fbpx

ସରିଲା ‘Jersey No. 16’ର ହକି ଯାତ୍ରା: ଇଣ୍ଡିଆନ୍ ହକିରୁ ବିଦାୟ ନେଲା ଶ୍ରୀଜେଶଙ୍କ ଜର୍ସି

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ଷ୍ଟାର ଗୋଲ୍ କିପର୍ ପି.ଆର. ଶ୍ରୀଜେଶଙ୍କୁ ମିଳିଛି ଏକ ବଡ଼ ସମ୍ମାନ । ହକି ଇଣ୍ଡିଆ ତରଫରୁ ଶ୍ରୀଜେଶଙ୍କୁ ଏକ ମହାନ୍ ସମ୍ମାନରେ ସମ୍ମାନିତ କରାଯାଇଛି । ଭାରତୀୟ ହକିରୁ ସବୁ ଦିନ ପାଇଁ…

ହଜିଯାଇଛି କି Aadhar Card? ଆଧାର ନମ୍ବର ମନେ ନଥିଲେ ବି ମିଳିବ କାର୍ଡ: ଜାଣନ୍ତୁ କେମିତି

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଆଧାର କାର୍ଡ ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରଥମ ପରିଚୟ ପତ୍ର ପାଲଟିଛି । ଯେକୌଣସି କାର୍ଯ୍ୟ ବା ଯୋଜନାରେ ସାମିଲ ହେବା ପାଇଁ ଆଧାର କାର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ…

Big Breaking; ଭିନେଶଙ୍କୁ ପୁଣି ମିଳିଲା ତାରିଖ: Silver Medal ମାମଲାରେ ଆଉ ଏକ Date ଦେଲେ କୋର୍ଟ

ନୂଆଦିଲ୍ଲୀ: ଆଶା-ନିରାଶାର ମାୟାଜାଲ ଭିତରେ ଫସି ରହିଛନ୍ତି ଭାରତୀୟ ରେସଲର ଭିନେଶ ଫୋଗାଟ । କୋର୍ଟ ପୁଣିଥରେ ଆଉ ଏକ ନୂଆ ତାରିଖ ଘୋଷଣା କରିଛନ୍ତି । ଭିନେଶଙ୍କ ଅପିଲରେ ଶୁଣାଣି ପାଇଁ ଆଉ ଏକ ନୂଆ ତାରିଖ ଧାର୍ଯ୍ୟ…

ସାବଧାନ୍! ଚପଲ ପିନ୍ଧି ବାଇକ୍ ଚଳାଉଛନ୍ତି କି? ଚାଲାଣ କାଟିବେ ଟ୍ରାଫିକ ପୋଲିସ… କେତେ ଟଙ୍କା ପଡ଼ିବ ଫାଇନ୍?

ନୂଆଦିଲ୍ଲୀ: ଲୋକମାନେ ସାଧାରଣତଃ ଚାଲାଣ କଟିବାର ୨/୪ କାରଣ ଜାଣନ୍ତି, କିନ୍ତୁ ଏହାର ଅନେକ କାରଣ ରହିଛି । ମୋଟର-ଯାନ ଆକ୍ଟ ୨୦୧୯ ରେ ଯେତେବେଳେ ସଂଶୋଧନ କରାଯାଇଥିଲା, ସେଥିରେ କିଛି ପରିବର୍ତ୍ତନ କରାଯାଇଥିଲା ।…

Team Indiaର ଘରୋଇ ସିଜନ କାର୍ଯ୍ୟକ୍ରମରେ ପରିବର୍ତ୍ତନ: ନୂଆ Schedule ଜାରି କଲା BCCI

ନୂଆଦିଲ୍ଲୀ: ଭାରତୀୟ ଦଳର ଘରୋଇ ସିଜନ ୨୦୨୪-୨୫ରେ ଏକ ବଡ଼ ପରିବର୍ତ୍ତନ କରିଛି ବିସିସିଆଇ । ଏ ନେଇ ବୋର୍ଡ ତରଫରୁ ପରିବର୍ତ୍ତିତ ସୂଚୀ ଜାରି ହୋଇଛି । ନୂଆ ଷ୍ଟାଡିୟମରେ ଖେଳାଯିବ ଭାରତର ଘରୋଇ ମ୍ୟାଚ୍ । ଭାରତ ଏବଂ…

ମୋଦୀଙ୍କ ନିମନ୍ତ୍ରଣ, ଲାଲକିଲାକୁ ଆସିବେ ଏହି ଅତିଥି: ସ୍ୱାଧୀନତା ଦିବସରେ ମିଳିଲା ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦିଲ୍ଲୀର ଲାଲକିଲାରେ ଅନୁଷ୍ଠିତ ହେବ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ପତାକା ଉତ୍ତୋଳନ କରିବେ । ତେବେ ଏହି ଅବସରରେ ସେ କିଛି ବିଶେଷ…

ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ: ଭୁବନେଶ୍ୱରରୁ ପୁରୀ ହେବ ୬ ଲେନ୍… କମିବ ଦୁର୍ଘଟଣା?

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପୂର୍ବରୁ ଓଡ଼ିଶାବାସୀଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଧାନୀ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀକୁ ଏବେ ୬ଟି ଲେନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା…

ଗୋଟିଏ ମ୍ୟାଚ ଜିତିବ ଟିମ ଇଣ୍ଡିଆ, ପୁଣି ଟ୍ରଫି ଛଡ଼ାଇ ନେବ ଅଷ୍ଟ୍ରେଲିଆ: ପୂର୍ବତନ ଅଧିନାୟକଙ୍କ ଦାବି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇପାରିବ । ଫଳରେ ଭାରତକୁ ବର୍ଡର ଗାଭାସ୍କାର ଟ୍ରଫି ହାତଛଡ଼ା କରିବାକୁ ପଡ଼ିବ । ଏଭଳି ଏକ ଭବିଷ୍ୟବାଣୀ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ…

(Video) ‘ସ୍ୱାଧୀନତା’ର ଅସଲି ଚମକ୍: ଦେଶଭକ୍ତି ଗୀତରେ Cute ଝିଅର ଜବରଦସ୍ତ Dance, କମ୍ପୁଛି ସୋସିଆଲ ମିଡିଆ

ଓଡ଼ିଶା ଭାସ୍କର: ଭାରତର ୭୮ତମ ସ୍ୱାଧୀନତା ଦିବସକୁ ଆଉ ୨ ଦିନ ବାକି ରହିଛି । କିନ୍ତୁ ଏବେଠାରୁ ଆକ୍ଟିଭ ହୋଇଗଲାଣି ସୋସିଆଲ ମିଡିଆ । ଫେସବୁକ, ଇନଷ୍ଟାଗ୍ରାମ ଇତ୍ୟାଦି ପ୍ଲାଟଫର୍ମରେ ଦେଶଭକ୍ତି ଗୀତକୁ ନେଇ ଅପଲୋଡ ହେଉଛି…

କ’ଣ ଘଟିଥିଲା ସେଦିନ? କୋଲକାତା ଦୁଷ୍କର୍ମ ମାମଲାରେ ଖୋଳତାଡ଼ କରିବ CBI: ହାଇକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଲକାତାର ଆର.ଜି ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ମାମଲାରେ ପୀଡ଼ିତାଙ୍କୁ ଯଥାଶୀଘ୍ର ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ବିଭିନ୍ନ…