ରୋୟଲ୍ସ । ଗରୋଇ ମାଟିରେ ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛି ରାଜସ୍ଥାନ । ତେବେ ଆଜି ୱାଙ୍ଖେଡେ ଷ୍ଟାଡିମୟରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲଢିବ ସଞ୍ଜୁ…

‘ପ୍ରତ୍ୟେକ ଗାଁରେ ଖୋଲାଯିବ Beer Bar…’ ବଡ଼ ଘୋଷଣା କଲେ ମହିଳା ନେତା: ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ଏବେ ରାଜନୀତି ମାହୋଲ ଅସ୍ତବ୍ୟସ୍ତ ହୋଇଉଠିଛି । ଲୋକଙ୍କ ମନ ଜିତିବା ପାଇଁ ନେତା-ମନ୍ତ୍ରୀ ବିଭିନ୍ନ ପ୍ରକାର ଘୋଷଣା କରିବାରେ ଲାଗିଛନ୍ତି । କିନ୍ତୁ ସବୁ ପ୍ରତିଶ୍ରୁତି ସବୁ ଘୋଷଣା…

ସାବଧାନ ରୁହ, ବଢୁଛି ତାତି… ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି । ରାଜ୍ୟରେ ଅସହ୍ୟ ଗରମ ଏବଂ ତାତିରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି । ତେବେ ଖରା ଓ ତାତି ବଢୁଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ…

Team India ପାଇଁ କିଏ ଖେଳିବେ T20 Wc-2024? ଏପ୍ରିଲ ଶେଷରେ ଘୋଷଣା କରିବ ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ବ୍ୟସ୍ତ ରହିଛି ସାରା କ୍ରିକେଟ ଜଗତ । କିନ୍ତୁ ଆଇପିଏଲ ସରିବା ମାତ୍ରେ ଆରମ୍ଭ ହୋଇଯିବ ଟି-୨୦ ବିଶ୍ୱକପ-୨୦୨୪ । ଏଥିପାଇଁ ବିସିସିଆଇ ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ଏଥିପାଇଁ ଖୁବଶୀଘ୍ର…