Box Officeରେ ରାଜ୍ କରୁଛି ‘ପୁଷ୍ପାରାଜ୍’: Super Sundayରେ ରେକର୍ଡ ଭାଙ୍ଗିଲେ ଅଲ୍ଲୁ ଅର୍ଜୁନ
ମୁମ୍ବାଇ: ରିଲିଜ ହେବା ଦିନରୁ ବକ୍ସ ଅଫିସରେ ଦମଦାର ଇନକମ୍ କରିବାରେ ଲାଗିଛି ‘ପୁଷ୍ପା-୨’ । ସାଉଥ ଆଇକନ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ନୂଆ ଫିଲ୍ମ ପୁଷ୍ପା-୨ ସମସ୍ତଙ୍କୁ ପସନ୍ଦ ଆସିଛି । ସିନେମା ହଲରେ ଗୋଟିଏ ପରେ…