ସାବଧାନ୍ Social Media! ଅଶ୍ଳୀଳ କଣ୍ଟେଣ୍ଟ ରୋକିବାକୁ ଆସୁଛି ଆଇନ୍… ସଂସ୍କୃତି ମନେ ପକାଇ ଦେଲେ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ସୋସିଆଲ ମିଡିଆର ବ୍ୟବହାର ଦିନକୁ ଦିନ ଖୁବ ବଢିବାରେ ଲାଗିଛି । ସାଧାରଣ ଲୋକଙ୍କ ଜୀବନକୁ ଏହା ଯେତିକି ସହଜ ଏବଂ ସରଳ କରିଛି, ତା’ଠାରୁ ଅଧିକ ବ୍ୟାପୁଛି ଭୟଙ୍କର କଣ୍ଟେଣ୍ଟ । ପ୍ରତ୍ୟେକ ଦିନ ବିଭିନ୍ନ…