fbpx
BSKY
BJD MC SKY
BJD YOUTH SKY

T-20 ବିଶ୍ୱକପରେ Team India ବିପକ୍ଷରେ ଖେଳିବେ ଭାରତୀୟ ଖେଳାଳି: ଆମେରିକା ଦଳରେ Indian Players

ନୂଆଦିଲ୍ଲୀ: ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍ । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ଦଳ ସାମିଲ ହେବେ । ତେବେ ଏହି ବିଶ୍ୱକପରେ ଟିମ ଇଣ୍ଡିଆ…

କୁନୋ ପାର୍କରୁ ଚିତାବାଘ ଫେରାର୍: ରାଜସ୍ଥାନରେ ବାଘକୁ ନେଇ ବଢୁଛି ଭୟ

ନୂଆଦିଲ୍ଲୀ: କୁନୋ ଜାତୀୟ ପାର୍କରୁ ଏକ ଆଫ୍ରିକୀୟ ଚିତାବାଘ ଚମ୍ପଟ ମାରି ରାଜସ୍ଥାନକୁ ଚାଲି ଆସିଛି । ଖସିଥିବା ଚିତାବାଘ ଆଫ୍ରିକାର ନାମିବିଆରୁ ଦୁଇବର୍ଷ ତଳେ ନିଆଯାଇଥିଲା । ଏହି ଚିତା ଖସି ରାଜସ୍ଥାନ କରୌଲି ଜିଲ୍ଲାର…

(Video) ମିଳୁନି ଘର କି ସରକାରୀ ସହାୟତା: ନିର୍ବାଚନ ଜିତି ବି ଛେଳି ଚରାଉଛନ୍ତି ମିନର୍ଭା

ପୁରୀ: ନିର୍ବାଚନ ଜଣେ ରାଜନେତାଙ୍କ ଭାଗ୍ୟ ବଦଳାଇ ଦେଇଥାଏ । ଅନେକ ସମୟରେ ଲୋକମାନଙ୍କ ମନରେ ଥିବା ଏହି ଧାରଣା ଭୁଲ ବୋଲି ପ୍ରମାଣିତ ହୋଇଯାଏ । ଯାହାର ଏକ ବଡ଼ ଉଦାହରଣ ପାଲଟିଛନ୍ତି ରାଜନୀତି ଲଢେଇରେ ବିଜୟୀ ହୋଇଥିବା…

Breaking; ଏଥର କମିବ ତାପମାତ୍ରା, ତାତିରୁ ମିଳିବ ମୁକ୍ତି: ରାଜ୍ୟରେ କାଳବୈଶାଖୀ ପାଇଁ ପୂର୍ବାନୁମାନ

ଭୁବନେଶ୍ୱର: ଚଳିତ ସପ୍ତାହରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସର୍ବାଧିକ ରେକର୍ଡ କରିଛି । ଓଡ଼ିଶାର ବିଭିନ୍ନ ସହରରେ ୪୦ ଡିଗ୍ରୀରୁ ଅଦିକ ତାପମାତ୍ରା ରହୁଥିବା ବେଳେ ଅସହ୍ୟ ଗରମରେ କଲବଲ ହେଉଛନ୍ତି ସାଧାରଣ ଲୋକେ । ତେବେ…

ପ୍ରବଳ ଖରାରେ କିପରି କଣ୍ଟ୍ରୋଲ କରିବେ ଡାଇବେଟିସ୍? ଏହିସବୁ ଅଭ୍ୟାସରୁ ଦୂରେଇ ରୁହନ୍ତୁ… ହୋଇପାରେ ମାରାତ୍ମକ

ଓଡିଶା ଭାସ୍କର: ଗ୍ରୀଷ୍ମ ଋତୁରେ ପ୍ରବଳ ଖରା ଏବଂ ତାତି ଯୋଗୁଁ ଆମ ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ବିଭିନ୍ନ ପ୍ରକାରର ଚର୍ମରୋଗ ଏବଂ ଅନ୍ୟାନ୍ୟ ରୋଗ ଆମ ପାଇଁ ଚିନ୍ତାର କାରଣ ପାଲଟିଯାଏ । ତେବେ ଏହି ଖରା ବା…

T-20 ବିଶ୍ୱକପ ପୂର୍ବରୁ ରୋହିତ ଆହତ! ଭାରତୀୟ ଦଳକୁ ଲାଗିପାରେ ଶକ୍ତ ଝଟକା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଲାଗି ରହିଛି । ଏହାପରେ ଆମେରିକା ଏବଂ ୱେ୍େଟ ଇଣ୍ଡିଜରେ ଟି-୨୦ ବିଶ୍ୱକପ ଆୟୋଜନ ହେବ । ତେବେଏହି ବିଶ୍ୱକପ ପୂର୍ବର ଟିମ ଇଣ୍ଡିଆ ପାଇଁ ଏକ ସମସ୍ୟା ଦେଖା…

ଓଡ଼ିଶାରେ ପ୍ରଚାର କରିବେ ଗାନ୍ଧୀ ପରିବାର… ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ପାଖେଇ ଆସୁଛି ଓଡ଼ିଶା ନିର୍ବାଚନ । ମତଦାନ ପୂର୍ବରୁ ଧିରେ ଧିରେ ରାଜନୀତି ମାହୋଲ ସରଗରମ ହେବା ଆରମ୍ଭ ହୋଇଯାଇଛି । ତେବେ ଏହି ରାଜନୀତିର ସୁଅରେ କଂଗ୍ରେସ ମତଦାନ ଆଡ଼କୁ ଆଉ ଏକ ପାଦ ଆଗକୁ ବଢାଇଛି । ବିଜେଡି…

(Video) ‘ଟି-୨୦ ବିଶ୍ୱକପ୍’ ଜିତିବ ଟିମ୍ ଇଣ୍ଡିଆ! ଟ୍ରଫି ଜିତାଇବେ ଏହି ପ୍ଲେୟାର… ବିରଳ ସମୀକରଣ

ଓଡ଼ିଶା ଭାସ୍କର: ଆସନ୍ତା ଜୁନ ୧ ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆଇସିସି ଟି୨୦ ବିଶ୍ୱକପ ୨୦୨୪ର ଆୟୋଜନ ହେବ । ଯାହାକୁ ନେଇ ବେଶ ଉତ୍ସାହିତ କ୍ରିକେଟପ୍ରେମୀ । ୨୦୨୪ ଆଇପିଏଲ ସରିବା ପରେ ନ୍ୟାସନାଲ ଡ୍ୟୁଟିରେ ଯିବ ଟିମ…

ମନ୍ଦିର ପ୍ରବେଶ ପୂର୍ବରୁ କାହିଁକି ବଜାନ୍ତି ଘଣ୍ଟି? ଏଥିରେ ବିଷ୍ଣୁଙ୍କ ସହ କଣ ରହିଛି ସମ୍ପର୍କ, ଏହା ସତରେ କ’ଣ ବଦଳାଇ ଦିଏ ଭାଗ୍ୟ?

ହିନ୍ଦୁ ଧର୍ମରେ ଲୋକମାନେ ପୂଜାପାଠ କରିବାକୁ ମନ୍ଦିରକୁ ଯାଆନ୍ତି, ମନ୍ଦିରର ମୁଖ୍ୟ ଦ୍ୱାରରେ ଘଣ୍ଟି ବନ୍ଧା ହୋଇଛି, ଯାହାକୁ ଲୋକମାନେ ମନ୍ଦିର ଭିତରକୁ ଯିବା ପୂର୍ବରୁ ବଜାନ୍ତି, ଯାହା ପରେ ସେମାନେ ପୂଜା କରନ୍ତି ଏବଂ…

ଖରା ଦିନେ ଏହିସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ: ନଚେତ୍ ହୋଇପାରେ ଭୟଙ୍କର ପରିସ୍ଥିତି

ଓଡ଼ିଶା ଭାସ୍କର: ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ଋତୁ । ଆଉ ଏବେଠୁ ଅସମ୍ଭାଳ କଲାଣି ଖରା ତାତି । ଦିନକୁ ଦିନ ଖରା ଯେତିକି ବଢୁଛି, ଲୋକଙ୍କ ଚିନ୍ତା ମଧ୍ୟ ସେତିକି ବଢୁଛି। ତେବେ ଖରା ଦାଉରୁ ରକ୍ଷା ପାଇବା ପାଇଁ ଗ୍ରୀଷ୍ମ…