ଗ୍ରାହକଙ୍କୁ ଝଟକା ଦେବ Flipkart! ଅର୍ଡର Cancel କଲେ ଦେବାକୁ ପଡ଼ିବ ଚାର୍ଜ,
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକେ ଅନଲାଇନ ସପିଙ୍ଗ କରିବା ପାଇଁ ପସନ୍ଦ କରୁଛନ୍ତି । ଅନଲାଇନରେ ହଜାର ହଜାର ପ୍ରଡକ୍ଟ ଦେଖିବା ସାଙ୍ଗକୁ କମ୍ ଦାମରେ ଘରେ ବସି ପାଇ ପାରୁଛନ୍ତି ଗ୍ରାହକ । ତେବେ ଅନଲାଇନ ସପିଙ୍ଗ ଆପ୍…