fbpx
BSKY
BJD MC SKY
BJD YOUTH SKY

ଚଳିତବର୍ଷ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ: ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀଙ୍କୁ ନେଇ ଲାଗୁଛି ଡର

ନୂଆଦିଲ୍ଲୀ: ଅନେକ ଜ୍ୟୋତିର୍ବିଦ ପୃଥିବୀର ବୟସ ଏବଂ ବିନାଶ ଉପରେ ଭବିଷ୍ୟବାଣୀ କରିଛନ୍ତି । କିନ୍ତୁ ଫ୍ରାନ୍ସର ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିଦ ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାକୁ ନେଇ ଲୋକଙ୍କ ମନରେ ଛନକା ପଶିଛି ।…

ଆରବପତିରୁ ବନିଗଲେ ରୋଷେୟା! ନିଜେ ରାନ୍ଧି ପିଲାର କରାଇଲେ ଅନ୍ନପ୍ରାସନ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ କମ୍ପାନୀର ସଂସ୍ଥାପକ ବିଲ ଗେଟ୍ସ ଏବେ ଅଫିସ ଛାଡି ରୋଷେଇ ଘରେ ଦେଖିବାକୁ ମିଳିଛନ୍ତି । ଗୁରୁବାର ସେ ଏକ ଭାରତୀୟ ଶିଶୁର ଅନ୍ନପ୍ରାଶନ କରାଇବା ସହିତ ତାକୁ ଖେଚୁଡି ରାନ୍ଧିବାର ବିଧି ମଧ୍ୟ…

ଟ୍ରକ୍-ବସ୍ ଧକ୍କା ଭିତରେ ଚାଲିଗଲା ୮ଟି ନିରୀହ ଜୀବନ: ୧୫ ଜଣ ଏବେ ବି ଗୁରୁତର

ଅମ୍ବାଲା: ହରିୟାଣାର ଅମ୍ବାଲା ଜିଲ୍ଲାରେ ଘଟିଯାଇଛି ଏକ ଭୟଙ୍କର ସଡକ ଦୁର୍ଘଟଣା । ସ୍ଥାନୀୟ କକ୍କଡ ମାଜରା ଗ୍ରାମ ନିକଟରେ ଏକ ଟ୍ରକ ଗୋଟିଏ ବସକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା…

Pakistan ପାଇଁ କାଳ ହେଉଛି ଦରଦାମ ବୃଦ୍ଧି: ୨୮୫ ଟଙ୍କାରେ ପହଞ୍ଚିଲା ଡଲାର

ନୂଆଦିଲ୍ଲୀ: ପାକିସ୍ତାନରେ ନିୟନ୍ତ୍ରଣ ବାହାରକୁ ଯାଇଛି ମୁଦ୍ରାସ୍ଫିତୀ । ଦରଦାମ୍ ବୃଦ୍ଧି ଏବେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । କାରଣ ଆମେରିକୀୟ ଡଲାରର ମୂଲ୍ୟ ଏବେ ପାକିସ୍ତାନରେ ୨୮୫ ଟଙ୍କାରେ ପହଞ୍ଚି ସାରିଛି,…

HDFC Bankରେ ଅଛି କି ଆକାଉଣ୍ଟ? ଏହି SMS ଆସୁଥିଲେ ହୋଇଯାଆନ୍ତୁ ସାବଧାନ…

ନୂଆଦିଲ୍ଲୀ: ଦେଶରେ ସାଇବର କ୍ରାଇମର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଣ୍ଟ ଫର୍ଜରୀର ଅନେକ ମାଲା ରିପୋର୍ଟ କରାଯାଉଛି । ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ସେମାନଙ୍କୁ…

WTC ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ: ଭାରତକୁ ଫାଇନାଲ ଟିକେଟ ପାଇଁ ବଢିଲା ଅଡୁଆ

ଇନ୍ଦୋର: ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ଭାରତକୁ ୯ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହି ବିଜୟ ସହିତ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଛି । ତେବେ ଇନ୍ଦୋର ଟେଷ୍ଟରେ…

SMS କରି ଲକ୍ କରନ୍ତୁ ନିଜ ଆଧାର କାର୍ଡ: କେହି ବି ଭୁଲ ବାଟରେ ବ୍ୟବହାର କରିପାରିବେନି

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କର ପଥମ ଏବଂ ମୁଖ୍ୟ ପରିଚୟପତ୍ର ପାଲଟିଛି ଆଧାର କାର୍ଡ । ସମସ୍ତ କାର୍ଯ୍ୟରେ ଆଧାର କାର୍ଡର ଆବଶ୍ୟକ ପଡିଥାଏ । ତେବେ ଯଦି ଏହି କାର୍ଡ ଆପଣ ହଜାଇ ଦିଅନ୍ତି, ତେବେ ଏହାର ଭୁଲ…

Bike ଚାଳକ ସାବଧାନ! ଏହି ବାଇକକୁ ଦେଖିବା ମାତ୍ରେ ଚାଲାଣ କାଟିବେ ଟ୍ରାଫିକ ପୋଲିସ

ନୂଆଦିଲ୍ଲୀ: ଅନେକ ସମୟରେ ଆପଣ ଦେଖିଥିବେ ଟ୍ରାଫିକ ପୋଲିସକର୍ମୀ କିଛି ନିର୍ଦ୍ଦିଷ୍ଟ ଗାଡିଚାଳକଙ୍କୁ ଧରିଥାନ୍ତି । ଏବଂ ସେହିମାନଙ୍କ ପାଖରୁ ଚାଲାଣ କାଟିଥାନ୍ତି । କିନ୍ତୁ ଏହା ଦେଖି ଅନେକ ଥର ମନରେ ପ୍ରଶ୍ନ ଆସେ…

Finance Company ଉପରେ ରିଜର୍ଭ ବ୍ୟାଙ୍କର ଝଡ: ନିୟମ ଉଲ୍ଲଙ୍ଘନ ଯୋଗୁଁ ନେଲା ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଭିନ୍ନ କମ୍ପାନୀକୁ ନେଇ ଆସୁଥିବା ଅଭିଯୋଗ ପରେ ଏବେ ଆକ୍ସନ ମୁଡକୁ ଆସିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅନେକ ବ୍ୟାଙ୍କରେ ଅନିୟମିତତା ନେଇ ଅଙିଯୋଗ ଆସିବା ପରେ ବାରମ୍ବାର ଏଥିପ୍ରତି କାର୍ଯ୍ୟାନୁଷ୍ଠାନ…

ଶାହରୁଖଙ୍କ ସୁରକ୍ଷା ଉପରେ ଉଠିଲା ବଡ ପ୍ରଶ୍ନ: ‘ମନ୍ନତ’ର ତୃିତୀୟ ମହଲାରେ ପଶିଗଲେ ୨ ଯୁବକ

ମୁମ୍ବାଇ: ଫିଲମ 'ପଠାନ'କୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି ବଲିଉଡର ବାଦଶାହ ଶାହରୁଖ । କିନ୍ତୁ କିଙ୍ଗ ଖାନ ଶାହରୁଖଙ୍କ ସୁରକ୍ଷାକୁ ନେଇ ଏବେ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ମୁମ୍ବାଇର ବାନ୍ଦ୍ରାରେ ଥିବା ଶାହରୁଖଙ୍କ…