fbpx

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ପାସ୍ ହାର ରହିଛି 96.4%

ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ତରଫରୁ ପିଲାମାନଙ୍କ ପରୀକ୍ଷା ଫଳ ଘୋଷଣା କରାଯାଇଛି । କଟକ ବୋର୍ଡ କାର୍ଯ୍ୟାଳୟରେ ଶିକ୍ଷାମନ୍ତ୍ରୀ…

ବଡ ଧରଣର ଦୁର୍ଘଟଣା: ପିକ୍-ଅପ୍ ଓଲଟି ଜଣେ ମୃତ, ୧୩ ଆହତ

ଖଲ୍ଲିକୋଟ: ବେଗୁନିଆପଡା ତାନା ବଇଡା ରାସ୍ତାରେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ରାସ୍ତାରେ ଯିବାବେଳେ ଏକ ପିକ୍-ଅପ୍ ଓଲଟିଯିବାରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୧୩ ଜଣ…

ପୁଣିଥରେ ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ: ୩ ବର୍ଷ ପୁରୁଣା ଘଟଣାରେ ଦେଲେ ଏତଲା

କଟକ: ପୁଣିଥରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ୨୦୨୦ ମସିହାର ଏକ ଘଟଣାକୁ ନେଇ ସେ ଥାନାରେ ଏତଲା ଦେଇଛନ୍ତି । ଅନୁଭବଙ୍କୁ ଏତଲାକୁ ଆଧାର କରି ପୁରୀଘାଟ ଥାନା…

ଆଜି ପୁରୀରୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ: ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପୁରୀ: ଆଜି ପବିତ୍ର ଶ୍ରୀକ୍ଷେତ୍ର ପୁରୀରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ଯାତ୍ରା ଆରମ୍ଭ କରି ହାୱଡା ପର୍ଯ୍ୟନ୍ତ ଯାତ୍ରା କରିବ ଓଡିଶାର ଏହି ବନ୍ଦେ ଭାରତ ଏକ୍ସପ୍ରେସ । ତେବେ ଭର୍ଚୁଆଲ…

ସାବଧାନ! ଅତ୍ୟଧିକ Stressରୁ ହୋଇପାରେ ସେକ୍ସ ସମସ୍ୟା; କେମିତି ପାଇବେ ମୁକ୍ତି

ପ୍ରତିବର୍ଷ ୧୨ ଫେବୃଆରୀ ରେ ‘ସେକ୍ସୁଆଲ ଆଣ୍ଡ ରିପ୍ରୋଡକ୍ଟିଭ  ହେଲ୍ଥ ଆୱେରନେସ ଡେ’ ଭାବରେ ପାଳନ କରାଯାଏ । ଏହି ଦିନ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସେକ୍ସ ସମ୍ବନ୍ଧିତ ସମସ୍ୟା ପ୍ରତି ଜାଗୃତ କରିବା । ଆଜି ବି ଅଧିକାଂଶ…

୧୫ ବର୍ଷ ପରେ ଭାରତ-ପାକିସ୍ତାନ ଖେଳିବେ ଟେଷ୍ଟ ସିରିଜ? BCCIର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ସୀମାକୁ ନେଇ ଚାଲିଥିବା ବିବାଦର ପ୍ରଭାବ କ୍ରିକେଟ ମଇଦାନରେ ଦେଖିବାକୁ ମିଳିଛି । ଯାହା ଫଳରେ ଦୀର୍ଘ ବର୍ଷରୁ ଉଭୟ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇ ନାହିଁ ।…

ରିସର୍ଚ୍ଚରୁ ବଡ ଖୁଲାସା: Contact Lens ପିନ୍ଧୁଥିଲେ ହୋଇପାରେ କ୍ୟାନ୍ସର ଭଳି ରୋଗ; ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଆକର୍ଷଣୀୟ ଲୁକ ଏବଂ ସୁନ୍ଦର ଦିଶିବା ପାଇଁ ବର୍ତ୍ତମାନ ଅଧିକାଂଶ ଲୋକ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି । ଆଖିରେ ପାୱାର କମ୍ ହେଲେ କିମ୍ବା ଅଧିକ ହେଲେ ଚଷମା ପିନ୍ଧିବା ପରିବର୍ତ୍ତେ କଣ୍ଟାକ୍ଟ ଲେନ୍ସ…

Team India ଖେଳିବନି Asia Cup-2023! ପାକିସ୍ତାନକୁ ଶ୍ରୀଲଙ୍କା-ବାଂଲାଦେଶର ସମର୍ଥନ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ଟୁର୍ଣ୍ଣାମେଣ୍ଟକୁ ନେଇ ବିବାଦ ଏବେ ବି ଲାଗି ରହିଛି । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଏହି ବିବାଦ ଭିତରେ ବାହାରି ପାରୁନି ସମାଧାନର ବାଟ । ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟ ଖେଳିବାକୁ…

ଘରେ ସର୍ବାଧିକ କେତେ ରଖିପାରିବେ କ୍ୟାସ? ଜାଣି ରଖନ୍ତୁ ଇନକମ୍ ଟାକ୍ସର ନିୟମ

ନୂଆଦିଲ୍ଲୀ: ଭାରତରେ ଡିଜିଟାଲାଇଜେସନକୁ ଗୁରୁତ୍ୱ ଦିଆ ଯାଉଥିବା ବେଳେ ବର୍ତ୍ତମାନ ଲୋକେ ଘରେ କ୍ୟାସ ରଖିବା କମ୍ କରି ଦେଇଛନ୍ତି । କିନ୍ତୁ ପୂର୍ବରୁ ଇମରଜେନ୍ସି ପାଇଁ ଘରେ ନଗଦ ଟଭ୍କା ରଖିବା ପାଇଁ କୁହାଯାଉଥିଲା ।…

‘ଆପଣ ନିଜ ନିୟମକୁ ଦେଖନ୍ତୁ…’; ଋଷରୁ ତେଲ କିଣିବା ଉପରେ ପୁଣି ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନରୁ ତେଲଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅନେକ ଦେଶ ଏଥିରେ ଅସନ୍ତୁଷ୍ଟ ହୋଇ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ମଧ୍ୟରେ ଭାରତ ଋଷ ପାଖରୁ ଶସ୍ତାରେ ତେଲ…