fbpx

ସ୍ୱାଧୀନତା ଦିବସରେ ରକ୍ତଦାନ ଶିବିର: Wonerella-ଓଡ଼ିଶା ରାଇଜିଂ ଫାଉଣ୍ଡେସନର ସହଯୋଗରେ ୬୦ unit ରକ୍ତ ସଂଗ୍ରହ

ଖୋର୍ଦ୍ଧା: ସ୍ୱାଧୀନତା ଦିବସର ପବିତ୍ର ଅବସରରେ, ୱଣ୍ଡର୍ଲା ଏମ୍ୟୁଜମେଣ୍ଟ ପାର୍କ, ଓଡ଼ିଶା ରାଇଜିଂ ଫାଉଣ୍ଡେସନ୍ ଏବଂ ରେଡ୍ କ୍ରସର ସମ୍ମିଳିତ ପ୍ରୟାସରେ ଏକ ସଫଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ଏହା ୱଣ୍ଡର୍ଲା…

କଂଗ୍ରେସରୁ ବିଦାୟ ନେଲେ ବିଜୟ ପଟ୍ଟନାୟକ: ପାରଳାଖେମୁଣ୍ଡିରୁ ଲଢିଥିଲେ ନିର୍ବାଚନ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସକୁ ଲାଗିଛି ଏକ ଶକ୍ତ ଝଟକା । କଂଗ୍ରେସରୁ ଦୂରେଇ ଯାଇଛନ୍ତି ପ୍ରମୁଖ ନେତା ବିଜୟ ପଟ୍ଟନାୟକ । ଏଆଇସିସିକୁ ମେଲ୍ ଜରିଆରେ ଇସ୍ତଫାପତ୍ର ପଠାଇ କଂଗ୍ରେସ ଛାଡ଼ିଛନ୍ତି ବିଜୟ । ଗତ ନିର୍ବାଚନରେ…

ସ୍ୱାସ୍ଥ୍ୟକର୍ମୀଙ୍କୁ ଏଥର ଉଚିତ୍ ନ୍ୟାୟ ମିଳିବ! ୬ ଘଣ୍ଟା ଭିତରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ: କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଦେଶବ୍ୟପୀ ଆନ୍ଦୋଳନ ଜାରି ରହିଛି । ସାରା ଦେଶର ସ୍ୱାସ୍ଥ୍ୟକର୍ମୀ ପୀଡ଼ିତାଙ୍କୁ ଯଥାଶୀଘ୍ର ଉଚିତ୍ ନ୍ୟାୟ ପାଇଁ ଦାବି କରିବା ସହ ସୁରକ୍ଷାକୁ ନେଇ ମଧ୍ୟ ଦାବି…

ଆସୁଛି ନିର୍ବାଚନ, ବଢୁଛି ଉତ୍କଣ୍ଠା… ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଦେଶର ଅଧିକାଂଶ ରାଜ୍ୟରେ ନିକଟରେ ଶେଷ ହୋଇଛି ସାଧାରଣ ନିର୍ବାଚନ । ବହୁମତ ସହିତ ବିଜେପି ପୁଣିଥରେ ସରକାର ଗଠନ କରିଛି । ତେବେ ବର୍ତ୍ତମାନ ଆଉ ୨ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା…

ଭାଇଙ୍କ ପୂର୍ବରୁ ଏହି ଦେବାଦେବୀଙ୍କୁ ବାନ୍ଧନ୍ତୁ ରାକ୍ଷୀ: ଜାଣନ୍ତୁ ଏହାର ପୌରାଣିକ ମହତ୍ତ୍ୱ

ଓଡ଼ିଶା ଭାସ୍କର: ରାତି ପାହିଲେ ସାରା ଦେଶ ପାଳନ କରିବ ରକ୍ଷା ବନ୍ଧନ । ଭାଇ-ଭଉଣୀଙ୍କ ଅପୂର୍ବ ଭଲପାଇବା ଓ ସ୍ନେହର ପର୍ବ ରାକ୍ଷୀ ପୂର୍ଣ୍ଣିମା ପାଇଁ ଅପେକ୍ଷା କରିଛି ସାରା ପରିବାର । ସବୁ ଭଉଣୀ ଅପେକ୍ଷା କରି ରହିଛନ୍ତି…

ଛୋଟ ପିଲା ରାଗିଲେ ହୋଇପାରେ ଭୟଙ୍କର ସ୍ଥିତି! ଶାଣୀରିକ-ମାନସିକ ସ୍ଥିତି ବିଗିଡ଼ିଯାଏ, ଜାଣନ୍ତୁ କେମିତି ବୁଝାଇବେ

ସାଧାରଣ ଭାବେ ବଡ଼ ଲୋକଙ୍କ ଅପେକ୍ଷା ଛୋଟ ପିଲାମାନେ ଅଧିକ ଭାବପ୍ରବଣ ହୋଇଥାନ୍ତି । ଛୋଟ ଛୋଟ କଥାରେ ସେମାନେ ଖୁସି ହୋଇଯାଆନ୍ତି, ସେହିପରି ଛୋଟ କଥାରେ ମଧ୍ୟ ଦୁଃଖୀ ହୋଇଥାନ୍ତି । ତେବେ ଅନେକ ସମୟରେ ପିଲାମାନଙ୍କଠାରେ…

ଭାରତରେ ଖେଳାଯିବନି ମହିଳା ଟି-୨୦ ବିଶ୍ୱକପ: ଅନୁରୋଧ କରିଥିଲା ବାଂଲାଦେଶ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପକୁ ନେଇ ଆଶଙ୍କା ଦେଖାଦେଇଛି । ବାଂଲାଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱକପ୍ କିପରି ଖେଳାଯିବ, ସେ ନେଇ ଆଲୋଚନା-ପର୍ଯ୍ୟାଲୋଚନା ଲାଗି ରହିଛି ।…

(Video) ସହିଦ ଯବାନଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା: ସ୍ୱାଧୀନତା ଦିବସରେ ରାଜ୍ୟପାଳଙ୍କ ଘୋଷଣା

ଭୁବନେଶ୍ୱର: ଆଜି ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଉତ୍ସବମୁଖର ହୋଇଛି ସାରା ଭାରତ । କିନ୍ତୁ ଆଜି ଭଳି ଦିନରେ କାନ୍ଦି ଉଠିଛି ଦେଶକୁ ରକ୍ଷା କରିବା ପାଇଁ ସୀମାରେ ସହିଦ ହୋଇଥିବା ବୀର ଯବାନଙ୍କ ପରିବାର । ଏହାସହିତ ଏହି…

ବିନା ସୁଧରେ ମିଳିବ ୫୦ ଲକ୍ଷ ଲୋନ୍… ସ୍ୱାଧୀନତା ଦିବସ ଅବସରରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା!

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଳନ ହେଉଛି ଭାରତର ୭୮ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ ହଜାର ମେଡିକାଲ ସିଟ୍ ଭେଟି ଦେବା ପାଇଁ ଘୋଷଣା କରିଛନ୍ତି ।…

କାହିଁକି ଖସି ପଡ଼ିଲେ ବଡ଼ ଠାକୁର? ଜଣା ପଡ଼ିଲା ଆଡ଼ପ ପହଣ୍ଡି ଅଘଟଣର ପ୍ରକୃତ କାରଣ

ଓଡ଼ିଶା ଭାସ୍କର: ଚଳିତବର୍ଷ ପବିତ୍ର ରଥଯାତ୍ରାରେ ଘଟିଯାଇଛି ଏକ ବିରାଟ ଅଘଟଣ । ଆଡ଼ପ ପହଣ୍ଡି ସମୟରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ରଥରୁ ଖସି ପଡ଼ିଛନ୍ତି । ଏହି ଅଘଟଣକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଏଭଳି ଏକ…