ଯାଜପୁର ପାଣିକୋଇଲିରେ ଲୁଟ ପାଇଁ ଆତଙ୍କ: ଗୁଳିକାଣ୍ଡରେ ଜଣେ ମୃତ, ସୁନା ଦୋକାନ କର୍ମଚାରୀଙ୍କୁ ଆକ୍ରମଣ

ଯାଜପୁର: ଯାଜପୁର ପାଣିକୋଇଲି ଛକରେ ଦିନ ଦିପହରେ ଘଟିଛି ଛାତିଥରା ଘଟଣା । ଦିନ ଦୁଇ ପ୍ରହରରେ ଛକ ଉପରେ ହୋଇଛି ଫାୟାରିଙ୍ଗ । ଲୁଟ ପାଇଁ ଉଦ୍ୟମ କରି ୨ ଜଣଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣାରେ ଜଣେ ପ୍ରାଣ…

ଅଘଟଣ ନା ପ୍ରଳୟ… ଏକାସାଙ୍ଗରେ ଚାଲିଗଲା ଶହ ଶହ ଜୀବନ, ଖାଲି ହୋଇଗଲା ୮୪ ଗାଁ: କ’ଣ ଥିଲା ଏ କାହାଣୀ?

ରାଜସ୍ଥାନ: ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ , ବିଚିତ୍ର ତାର ପରିକଳ୍ପନା । ଯେଉଁଠାରେ ରହିଛି ଅନେକ ରହସ୍ୟମୟୀ ଘଟଣା । ଯାହା ଅଜିବି ଚର୍ଚ୍ଚାରେ ରହିଛି । ତେବେ ଭାରତରେ ମଧ୍ୟ ଏପରି ଅନେକ ସ୍ଥାନ ରହିଛି ଯାହା ବିଷୟରେ…

Human Trafficking କ’ଣ? ଯୌନ କାରବାର ସହିତ ରହିଛି ବହୁତ ବଡ଼ ରାଜ୍…. ଜାଣନ୍ତୁ ରିପୋର୍ଟ

ନୂଆଦିଲ୍ଲୀ :ଯୌନ କାରବାର ହେଉଛି ଏକ ପ୍ରକାର ମାନବ ଚାଲାଣ । ଏହା ଏକ ଗମ୍ଭୀର ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ବ୍ୟକ୍ତି, ପରିବାର ଏବଂ ସମ୍ପ୍ରଦାୟର କଲ୍ୟାଣ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ମାନବ ଚାଲାଣ ହୁଏ…

ଅଲ୍ଲୁ ଅର୍ଜୁନଙ୍କ ବଡ଼ ପଦକ୍ଷେପ: ପୀଡ଼ିତ ପରିବାରକୁ କୋଟି କୋଟି ଟଙ୍କା ଦେଲା ‘ପୁଷ୍ପା-୨’

ନୂଆଦିଲ୍ଲୀ: ‘ପୁଷ୍ପା-୨’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିସାରିଛି । କିନ୍ତୁ ଏବେ ବି ହାଇଦ୍ରାବାଦ ଦଳାଚକଟାକୁ ନେଇ ବିବାଦରେ ରହିଛି ‘ପୁଷ୍ପା-୨’ । ଏହି ବିବାଦରୁ ଖସି ପାରି ନାହାନ୍ତି ସାଉଥ ଆଇକନ୍ ଷ୍ଟାର…

Champions Trophy ଖେଳିବେନି କ୍ରିକେଟର ୨ ମହାରଥୀ: ଶ୍ରୀଲଙ୍କା-ୱେଷ୍ଟଇଣ୍ଡିଜକୁ କାହିଁକି ମିଳିଲାନି ଅନୁମତି?

ଓଡ଼ିଶା ଭାସ୍କର: ବହୁ ବାଦ-ବିବାଦରେ ପୂର୍ଣ୍ଣଛେଦ ପଡ଼ି ଆରମ୍ଭ ହେବାକୁ ଯାଉଛି ଚମ୍ପିଆନ୍ସ ଟ୍ରଫି-୨୦୨୫ । ଏଥିପାଇଁ ଖେଳସୂଚୀ ମଧ୍ୟ ଜାରି କରିଛି ଆଇସିସି । କିନ୍ତୁ ଏଥିରେ କ୍ରିକେଟ ଜଗତର ଦୁଇ ମହାରଥୀ ଦଳଙ୍କ ନାମ ସାମିଲ…

LPG, Pensionରୁ କୃଷକଙ୍କ Loan… ଜାନୁୟାରୀ ପହିଲାରୁ ବଦଳିଯିବ ଏହିସବୁ ନିୟମ

ଓଡ଼ିଶା ଭାସ୍କର: ୨୦୨୪ ଶେଷ ହେବା ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି । ଜାନୁୟାରୀ ପହିଲାରୁ ଅନେକ କିଛି ଜିନିଷ ବଦଳିଯିବ । ବର୍ଷ, ମାସ, ତାରିଖ ଇତ୍ୟାଦି ବଦଳିବା ସହ ଅନେକ ନିୟମରେ ମଧ୍ୟ ପରିବର୍ତ୍ତନ ହେବ ।…

ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ… ବିଦାୟ ବେଳେ Emotional ହେଲେ ରଘୁବର ଦାସ

ଭୁବନେଶ୍ୱର: ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ ବୋଲି ବିଦାୟୀ ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଓଡ଼ିଶାବାସୀ ତାଙ୍କୁ ଯେଉଁ ଅପାର ସ୍ନେହ, ଶ୍ରଦ୍ଧା ଓ ଖୁସି ପ୍ରଦାନ କରିଛନ୍ତି ସେଥି ନିମନ୍ତେ ସେ ରାଜ୍ୟବାସୀଙ୍କୁ…

ପୁଣି ରୋହିତ-ହାର୍ଦ୍ଦିକ ବିବାଦ! WTC ପାଇଁ ‘Captain ରୋହିତ’ଙ୍କୁ ଦଳରୁ ହଟାଅ, ଏମିତି ଦାବି କଲେ ଷ୍ଟାର ଅଲରାଉଣ୍ଡର?

ଓଡ଼ିଶା ଭାସ୍କର: ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କୁ ନେତୃତ୍ୱ ପଦରୁ ହଟାଇ ହାର୍ଦ୍ଦିକଙ୍କୁ ଅଧିନାୟକ କରିବା ପରେ ଉଭୟଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ…

Zero NIght ପାଇଁ Zero Tolerance… ସିସିଟିଭି ନଜରରେ ରହିବ ସାରା ସହର

ଭୁବନେଶ୍ୱର: ଦିନ କେଇଟା ପରେ ନୂଆବର୍ଷକୁ ସ୍ୱାଗତ କରିବ ସାରା ପୃଥିବୀ । ସବୁଠି ହେବ ଜିରୋ ନାଇଟ ସେଲିବ୍ରେସନ । କିନ୍ତୁ ସେଲିବ୍ରେସନର ୪ ଦିନ ପୂର୍ବରୁ ଲାଗିଛି ସରକାରୀ କଟକଣା । ଜିରୋ ନାଇଟ ସେଲିବ୍ରେସନ ପାଇଁ ଆଇନ୍…

ମୋତେ କେବେ ଏଠୁ ବାହାର କରିବ? ବୋରୱେଲ ଭିତରୁ ପ୍ରଶ୍ନ ପଚାରୁଛି ଚେତନା, ଭୁଲ ବାଟରେ NDRF!

ନୂଆଦିଲ୍ଲୀ: ୭୦୦ ଫୁଟର ଏକ ବୋରୱେଲ ଭିତରେ ଖସି ପଡ଼ିଛି ସୁନା ଝିଅ ଚେତନା । ପାତାଳରୁ ବାହାରି ବାପା-ମା’ଙ୍କୁ ଦେଖିବା ପାଇଁ ଛଟପଟ ହେଉଛି ଛୋଟିଆ ମନ । ଅନ୍ଧାର ସୁଡ଼ଙ୍ଗରେ ଫସି ରହି ସୂର୍ୟ୍ୟାଲୋକକୁ ଅପେକ୍ଷା କରିଛି…