ଖୁସି ଖବର, ଜୁନ ମାସରୁ ମହିଳାଙ୍କ ଖାତାକୁ ଟଙ୍କା ପଠାଇବେ ସରକାର: ମାସକୁ ମିଳିବ ଏତିକି ଟଙ୍କା

ମୁମ୍ବାଇ: ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ୧.୨୫ କୋଟି ମହିଳାଙ୍କ ପାଇଁ ଖୁସିଖବର ଆଣିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ତରପରୁ ମହିଳା ଏବଂ ଝିଅମାନଙ୍କ ପାଇଁ…

ସରକାରୀ ଚାକିରି, NCERTର ୩୪୭ ନୂଆ ପଦବୀରେ ମିଳିବ ନିଯୁକ୍ତି, ଏବେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ଅପେକ୍ଷା କରିଥିବା ପ୍ରାର୍ଥିମାନଙ୍କ ପାଇଁ ଆସିଲା ବଡ ଖବର । ଏନସିଇଆରଟିରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ନେସନାଲ କାଉନ୍ସିଲ ଅଫ ଏଜୁକେସନାଲ…

ବୈଜ୍ଞାନିକ ଦେଲେଣି ଚେତାବନୀ: ଏହି ଦିନ ମଣିଷକୁ ଜବାବ ଦେବେ ଏଲିୟନ୍ସ, ଆଉ କେତେ ବର୍ଷ?

ନୂଆଦିଲ୍ଲୀ: ଅନ୍ୟ ଗ୍ରହ ଏବଂ ସେଠାକାର ଏଲିୟନ୍ସମାନଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । ସେମାନଙ୍କ ଉପରେ ସବୁବେଳେ ବୈଜ୍ଞାନିକ ମାନେ ରିସର୍ଚ୍ଚ କରୁଥିବା ବେଳେ ପ୍ରାୟତଃ କଳ୍ପନା ଜଳ୍ପନା ଚାଲିଛି । ତେବେ ଆଜି…

ପାଣିପାଗ ସୂଚନା! ରାଜ୍ୟରେ ଆହୁରି ୪ ଦିନ ରହିବ କାଳବୈଶାଖୀ: ତଳକୁ ଖସିବ ପାରଦ

ଭୁବନେଶ୍ୱର: ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଓଡିଶାର ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ରାଜ୍ୟର କିଛିଟା ଅଞ୍ଚଳରେ କାଳବୈଶାଖୀ ଲାଗି ରହିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏହି କାଳବୈଶାଖୀର ପ୍ରଭାବରେ…

ସମ୍ବଲପୁର ଝାମେଲା: ଝାରସୁଗୁଡାରେ ବିଜେପିର ୪ ଜଣିଆ ଟିମ, ବ୍ରିଜେଶ ଲାଲାଙ୍କ ନେତୃତ୍ୱରେ ହେବ ସ୍ଥିତି ଅନୁଧ୍ୟାନ

ଝାରସୁଗୁଡା: ସମ୍ବଲପୁର ହିଂସାକାଣ୍ଡ ବର୍ତ୍ତମାନ ଟିକିଏ ଶାନ୍ତ ପଡିଥିବା ଦେଖିବାକୁ ମିଳିଛି । ତେବେ ଭାରତୀୟ ଜନତା ପାର୍ଟିର ଏକ ଟିମ୍ ଏହାର ସ୍ଥିତି ଅନୁଧ୍ୟାନ କରିବାକୁ ଝାରସୁଗୁଡାରେ ପହଞ୍ଚିଛନ୍ତି । ରାଜଧାନୀ…

ସାବଧାନ୍! ସାରା ରାତି ଅନ୍ ରହୁଛି କି ଘରର Wi-Fi ? ଏହା ବଡ ବିପଦର କାରଣ ହୋଇପାରେ

ନୂଆଦିଲ୍ଲୀ: ମଣିଷ ବର୍ତ୍ତମାନ ଏପରି ଅନେକ ଜିନିଷ ଦ୍ୱାରା ଘେରି ରହିଛି, ଯାହା ଦୃଶ୍ୟମାନ ହୁଏନି କିନ୍ତୁ ତାଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ସାବ୍ୟସ୍ତ ହୁଏ । ୱାଇଫାଇ ମଧ୍ୟ ଏଥି ମଧ୍ୟରୁ ଗୋଟିଏ । ତେବେ ସଞ୍ଚାର…

ଫାଶୀ ଲଗାଇ ଲୋକପ୍ରିୟ କୋରିଓଗ୍ରାଫରଙ୍କ ଆତ୍ମହତ୍ୟା: ମୃତ୍ୟୁ ପୂର୍ବରୁ ଭିଡିଓ ସେୟାର କରିଥିଲେ ଚୈତନ୍ୟ

ମୁମ୍ବାଇ: ସାଉଥ ସିନେମାର ଲୋକପ୍ରିୟ କୋରିଓଗ୍ରାଫର ଚୈତନ୍ୟ ମାଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏପ୍ରିଲ ୩୦ ତାରିଖରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଚୈତନ୍ୟ ଆଣିଥିବା ଋଣଭାର ସୁଝିବାର…

୫ ବର୍ଷରେ ଭାରତୀୟ ଚାକିରୀ ବଜାର ଦେଖିପାରେ ୨୨% ମନ୍ଥର: ବିଶ୍ୱ ଅର୍ଥନୈତିକ ଫୋରମ

ନୂଆଦିଲ୍ଲୀ: ଆସନ୍ତା ୫ ବର୍ଷ ମଧ୍ୟରେ ଭାରତୀୟ ଚାକିରି ବଜାରରେ ୨୨ ପ୍ରତିଶତ ପର୍ଯ୍ୟନ୍ତ ମନ୍ଥର ଦେଖିବାକୁ ମିଳିବା ନେଇ ଅନୁମାନ କରାଯାଉଛି । ଏଆଇ ମେସିନ, ମେସିନ ଲର୍ଣ୍ଣିଙ୍ଗ ଏବଂ ଡାଟା ସେଗମେଣ୍ଟରେ ଆସୁଥିବା ଶୀର୍ଷ…

ରାଜସ୍ଥାନର ଶତକବୀର, ଯଶସ୍ୱୀ ଜଏସ୍ୱାଲ: ଦିନେ ରାସ୍ତା କଡରେ ବିକ୍ରି କରୁଥିଲେ ଗୁପଚୁପ

ନୂଆଦିଲ୍ଲୀ: ଦିନେ ରାସ୍ତା କଡ଼ରେ ଗୁପଚୁପ ବିକୁଥିବା ୬ ଫୁଟର ଗୋଟିଏ ପିଲା ଆଜି ସାରା ଭାରତ ପାଇଁ ଗର୍ବ ଆଣି ଦେଇଛି । ମାତ୍ର ୨୧ ବର୍ଷ ବୟସରେ ୱାନଖେଡେ ଷ୍ଟାଡିୟମରେ ଟିମ୍ ପାଇଁ ହାସଲ କରିଛନ୍ତି ଏକ ଦମଦାର ଶତକ ।…

ସମ୍ପର୍କ ସ୍ଥାପନାର ଆଶା ନଥିଲେ ହୋଇପାରିବ ଛାଡପତ୍ର: ବିବାହ ଉପରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ବିବାହ ସମ୍ପର୍କ ଏବଂ ଛାଡପତ୍ରକୁ ନେଇ ଏକ ବଡ ଘୋଷଣା କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କେଉଁ କାରଣରୁ ଛାଡପତ୍ରକୁ ମଞ୍ଜୁରୀ ମିଳିପାରିବ ସେ ନେଇ ରାୟ ଦେଇଛନ୍ତି କୋର୍ଟର ସମ୍ବିଧାନ ପୀଠ । ସେ କହିଛନ୍ତି…