ଆକ୍ଟିଭ ମୋଡରେ NIA: ଦେଶର ୮ଟି ରାଜ୍ୟରେ କରୁଛି ଖୋଳତାଡ଼, ଜବତ ହେଉଛି ଏହିସବୁ ଜିନିଷ
ନୂଆଦିଲ୍ଲୀ: ଅଚାନକ ଆକ୍ଟିଭ ମୋଡକୁ ଆସିଛି ଭାରତର ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି(NIA) । ୮ଟି ରାଜ୍ୟର ମୋଟ ୧୯ଟି ସ୍ଥାନରେ NIA ଚଢାଉ ଆରମ୍ଭ କରିଛି । ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ଲିଙ୍କ ଥିବା ସନ୍ଦେହ କରି ଏହି…