fbpx

Sachin Jersey Number: ସଚିନଙ୍କ ଜର୍ସି ନମ୍ବରର କାହାଣୀ: ବେଜାନ ଦାରୁୱାଲା ସହ ରହିଛି ଲିଟିଲ ମାଷ୍ଟରଙ୍କ ଖାସ ସମ୍ପର୍କ

ନୂଆଦିଲ୍ଲୀ: କ୍ରିକେଟ ଜଗତର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ନେଇ ଆଉ ଏକ ରୋଚକ ତଥ୍ୟ ଏବେ ସାମନାକୁ ଆସିଛି । ଅନେକ କ୍ରୀଡାପ୍ରେମୀ ଏହାକୁ ଜାଣି ନଥାଇପାରନ୍ତି । ଏହି କାହାଣୀ ହେଉଛି ସଚିନଙ୍କ ଜର୍ସି ଏବଂ…

Special CBI କୋର୍ଟରେ ଆଜି ଶୁଣାଣି: ମଦ ଘୋଟାଲାରେ ସିସୋଦିଆଙ୍କ ପାଇଁ କ’ଣ ହେବ ରାୟ?

ନୂଆଦିଲ୍ଲୀ: ଦିଲ୍ଲୀର ସ୍ପେଶାଲ ସିବିଆଇ କୋର୍ଟରେ ଆଜି ମଦ ଘୋଟାଲାର ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି କରିବେ ମାନ୍ୟବର…

ରାଷ୍ଟ୍ରପତିଙ୍କୁ ଥିଲା ଭୟଙ୍କର ରୋଗର ବିପଦ: ମୃତ୍ୟୁକୁ ହରାଇ ଫେରିଛନ୍ତି ଜୋ ବାଇଡେନ୍

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ନିକଟରେ ଏକ ସର୍ଜରୀ କରାଇଛନ୍ତି । ଛାତିରୁ ସଫଳତାପୂର୍ବକ 'ସ୍କିନ କ୍ୟାନ୍ସର'ର କ୍ଷତକୁ ହଟାଇ ଦିଆଯାଇଛି । ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା କହିଛନ୍ତି ଡାକ୍ତର…

Alert ଜାରି କଲା ପାଣିପାଗ ବିଭାଗ: କେଉଁଠି ବର୍ଷିବ ନିଆଁ ତ କେଉଁଠି ହେବ ମୂଷଳଧାରା

ନୂଆଦିଲ୍ଲୀ: ଚଳିତବର୍ଷ ସାରା ଦେଶରେ ଫେବୃଆରୀ ମାସରୁ ହିଁ ଆରମ୍ଭ ହୋଇଯାଇଛି ତାତିର ପ୍ରକୋପ । କିନ୍ତୁ ମଧ୍ୟପ୍ରଦେଶ, ମହାରାଷ୍ଟ୍ୟର ବିଦର୍ଭ, ଗୁଜୁରାଟ ଏବଂ ରାଜସ୍ଥାନ ଆଦି କିଛି ଅଞ୍ଚଳରେ ବଜ୍ରପାତ ସହିତ ପ୍ରବଳ ବର୍ଷା…

IPL ଏବଂ WPL ନିୟମରେ କ’ଣ ରହିଛି ପାର୍ଥକ୍ୟ? ପ୍ଲେଅଫରେ ପହଞ୍ଚିବା ପାଇଁ କ’ଣ ରହିଛି ରଣନୀତି

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ବହୁ ପ୍ରତିକ୍ଷୀତ ଟୁର୍ଣ୍ଣାମେଣ୍ଟ ମହିଳା ପ୍ରିମିୟର ଲିଗ୍ । ଆଇପିଏଲ ଢାଞ୍ଚାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି ବିସିସିଆଇ । ଆଜିର ପ୍ରଥମ ମ୍ୟାଚରେ ଗୁଜୁରାଟ ଜିଆଣ୍ଟସ ଏବଂ…

ଚଳିତବର୍ଷ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ: ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀଙ୍କୁ ନେଇ ଲାଗୁଛି ଡର

ନୂଆଦିଲ୍ଲୀ: ଅନେକ ଜ୍ୟୋତିର୍ବିଦ ପୃଥିବୀର ବୟସ ଏବଂ ବିନାଶ ଉପରେ ଭବିଷ୍ୟବାଣୀ କରିଛନ୍ତି । କିନ୍ତୁ ଫ୍ରାନ୍ସର ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିଦ ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାକୁ ନେଇ ଲୋକଙ୍କ ମନରେ ଛନକା ପଶିଛି ।…

ଆରବପତିରୁ ବନିଗଲେ ରୋଷେୟା! ନିଜେ ରାନ୍ଧି ପିଲାର କରାଇଲେ ଅନ୍ନପ୍ରାସନ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ କମ୍ପାନୀର ସଂସ୍ଥାପକ ବିଲ ଗେଟ୍ସ ଏବେ ଅଫିସ ଛାଡି ରୋଷେଇ ଘରେ ଦେଖିବାକୁ ମିଳିଛନ୍ତି । ଗୁରୁବାର ସେ ଏକ ଭାରତୀୟ ଶିଶୁର ଅନ୍ନପ୍ରାଶନ କରାଇବା ସହିତ ତାକୁ ଖେଚୁଡି ରାନ୍ଧିବାର ବିଧି ମଧ୍ୟ…

ଟ୍ରକ୍-ବସ୍ ଧକ୍କା ଭିତରେ ଚାଲିଗଲା ୮ଟି ନିରୀହ ଜୀବନ: ୧୫ ଜଣ ଏବେ ବି ଗୁରୁତର

ଅମ୍ବାଲା: ହରିୟାଣାର ଅମ୍ବାଲା ଜିଲ୍ଲାରେ ଘଟିଯାଇଛି ଏକ ଭୟଙ୍କର ସଡକ ଦୁର୍ଘଟଣା । ସ୍ଥାନୀୟ କକ୍କଡ ମାଜରା ଗ୍ରାମ ନିକଟରେ ଏକ ଟ୍ରକ ଗୋଟିଏ ବସକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା…

Pakistan ପାଇଁ କାଳ ହେଉଛି ଦରଦାମ ବୃଦ୍ଧି: ୨୮୫ ଟଙ୍କାରେ ପହଞ୍ଚିଲା ଡଲାର

ନୂଆଦିଲ୍ଲୀ: ପାକିସ୍ତାନରେ ନିୟନ୍ତ୍ରଣ ବାହାରକୁ ଯାଇଛି ମୁଦ୍ରାସ୍ଫିତୀ । ଦରଦାମ୍ ବୃଦ୍ଧି ଏବେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । କାରଣ ଆମେରିକୀୟ ଡଲାରର ମୂଲ୍ୟ ଏବେ ପାକିସ୍ତାନରେ ୨୮୫ ଟଙ୍କାରେ ପହଞ୍ଚି ସାରିଛି,…

HDFC Bankରେ ଅଛି କି ଆକାଉଣ୍ଟ? ଏହି SMS ଆସୁଥିଲେ ହୋଇଯାଆନ୍ତୁ ସାବଧାନ…

ନୂଆଦିଲ୍ଲୀ: ଦେଶରେ ସାଇବର କ୍ରାଇମର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଣ୍ଟ ଫର୍ଜରୀର ଅନେକ ମାଲା ରିପୋର୍ଟ କରାଯାଉଛି । ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ସେମାନଙ୍କୁ…