(Video) ‘ଦୟା’କୁ କାହିଁକି ଗୁଳି ମାରିଲେ ଅଭିଜିତ? CIDର ପ୍ରୋମୋକୁ ନେଇ ବଢୁଛି Suspense

ଓଡ଼ିଶା ଭାସ୍କର: ୬ ବର୍ଷ ପରେ ପୁଣିଥରେ ଛୋଟ ପରଦାକୁ ଫେରୁଛି ବହୁ ଚର୍ଚ୍ଚିତ ଟିଭି ସିରିଜ ସିଆଇଡି । ଏହାର ପ୍ରଥମ ପ୍ରୋମୋ ରିଲିଜ ହୋଇସାରିଛି । ପ୍ରଥମ ପ୍ରୋମୋକୁ ଦେଖି ଫ୍ୟାନ୍ସମାନଙ୍କ ସସପେନ୍ସ ଆହୁରି ବଢିଯାଇଛି ।…

ନୂଆ Captain ପାଇଲା ପାକ୍ କ୍ରିକେଟ ଟିମ୍: ବାବରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ନେତୃତ୍ୱ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ବାବର ଆଜମଙ୍କୁ ଦଳର ଅଧିନାୟକ ପଦରୁ ବାଦ୍ ଦେବା ପରେ ନୂଆ ଅଧିନାୟକ ବାଛିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏହାସହିତ ଦଳ ପାଇଁ ନୂଆ…

ଉତ୍କଳ ହସ୍ପିଟାଲ ପାଳୁଛି Breast Cancer ସଚେତନତା ମାସ: Pink Marathon ଆୟୋଜନ ସହ ବାଣ୍ଟିଲା ସତର୍କବାଣୀ

ଭୁବନେଶ୍ୱର: ସ୍ତନ କର୍କଟ ସଚେତନତା ପାଇଁ ଭୁବନେଶ୍ଵର ନୀଳାଦ୍ରି ବିହାର ଠାରେ ଥିବା ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲଟି ଉତ୍କଳ ହସ୍ପିଟାଲ୍ ତରଫରୁ , ପିଙ୍କ୍ ମାରାଥନ ଆୟୋଜନ କରାଯାଇଥିଲା । ଏହି ପିଙ୍କ୍…

୨୫ ଲକ୍ଷ ଦୀପରେ ଝଲସିବ ‘ଶ୍ରୀରାମ ନଗରୀ’: ଅଯୋଧ୍ୟାରେ ପହଞ୍ଚିଲା ୯୨୦୦୦ ଲିଟର ତେଲ, ପାଳନ ହେବ ମହାଦୀପୋତ୍ସବ

ନୂଆଦିଲ୍ଲୀ: ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପର ମିଞ୍ଜି ମିଞ୍ଜି ଆଲୋକରେ ଝଲସି ଉଠିବ ସାରା ଭାରତବର୍ଷ । ଲଙ୍କା ବିଜୟ ପରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍‌କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ଦୀପାବଳି ଭାବରେ ପାଳନ…

BGT Trophy-2024; ନାହାନ୍ତି ଶାମୀ, ଋତୁରାଜ କି ଇଶାନ୍‌… ଟିମ ଇଣ୍ଡିଆର ଚୟନକୁ ନେଇ ଉଠୁଛି ପ୍ରଶ୍ନ, କାହିଁକି ମିଳିଲାନି ସୁଯୋଗ?

ଓଡ଼ିଶା ଭାସ୍କର: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଚୟନ ହୋଇଯାଇଛି । ନଭେମ୍ବର ୨୨ ତାରିଖରୁ ଏହି ସିରିଜ ଖେଳାଯିବାକୁ ସୂଚୀ ରହିଛି । ଏଥିପାଇଁ ଟିମ ଇଣ୍ଡିଆ ୧୮ ଜଣିଆ ଏକ ଟିମ୍ ଘୋଷଣା…

Internet ଉପରେ ଲାଗିଲା ବ୍ୟାନ୍ ଆଦେଶ: କାହିଁକି ସରକାର ନେଲେ ବଡ଼ ପଦକ୍ଷେପ?

ନୂଆଦିଲ୍ଲୀ: ବର୍ତ୍ତମାନ ମୁହୂର୍ତ୍ତରେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ପାଲଟି ଯାଇଛି । ପ୍ରତ୍ୟେକ ଛୋଟ-ବଡ଼ କାମ ପାଇଁ ଇଣ୍ଟରନେଟର ବ୍ୟବହାର ଆବଶ୍ୟକ ହୋଇପଡ଼ିଛି ।…

ଖୋଲିବ ନୂଆ ଆୟୁର୍ବେଦିକ ହସ୍ପିଟାଲ: ଆୟୁର୍ବେଦିକ ଚିକିତ୍ସାକୁ ଗୁରୁତ୍ୱ ଦେଉଛି ଓଡ଼ିଶା

ଭୁବନେଶ୍ୱର: ବର୍ତ୍ତମାନ ଆୟୁର୍ବେଦିକ ଚିକିତ୍ସା ପ୍ରତି ଗୁରୁତ୍ୱ ଦିଆଯାଉଛି । ଆସନ୍ତା ୨୯ ତାରିଖରେ ଆୟୁର୍ବେଦିକ ଦିବସ ପାଳନ କରିବା ସହ ଏହି ଦିନ ଓଡ଼ିଶାକୁ ମିଳିବ ଆଉ ଏକ ଉପହାର । ୨୯ ତାରିଖରେ ଏକ ନୂଆ ଆୟୁର୍ବେଦିକ…

Big Breaking; ୨୯ ତାରିଖରେ ଓଡ଼ିଶାକୁ ମିଳିବ ଆୟୁଷ୍ମାନ କାର୍ଡ: ଯୋଜନାର ଶୁଭାରମ୍ଭ କରିବେ ମୋଦୀ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ୨୯ ତାରିଖରେ ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସି ଜରିଆରେ ଏହି…

ଦିୱାଲୀରେ ବାଣ ପ୍ରତି ସାବଧାନ୍! ଭୟଙ୍କର ହୋଇପାରେ ଛୋଟିଆ ବାଣର ଧୂଆଁ, ୨୯୩୨ ସିଗାରେଟ ଭଳି କରିପାରେ ପ୍ରଦୂଷଣ

ନୂଆଦିଲ୍ଳୀ: ଦୀପାବଳି ଆସିଲା ମାନେ ସର୍ବପ୍ରଥମେ ମନକୁ ଯେଉଁ ଭାବନା ଆସେ ତାହା ହେଉଛି ବାଣ ଫୁଟାଇବା । କିନ୍ତୁ ଆପଣ ଜାଣନ୍ତି କିଛି ବାଣ ଅଛି ଯାହା ବାୟୁ ପ୍ରଦୂଷଣ ବା ଆମ ଶରୀର ପାଇଁ କେତେ କ୍ଷତିକାରକ ଅଟେ ।…

WTC ଫାଇନାଲରୁ ବାଦ୍ ପଡ଼ିବ ଟିମ ଇଣ୍ଡିଆ! ନ୍ୟୁଜିଲାଣ୍ଡ ସିରିଜ ପରାଜୟ ପରେ ରୋହିତ ସେନାକୁ ଝଟକା..

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ୧୨ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଘରୋଇ ମାଟିରେ ଟେଷ୍ଟ ସିରିଜ ପରାସ୍ତ ହୋଇଛି । ଉଭୟ…