fbpx

(Video) ଟ୍ରେନ ଦୁର୍ଘଟଣା: ଆସିଲା ବେଳେ ଆମେ ୧୨ ଜଣ ଆସିଥିଲୁ, ଏବେ ୫ ଜଣ ଅଛୁ: ଯାତ୍ରୀ

ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ ଦୁର୍ଘଟଣା ସ୍ଥଳରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ଚେତାକୁ ଫେରିବା ପରେ ସମସ୍ତେ ଖୋଜି ବୁଲୁଛନ୍ତି ସାଙ୍ଗ ସାଥୀ ପ୍ରିୟଜନଙ୍କୁ । ଚାରିଆଡେ ଶୁଭୁଛି କାନ୍ଦ ବୋବାଳିର…

କରମଣ୍ଡଳ ଟ୍ରେନ ଟ୍ରାଜେଡି: ଟ୍ରାକ୍ଟରରେ ବୁହାହେଲା ମୃତଦେହ, ନିଅଣ୍ଟ ପଡିଲା ଆମ୍ବୁଲାନ୍ସ

ବାଲେଶ୍ୱର: ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଦୁର୍ଘଟଣା ଦେଖାଉଛି ହୃଦୟ ବିଦାରକ ଦୃଶ୍ୟ । ମୃତ୍ୟୁସଂଖ୍ୟା ୭୦ ଅତିକ୍ରମ କରିଥିବା ବେଳେ ମୃତାହତଙ୍କୁ ଉଦ୍ଧାର କରିବା ପାଇଁ ସାହାରା ସାଜିଛି ଟ୍ରାକ୍ଟର ।…

କରମଣ୍ଡଳ ଦୁର୍ଘଟଣା: ୭୦ ଜଣଙ୍କ ମୃତଦେହ ଉଦ୍ଧାର ସୂଚନା, ୧୦୦ ଛୁଇଁପାରେ ସଂଖ୍ୟା

ବାଲେଶ୍ୱର: ଭୟଙ୍କର କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୭୦ ଛୁଇଁଥିବା ରିପୋର୍ଟ ହସ୍ତଗତ ହୋଇଛି । ଏବେ ବି ଦୁର୍ଘଟଣାସ୍ଥଳରୁ ଗୋଟି ପରେ ଗୋଟିଏ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହି କ୍ରମରେ…

ଭୟଙ୍କର ଟ୍ରେନ ଟ୍ରାଜେଡି: ଆସନ୍ତାକାଲି ପାଇଁ ଏକାଧିକ ଟ୍ରେନ ବାତିଲ କଲା SER

ବାଲେଶ୍ୱର: ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟରା ପରେ ଏକାଧିକ ଟ୍ରେନକୁ ବାତିଲ କରିଛି ଏସଇଆର । ଦୁର୍ଘଟଣା ଯୋଗୁଁ ସେହି ରୁଟରେ ରାସ୍ତା ଅବରୋଧ ହୋଇଥିବାରୁ ଗାଡି ଯିବା ସମ୍ଭବ ହୋଇ ପାରବନାହିଁ । ତେଣୁ ବିଭିନ୍ନ ଟ୍ରେନକୁ…

(Video) କରମଣ୍ଡଳ ଟ୍ରେନ ଦୁର୍ଘଟଣା: ମୋ ସହ ୫ ଭାଇ, ୧ ଭଉଣୀ ଓ ମା’ ଥିଲେ; ମିଳୁ ନାହାନ୍ତି: ଯାତ୍ରୀ

ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ବୃଦ୍ଧି ପାଇବାରେ ଲାଗିଛି ମୃତ୍ୟୁସଂଖ୍ୟା । ଲଗାତାର ଦୁଇଟି ଟ୍ରେନ ଧକ୍କା ହେବାରୁ ଦୁର୍ଘଟଣା ସ୍ଥଳରେ ମୃତାହତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଦୁର୍ଘଟଣା ସ୍ଥଳରେ…

ଭୟଙ୍କର ଟ୍ରେନ ଦୁର୍ଘଟଣା: ମୃତାହତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ବାହାନଗା ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାସହିତ ମୃତାହତଙ୍କ ପରିବାରକୁ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି । ଭୟଙ୍କର…

ବାହାନଗା ଭୟଙ୍କର ଦୁର୍ଘଟଣା: ରାଷ୍ଟ୍ରପତିଙ୍କ ଦୁଃଖପ୍ରକାଶ, ଦୁର୍ଘଟଣାସ୍ଥଳକୁ ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ

ବାଲେଶ୍ୱର: ବାଲେଶ୍ୱର ବାହାନଗାର ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ମୃତ୍ୟୁ ଆଶଙ୍କା କରାଯାଉଛି । ଏହାବ୍ୟତୀତ ପ୍ରାୟ ୩୫୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ…

ବାହାନଗା ଟ୍ରେନ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ସବୁ ପ୍ରକାର ସହାୟତା ଦେବାକୁ ନିର୍ଦ୍ଦେଶ

ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖପ୍ରକାଶ କରିଛନ୍ତି । ମୃତାହତ ବ୍ୟକ୍ତିଙ୍କ ପରିବାରକୁ ଟ୍ୱିଟ କରି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହିତ…

ବାହାନଗା ଭୟଙ୍କର ଦୁର୍ଘଟଣା: ଉଭୟ ଟ୍ରେନର ୧୭ ବଗି ଲାଇନଚ୍ୟୁତ, ୫୦ରୁ ଅଧିକ ମୃତ୍ୟୁ ଆଶଙ୍କା

ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାକୁ ନେଇ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ମିଳିଥିବା ସଦ୍ୟ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାରେ ପ୍ରାୟ ୨୦୦ରୁ ଅଧିକ ଯାତ୍ରୀ ଗୁରୁତରଆହତ ହୋଇଛନ୍ତି । ତେବେ ଏହାସହିତ…

ବାହାନଗା ଟ୍ରେନ ଦୁର୍ଘଟଣା: କରମଣ୍ଡଳ ସହ ଧକ୍କା ଦେଇଥିଲା ଆଉ ଏକ ଟ୍ରେନ

ବାଲେଶ୍ୱର: ବାହାନଗା ନିକଟରେ ଗୋଟିଏ ସ୍ଥାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଯାଇଛି । ସମାନ ସ୍ତାନରେ ଦୁଇଟି ଏକ୍ସପ୍ରେସ ଭିତରେ ଧକ୍କା ହୋଇଥିବା ଜାଣିବାକୁ ମିଳିଛି । ବାହାନଗା ଷ୍ଟେସନ ନିକଟରେ ପ୍ରଥମେ ଲାଇନଚ୍ୟୁତ…