ମଣିଷକୁ ଅସୁସ୍ଥ କରାଉଛି Social Media: ଶାରୀରିକ-ମାନସିକ ସ୍ତରରେ ସୁସ୍ଥ ହେବାକୁ ଛାଡ଼ନ୍ତୁ ଏହି ଅଭ୍ୟାସ
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକଙ୍କ ପାଇଁ ସୋସିଆଲ ମିଡିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି। ଦେଶ ତଥା ବିଶ୍ୱରେ ଯାହା ଘଟୁଛି ସେ ସମ୍ବନ୍ଧୀୟ ଅଧିକାଂଶ ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଉପଲବ୍ଧ । କିଛି ଲୋକ…