କାର୍ତ୍ତିକ ପୂର୍ଣ୍ଣମୀର ମାହାତ୍ମ୍ୟ… କାହିଁକି ପାଳନ ହୁଏ ଏହି ପର୍ବ? ଜାଣନ୍ତୁ ବିଶେଷତ୍ୱ

ଓଡ଼ିଶା ଭାସ୍କର: ପବିତ୍ର କୁମାର ପୂର୍ଣ୍ଣିମା, ଯାହାକି ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ ।…

ଖୁସି ଖବର, ଡିସେମ୍ବର ୮ ତାରିଖରୁ କୃଷକଙ୍କୁ ମିଳିବ ୮୦୦ ଟଙ୍କା: ପଠାଇବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶାର କୃଷକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆସନ୍ତା ଡିସେମ୍ବର ୮ ତାରିଖରୁ ଚାଷୀଙ୍କୁ ଇନପୁଟ ସବସିଡି ଯୋଗାଇ ଦିଆଯିବ ବୋଲି ସେ ଘୋଷଣା…

ବାହା ବେଦୀରେ ବର ମାତାଲ୍… ନିଜ ବାହାଘରରେ ମାଲ୍ ପିଇ ଆସିଲେ ତୋତାରାମ: ତା’ ପରେ ହେଲା ହଙ୍ଗାମା

ଓଡ଼ିଶା ଭାସ୍କର: ଜୀବନରେ ବାହାଘର ଦିନ ସମସ୍ତଙ୍କ ପାଇଁ ଏକ ଅଭୁଲା ଦିନ ହୋଇ ରହିଥାଏ । ତେଣୁ ଏହି ଦିନକୁ ଆହୁରି ସ୍ମରଣୀୟ କରିବାକୁ ବିଭିନ୍ନ ପ୍ରକାର ନିଆରା କାମ କରିଥାନ୍ତି । ବାହାଘରକୁ ସ୍ପେସାଲ କରିବା ପାଇଁ କିଏ…

T20 କ୍ରିକେଟରେ କିଏ ସର୍ବଶ୍ରେଷ୍ଠ? ବୁମରାହ-ଭୁବନେଶ୍ୱରଙ୍କୁ ପକାଇଲେ ପଛରେ, ସୃଷ୍ଟି ହେବ କି ଇତିହାସ?

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତିଲକ ବର୍ମାଙ୍କ ବିସ୍ପୋରକ ଶତକ, ଅଭିଷେକଙ୍କ ଅର୍ଦ୍ଧଶତକ ଏବଂ ଷ୍ଟାର ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ମ୍ୟାଚ ଉପରେ କବଜା…

ବାଃ ବାଃରେ ଡାକ୍ତର… ବାମ ଆଖିରେ ରୋଗ, ଡାହାଣ ଆଖି ହେଉଛି ଅପରେସନ: ସବୁଠି ଚାଲିଛି ଚର୍ଚ୍ଚା

ନୂଆଦିଲ୍ଲୀ: ରାଜଧାନୀରେ ଏକ ଅଜବ ଡାକ୍ତରୀ ଚିକିତ୍ସାର ନମୁନା ଦେଖିବାକୁ ମିଳିଛି । ରୋଗ ଭଲ କରିବା ପାଇଁ ଲୋକେ ମେଡିକାଲକୁ ଯାଆନ୍ତି । କିନ୍ତୁ ଏଠି ଡାକ୍ତରଙ୍କ ଅଜବ କାରନାମା ମେଡିକାଲ ଡିପାର୍ଟମେଣ୍ଟକୁ ଆଙ୍ଗୁଠି…

ମନୋରଞ୍ଜନ ପରିଡ଼ାଙ୍କୁ IRCର ସଭାପତି ଦାୟିତ୍ୱ: ୯୦ ବର୍ଷ ମଧ୍ୟରେ ତୃତୀୟ ଓଡ଼ିଆ ଭାବେ ପାଇଲେ ଏହି ପଦବୀ

ଭୁବନେଶ୍ୱର: ଆଇ.ଆର୍.ସି. ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ପରିଡ଼ା । ୧୧ ନଭେମ୍ବର ୨୦୨୪ ରେ ରାୟପୁର ଠାରେ ଅନୁଷ୍ଠିତ ହେଇଥିବା…

୨ ଦିନ ଭିତରେ ଜୀବନରୁ ମାରିଦେବୁ… ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ହତ୍ୟା ଧମକ: କିଏ କରୁଛି ଟାର୍ଗେଟ?

ନୂଆଦିଲ୍ଲୀ: ବର୍ତ୍ତମାନ ବଡ଼ ବଡ଼ ସେଲିବ୍ରିଟି ମାନଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ ତଥା ବିଭିନ୍ନ ଅପରାଧରେ ସଂମ୍ପୃକ୍ତ ଗ୍ୟାଙ୍ଗ । ବଲିଉଡର ସୁପରଷ୍ଟାର ସଲମାନ୍ ଖାନ୍, ଶାହରୁଖ ଖାନ୍ ଏବଂ ମିଥୁନ ଚକ୍ରବର୍ତ୍ତୀ...…

ପାଟିରୁ ଦୁର୍ଗନ୍ଧ ବାହାରିଲେ କ’ଣ କରିବେ? ବାହାରେ ଲଜ୍ଜିତ ହେବା ପୂର୍ବରୁ କରନ୍ତୁ ଏହି କାମ

ଓଡ଼ିଶା ଭାସ୍କର: ପାଟି ଗ୍ୟାସ କରିବା ଏକ ସାଧାରଣ ସମସ୍ୟା, କିନ୍ତୁ ଏହା ପଛରେ ଅନେକ କାରଣ ଥାଇପାରେ । ଧୂମପାନ, ପାଟିର ଶୁଷ୍କତା, ସାଇନସ୍ ମଧ୍ୟ ପାଟିରେ ଖରାପ ଗନ୍ଧ ସୃଷ୍ଟି କରେ । ତେଣୁ ଦାନ୍ତ ଓ ଜିଭକୁ ପ୍ରତିଦିନ…

ବୁଲଡୋଜର ଆକ୍ସନ ଏକ ବଡ଼ ଅପରାଧ… ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି

ନୂଆଦିଲ୍ଲୀ: ବୁଲଡୋଜର ଆକ୍ସନ ବର୍ତ୍ତମାନ ଦେଶରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ତେବେ ଏହି ବୁଲଡୋଜର ଆକ୍ସନକୁ ନେଇ ଏକ ବଡ଼ ଶୁଣାଣି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଆଇନରେ ବୁଲଡୋଜର ବ୍ୟବସ୍ଥାକୁ ସ୍ୱୀକାର…

ଅଧିକ ଫୋନ ବ୍ୟବହାର କରିବା ଦ୍ୱାରା ହୋଇଥାଏ ହୃଦଘାତ ? ଏଠାରେ ଜାଣନ୍ତୁ ସମ୍ପୂର୍ଣ୍ଣ ସତ…

ସ୍ମାର୍ଟଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି, ଅଧିକାଂଶ ଲୋକ ଅଛନ୍ତି ଯେଉଁ ମାନେ କି ମୋବାଇଲ ଠାରୁ ଦୂରେଇ ରହି ପ୍ରଂଫ୍ଟି ନାହିଁ । କିଛି ଲୋକଙ୍କର ପ୍ରତି ମିନିଟରେ ଫୋନ ଯାଞ୍ଚ କରିବାର ଅଭ୍ୟାସ ଅଛି…