ବାଇଡେନଙ୍କ ବଡ଼ ପଦକ୍ଷେପ: ୧୫୦୦ କଏଦୀଙ୍କୁ ରାଜକ୍ଷମା ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କାର୍ଯ୍ୟକାଳ ସରିବା ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଦାୟିତ୍ୱରୁ ବିଦାୟ ନେବା ପୂର୍ବରୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଜେଲରେ ବନ୍ଦୀ ହୋଇ ରହିଥିବା ୧୫୦୦…

ଭାଙ୍ଗୁଛି ଗଡ଼, ଭାଙ୍ଗୁଛି ଦଳ… ପୋଲିସ ଆଗରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ

ଓଡ଼ିଶା ଭାସ୍କର: ମାଓବାଦୀ ସଂଗଠନ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଲଗାତାର ଗୋଳାବାରୁଦର ଲଢେଇ ଲାଗି ରହିଛି । ଅନେକ ମାଓ ସଂଗଠନକୁ ଆକ୍ରମଣ କରି ସୁରକ୍ଷାକର୍ମୀ ସଫଳତା ହାସଲ କରିଛନ୍ତି । ଆଜି ଆଉ ଏକ ବଡ଼ ସଫଳତା ପାଇଛି…

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୬ ଜଣ ଜୀବନ୍ତ ଦଗ୍ଧ, ଏକାଧିକ ଆହତ

ନୂଆଦିଲ୍ଲୀ: ସକାଳୁ ସକାଳୁ ଏକ ହସ୍ପିଟାଲରେ ଘଟିଯାଇଛି ଭୟଙ୍କର ଅଘଟଣ । ତାମିଲନାଡୁର ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଡିଣ୍ଡିଗୁଲ ସ୍ଥିତ ଘରୋଇ ଅର୍ଥୋପେଡିକ ହସ୍ପିଟାଲରେ ଅଗ୍ନିକାଣ୍ଡ ଭୟଙ୍କର…

Tight Dress ପିନ୍ଧୁଥିଲେ ସାବଧାନ୍! ଶରୀରରେ ଦେଖାଦେବ ଏହିସବୁ ସମସ୍ୟା, ଜାଣନ୍ତୁ କ’ଣ ହୁଏ କ୍ଷତି

ଓଡ଼ିଶା ଭାସ୍କର: ଆଜିକାଲି ଟାଇଟ୍ ଡ୍ରେସ ପିନ୍ଧିବା ଏକ ଟ୍ରେଣ୍ଡ ହୋଇଗଲାଣି । ପୁଅ ଓ ଝିଅ ସମସ୍ତେ ପ୍ରାୟ ଷ୍ଟାଇଲିସ୍ ଓ ଟାଇଟ୍ ଫିଟିଂ ପୋଷାକ ପିନ୍ଧିବାକୁ ବେଶି ପସନ୍ଦ କରୁଛନ୍ତି । ଟାଇଟ୍ କପଡ଼ା ପିନ୍ଧିବା ଦ୍ୱାରା…

Airtel ଆଣିଲା ଜବରଦସ୍ତ ରିଚାର୍ଜ ପ୍ଲାନ: 2GB Daily Data, ମାଗଣା Calling ସହ ଆହୁରି ଅନେକ କିଛି…

ନୂଆଦିଲ୍ଲୀ: ପ୍ରିପେଡ ଗ୍ରାହକଙ୍କ ପାଇଁ ଏକ ଦମଦାର ପ୍ଲାନ ଆଣିଛି ଏୟାରଟେଲ । କମ୍ ମୂଲ୍ୟରେ ଗ୍ରାହକଙ୍କୁ ଅନେକ ପ୍ରକାରର ସୁବିଧା ଦେବ ଏହି ରିଚାର୍ଜ ପ୍ଲାନ । Daily Data, ଅନଲିମିଟେଡ କଲିଙ୍ଗ ଏବଂ ଆହୁରି ଅନେକ…

ICC All Time Ranking: ଇତିହାସ ସୃଷ୍ଟି କଲେ ଷ୍ଟାର କ୍ରିକେଟର: ସଚିନଙ୍କ ରେକର୍ଡ ଭାଙ୍ଗିଲେ ହ୍ୟାରି ବ୍ରୁକ

ନୂଆଦିଲ୍ଲୀ: କ୍ରିକେଟ ମଇଦାନରେ ଲଗାତାର ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି ଇଂଲଣ୍ଡର ଷ୍ଟାର କ୍ରିକେଟର ହ୍ୟାରି ବ୍ରୁକ । କ୍ରିକେଟର ୩ଟି ଯାକ ଫର୍ମାଟରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି ଷ୍ଟାର କ୍ରିକେଟର ।…

PM ଆବାସ ଯୋଜନାକୁ ନେଇ ଖୁସି ଖବର: ୬ ଲକ୍ଷ ଘରକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ସହରରେ ଗରିବ ତଥା ମଧ୍ୟମ ବର୍ଗର ଲୋକମାନଙ୍କୁ ଖୁସିର ଖବର ଦେଇଛନ୍ତି କେନ୍ଦ୍ର ସରକାର । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଉପଲବ୍ଧ କରାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ଦେଇଛନ୍ତି ଗ୍ରୀନ ସିଗନାଲ । ପିଏମ…

Love-Sex-Romanceକୁ ନେଇ ନୂଆ କୋର୍ସ: ଏହିସବୁ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ‘ପ୍ରେମର ନୂଆ ଫର୍ମୁଲା’

ନୂଆଦିଲ୍ଲୀ: କଲେଜ ପାଠ୍ୟପୁସ୍ତକରେ ସାମିଲ ହୋଇଛି ପ୍ରେମର ଏକ ନୂଆ କୋର୍ସ । ଏଣିକି କଲେଜ ପିଲାଙ୍କୁ ପଢାଯିବ ‘ପ୍ରେମର ନୂଆ ଫର୍ମୁଲା’ । କେବଳ ପ୍ରେମ ନୁହେଁ, ପ୍ରେମ ସହିତ ବିବାହ, ରୋମାନ୍ସ ଏବଂ ସେକ୍ସ ଭଳି ଟପିକ୍…

PM Kisan Yojna: ଏ ବର୍ଷ ଆସିବନି ୧୯ତମ କିସ୍ତି? ଅପେକ୍ଷାରେ କୃଷକ, କେବେ ସରକାର ପଠାଇବେ ଯୋଜନାର ପରବର୍ତ୍ତୀ ଟଙ୍କା?

ନୂଆଦିଲ୍ଲୀ: କୃଷକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପିଏମ କିସାନ ଯୋଜନା ଜାରି ରଖିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ବଡ ଯୋଜନା ମଧ୍ୟରୁ PM Kisan Samman…

ବାଜିରେ WTC ଫାଇନାଲ ଟିକେଟ… 3rd ଟେଷ୍ଟ ପାଇଁ ନୂଆ ଚାଲ୍ ଖେଳିବେ ଗୁରୁ ଗମ୍ଭୀର? ବଦଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ପରାଜୟ ଟିମ ଇଣ୍ଡିଆ ପାଇଁ ଖୁବ ମହଙ୍ଗା ପଡ଼ିଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ ପାଇଁ ଟିକେଟ ପାଇବା ଆଶା ଧିରେ ଧିରେ କ୍ଷୀଣ ହେବାରେ ଲାଗିଛି ।…