fbpx
BSKY
BJD SHG SKY
BJD YOUTH SKY

‘ପଦ୍ମ ପୋଖରୀ’ରେ ପାଦ ଦେଲେ ଜ୍ୟୋତି ପାଣିଗ୍ରାହୀ: ସ୍ୱାମୀ ସରୋଜ ପାଣିଗ୍ରାହୀଙ୍କ ସହ ବିଜେପିରେ ସାମିଲ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନେତା-ମନ୍ତ୍ରୀଙ୍କ ଦଳଡିଆଁ ପର୍ବ ଏବେ ବି ଜାରି ରହିଛି । ଆଜି ବିଜୁ ଜନତା ଦଳର ଆଉ ଜଣେ ସଦସ୍ୟ ଦଳ ଛାଡ଼ି ବିଜେପିକୁ ନିଜର କରିଛନ୍ତି । କିଛି ଦିନ ତଳେ ବିଜେଡିରୁ ବିଦାୟ ନେଇଥିବା…

(Video) ଆସ ଲୋ ଖାଇବା ସୁନା ଗୁପଚୁପ… ମାର୍କେଟରେ ମିଳିଲାଣି ସୁନା-ରୂପାରେ ତିଆରି ଗୁପଚୁପ: ଆପଣ ଦେଖିଲେଣି?

ଓଡ଼ିଶା ଭାସ୍କର: ଗୁପଚୁପ ଖାଇବାକୁ ପ୍ରାୟତଃ ସମସ୍ତେ ଭଲପାଆନ୍ତି । ଗୁପଚୁପ ସାଙ୍ଗକୁ ଖଟାପାଣିର ମଜା ବେଶ୍ ନିଆରା । ପିଲାଠୁ ବୁଢା ସମସ୍ତଙ୍କ ପ୍ରିୟ ଏହି ଗୁପଚୁପ । ଖରା, ବର୍ଷା ହେଉ କି ଶୀତ ସବୁ ଋତୁରେ ଗୁପଚୁପ…

ଗୋଟିଏ ପରିବାରରୁ ଭୋଟ ଦେବେ ୩୫୦ ଭୋଟର: ପ୍ରାର୍ଥୀଙ୍କ ନଜରରେ ୧୨୦୦ ସଦସ୍ୟ ଏହି ପରିବାର

ଓଡ଼ିଶା ଭାସ୍କର: ସାରା ଦେଶରେ ଏବେ ନିର୍ବାଚନକୁ ନେଇ ଜୋରଦାର ଆଲୋଚନା ହେଉଛି । ବିଭିନ୍ନ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସମର୍ଥକଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଜନତାଙ୍କ ମନ ଜିତିବା ସହ ଭୋଟ ହାତେଇବା…

(Video) ମହଙ୍ଗା ପଡ଼ିଲା ‘ଧୋନୀଙ୍କ ୨୦ ରନ୍‌’: କାମ ଦେଲାନି ରୋହିତଙ୍କ ବିସ୍ଫୋରକ ଶତକ

ମୁମ୍ବାଇ: ମୁମ୍ବାଇ-ଚେନ୍ନାଇ ମହାମୁକାବିଲାରେ ଦମଦାର ବିଜୟ ହାସଲ କରିଛି ସିଏସକେ । ଧୋନୀ ଏବଂ ରୋହିତଙ୍କ କଡ଼ା ଟକ୍କର ଭିତରେ ବାଜି ମାରି ନେଇଛନ୍ତି ମାହି । ରୋହିତଙ୍କ ବିସ୍ଫୋରକ ଶତକ ଧୋନୀଙ୍କର ମାତ୍ର ୨୦ ରନ୍ ଆଗରେ…

(Video) ଋତୁରାଜଙ୍କ ଶଟରେ ଖୋଲିଗଲା ରୋହିତଙ୍କ ପ୍ୟାଣ୍ଟ: ଭରା ଷ୍ଟାଡିୟମରେ ହୋଇଗଲେ ଲୋକହସା

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ହାଇ ଭୋଲଟେଜ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ସିଏସକେ । ରୋହିତ ଶର୍ମାଙ୍କ ଦମଦାର ଶତକ ପରେ ମଧ୍ୟ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଶତକ…

ରାଣୀପଦର ଘାଟିରେ ବଡ଼ ଦୁର୍ଘଟଣା: ବସ୍‌-ଟ୍ରକ ଧକ୍କାରେ ୩୦ ଗୁରୁତର, ମେଡିକାଲରେ ଭର୍ତ୍ତି

ବୌଦ୍ଧ: ବୌଦ୍ଧ ଜିଲ୍ଲା ରାଣୀପଥର ଘାଟିରେ ଘଟିଯାଇଛି ଏକ ବଡ଼ ଧରଣର ଦୁର୍ଘଟଣା । ଘଟି ଉପରେ ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି । ବୌଦ୍ଧରୁ ଫୁଲବାଣୀ ଯାଉଥିବା ବେଳେ…

ସକାଳୁ ତାତୁଛି ଓଡ଼ିଶା: ସାଢେ ୮ଟା ସୁଦ୍ଧା ୩୦ ଡିଗ୍ରୀ ପାର୍ ୮ ସହରର ତାପମାତ୍ରା

ଭୁବନେଶ୍ୱର: ରାତି ନ ପାହୁଣୁ ଓଡ଼ିଶାବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସକାଳ ସାଢେ ୮ଟା ସୁଦ୍ଧା ଅନେକ ସହରରେ ତାପମାତ୍ରା ୩୦ ଡିଗ୍ରୀ ପାର୍ କରି ସାରିଲାଣି । ରାଜ୍ୟର ୮ଟି ସହରରେ ସକାଳ ସାଢେ ୮ଟା ସୁଦ୍ଧା…

ଇସ୍ରାଏଲକୁ ସପୋର୍ଟ କରୁଛି ଆମେରିକା: ଇରାନର ୬ ମିସାଇଲ ୮୦ ଡ୍ରୋନକୁ ନଷ୍ଟ କରିଥିବା ଦାବି

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି ଇରାନ । ଇସ୍ରାଏଲର ବିଭିନ୍ନ ସହର ଉପରକୁ ଇରାନ୍ ଏକା ସାଙ୍ଗରେ ୩୦୦ ଡ୍ରୋନ୍ ଏବଂ ମିସାଇଲ ଆଟାକ କରିଛି । ତେବେ ଏହାର ୯୯% ମିସାଇଲ…

Sixer King ରୋହିତ ଶର୍ମା: ଟି-୨୦ ଫର୍ମାଟରେ ହାସଲ କଲେ ୫୦୦ ଛକା, ପ୍ରଥମ ଏସିଆନ୍ କ୍ରିକେଟର

ମୁମ୍ବାଇ: ୱାଙ୍ଖେଡ଼େ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଉଛି ହାଇ ଭୋଲଟେଜ ମ୍ୟାଚ । ଚେନ୍ନାଇ ବିପକ୍ଷ ଏହି ମ୍ୟାଚର ପ୍ରଥମ ଇନିଂସରେ ଋତୁରାଜ ଏବଂ ଶିବମ ଦୁବେଙ୍କ ସହ…

(Video) ଭିଣ୍ଟେଜ ମାହିଙ୍କ ବିସ୍ଫୋରକ ବ୍ୟାଟିଂ: କ୍ୟାପଟେନ୍ ପାଣ୍ଡ୍ୟାଙ୍କ ବଲରେ ହ୍ୟାଟ୍ରିକ ଛକା, ଥରିଲା ୱାନଖେଡ଼େ ମଇଦାନ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ବିସ୍ପୋରକ ବ୍ୟାଟିଂ ପ୍ରଦର୍ଶନ କରିଛି ଚେନ୍ନାଇ ସୁପର କିଙ୍ଗସ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇକୁ ୨୦୭ ରନର ବିଶାଳ ଲକ୍ଷ୍ୟ ଦେଇଛି ଚେନ୍ନାଇ । ଅଧିନାୟକ ଋତୁରାଜ…