fbpx

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଘୋଷଣା କଲା BCCI: ଅଜିଙ୍କ୍ୟା ରାହାଣେଙ୍କୁ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ଟିମ ଇଣ୍ଡିଆ । ଏହି ଗସ୍ତର ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଦଳ ଘୋଷଣା କରିଛି । ଉଭୟ ସିରିଜରେ ଦଳର ନେତୃତ୍ୱ ପଦ ନିୟମିତ…

ପୁରୁଷଙ୍କ ତୁଳନାରେ ଅଧିକ ଶୋଇଥାନ୍ତି ମହିଳା: କ’ଣ ରହିଛି ଏହାର ପ୍ରକୃତ କାରଣ

ଭଲ ସ୍ୱାସ୍ଥ୍ୟ ପାଇଁ ଯେପରି, ଉତ୍ତମ ଖାଦ୍ୟ, ପାନୀୟ, ପରିଷ୍କାର ପରିଚ୍ଛନ୍ନତା ଏବଂ ସଠିକ୍ ଜୀବନଶୈଳୀ ଯେପରି ଆବଶ୍ୟକ, ସେହିପରି, ନିଦ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକାନ୍ତ ଆବଶ୍ୟକ । କର୍ମମୟ ଜୀବନରେ ବିଶ୍ରାମ ନେବା…

(Video) ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିଲା ମ୍ୟାଚ: ହାତାହାତି ହୋଇଗଲେ ଉଭୟ ଦେଶର ଖେଳାଳି

ବାଙ୍ଗାଲୋର: ସେଫ ଚମ୍ପିଆନସିପରେ ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ଉଭୟ ଦଳ ମଇଦାନରେ କେବଳ ଖେଳ ବେଳେ ମୁହାଁମୁହିଁ ହୋଇ ନାହାନ୍ତି, ବରଂ ଉଭୟ ଦଳର ଖେଳାଳି ଏହି ଲାଇଭ…

(Video) ସର୍ବାଧିକ ଦେଶବାସୀଙ୍କ ସହ ଯୋଗ କଲେ ପି.ଏମ ମୋଦୀ: ଗିନିଜ ବୁକ ରେକର୍ଡରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଜୁନ୍ ୨୧ ତାରିଖ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ନ୍ୟୁୟର୍କ ଜାତିସଂଘର ମୁଖ୍ୟାଳୟଠାରେ ମୋଦୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ…

(Video) ଭାଙ୍ଗିଲା ସ୍କୁଲ, କିନ୍ତୁ ମନରୁ ଯାଇନି ଭୟ: ବାହାନଗା ସ୍କୁଲରେ ଚାଲିଛି ହୋମ-ଯଜ୍ଞ, ପୂଜାପାଠ

ବାଲେଶ୍ୱର: ବାଲେଶ୍ୱରର ବାହାନଗା ଟ୍ରେନ ଦୁର୍ଘଟଣାକୁ ୨୦ ଦିନ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ସେଠାକାର ଲୋକଙ୍କ ମନରୁ ଯାଇନି ଭୟ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ଜଣ ଯାତ୍ରୀଙ୍କ ମୃତଦେହ ରଖାଯାଇଥିବା ସ୍କୁଲ…

୧୫ଟି ପ୍ରସ୍ତାବକୁ ମିଳିଲା ମୋହର: ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଖୁବଶୀଘ୍ର ଏହି…

ବିଶ୍ୱକପରେ ଗୁରୁ ଦାୟିତ୍ୱ ନେବେ ‘Captain Cool’ ! ଟୁର୍ଣ୍ଣାମେଣ୍ଟରେ ସାଜିବେ ଟିମ ଇଣ୍ଡିଆର ସାରଥୀ

ନୂଆଦିଲ୍ଲୀ: କେବଳ ଭାରତର ନୁହେଁ, ସାରା ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ମାନଙ୍କ ଭିତରେ ଖୁବ ଆଗରେ ରହିଛନ୍ତି କ୍ୟାପଟେନ କୁଲ ମାହି । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଇସିସିର ସମସ୍ତ ଟ୍ରଫି ଉପରେ…

ରାପର ହନି ସିଂହଙ୍କୁ ହତ୍ୟା ପାଇଁ ମିଳିଲା ଧମକ: ପୋଲିସକୁ ସୁରକ୍ଷା ମାଗିଲେ ଷ୍ଟାର ସିଙ୍ଗର

ମୁମ୍ବାଇ: ବଲିଉଡ ଜଗତର ଫେମସ ସିଙ୍ଗର ତଥା ରାପର ହନି ସିଂହ ଏବେ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ । ଜୀବନରୁ ମାରିଦେବା ପାଇଁ କଣ୍ଠଶିଳ୍ପୀଙ୍କୁ ମିଳୁଛି ଧମକ । କାନାଡାର ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବରାଡ ହନି ସିଂହଙ୍କୁ ହତ୍ୟା…

ଭାରତକୁ ଶକ୍ତି ଦେଲା ICC: ଏଣିକି ପାକିସ୍ତାନ କ୍ରିକେଟ ମ୍ୟାଚ ଉପରେ ନିର୍ଣ୍ଣୟ ନେବ BCCI

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଭାରତୀୟ କ୍ରିକେଟ ବୋର୍ଡ ମଧ୍ୟରେ ଅଧିକାଂଶ ସମୟରେ ମତଭେଦ ଦେଖିବାକୁ ମିଳିଥାଏ । ବିସିସିଆଇର କୌଣସି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରି ପାରେନାହିଁ ପାକିସ୍ତାନ । ନିକଟରେ…

ଏବେ ସବୁ ବୋର୍ଡରେ ହେବ ସମାନ ପାଠପଢା: ସରକାର ଆଣିଲେ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ପିଲାମାନଙ୍କୁ ଶିକ୍ଷାଦାନ କରିବା ପାଇଁ ବିଭିନ୍ନ ଏଜୁକେସନ ବୋର୍ଡ କାର୍ଯ୍ୟ କରୁଛି । ଏଥିରେ କୋଟି କୋଟି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହି ଏଜୁକେସନ ବୋର୍ଡରୁ ପାସ କରିବା ପରେ ହିଁ ଛାତ୍ରଛାତ୍ରୀ…