fbpx

ଓଡ଼ିଶାରେ ଆରମ୍ଭ ହେବ ‘PM Shri Schools’: ସବୁ ବ୍ଲକ-ପୌରାଞ୍ଚଳରେ ଖୋଲିବ ୨ଟି ସ୍କୁଲ

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ପରିବର୍ତ୍ତନ ଆସିଛି । ରାଜ୍ୟରେ ଲାଗୁ ହୋଇଛି ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ । ପିଏମ ଶ୍ରୀ ସ୍କୁଲ ଏହି ବ୍ୟବସ୍ଥାରେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ୨ଟି…

ଶ୍ରୀମନ୍ଦିର ଭିତରେ ପାଉଁଜିର ଶବ୍ଦ… ରାତିରେ ମନ୍ଦିର ଭିତରେ କିଏ? ବଡ଼ ଦେଉଳରେ ତୁଳସୀଙ୍କ କାହାଣୀ ଜାଣନ୍ତୁ

ଓଡ଼ିଶା ଭାସ୍କର: ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ ଭାଇ ଏବଂ ସାନ ଭଉଣୀଙ୍କୁ ନେଇ ଭକ୍ତର ଦୁଃଖ ବୁଝିବା ପାଇଁ ବଡ଼ ଦେଉଳରୁ ବାହାରି ଆସିଛନ୍ତି ବଡ଼ ଠାକୁର ।…

UGCର ନୂଆ ପଲିସି: ପିଲାଙ୍କ Fees ଫେରାଅ, ନଚେତ୍ ରଦ୍ଦ ହେବ କଲେଜ ମାନ୍ୟତା!

ନୂଆଦିଲ୍ଲୀ: ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଅନେକ ଅଭିଯୋଗ ପରେ ଏକ ବଡ଼ ନିଷ୍ପତ୍ତି ନେଇଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(UGC) । ପିଲାମାନଙ୍କ ଫି’କୁ ନେଇ ନୂଆ ପଲିସି ପ୍ରସ୍ତୁତ କରାଯାଇଛି । ଫି’ ରିଫଣ୍ଡ…

(Video) ରୋହିତଙ୍କ ସହ ଏ ସୁନ୍ଦରୀ କିଏ ? ଭାରତୀୟ କ୍ରିକେଟ ଟିମରେ ମହିଳାଙ୍କୁ ମିଳିଛି ପ୍ରମୁଖ ଦାୟିତ୍ୱ

ଓଡ଼ିଶା ଭାସ୍କର: ଟି-୨୦ ବିଶ୍ୱକପ୍ ଜିତି ଚମ୍ପିଆନ୍ ପାଲଟିଛି । ଏହି ଟ୍ରଫି ୧୭ ବର୍ଷ ପରେ ଭାରତକୁ ଫେରିଥିବାରୁ ସାରା ଦେଶରେ ସେଲିବ୍ରେସନ୍ ଜାରି ରହିଛି । ତେବେ ଟିମ ଇଣ୍ଡିଆର ସମସ୍ତ ସଦସ୍ୟଙ୍କ ସେଲିବ୍ରେସନ ଫଟୋ…

ଆସନ୍ତା ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର! ତଦାରଖ କମିଟି ଦେଲା ପ୍ରସ୍ତାବ

ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଓଡ଼ିଶା ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ବୈଠକ ଜାରି ରହିଛି । ତେବେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ…

ମହାଲକ୍ଷ୍ମୀଙ୍କ ଆଦେଶରେ ରତ୍ନବେଦୀକୁ ଜଗୁଛନ୍ତି ମା ବେଢାକାଳୀ: ଶ୍ରୀମନ୍ଦିରରେ ଭଦ୍ରକାଳୀ ରୂପରେ ପାଆନ୍ତି ପୂଜା

ଓଡ଼ିଶା ଭାସ୍କର: ଶ୍ରୀମନ୍ଦିର ଛାଡ଼ି ଭକ୍ତଙ୍କ ଗହଳିଙ୍କୁ ଆସିଛନ୍ତି ଜଗମୋହନ । ରତ୍ନବେଦୀରୁ ବାହାରି ଭକ୍ତର ଦୁଃଖ ହରଣ କରିବାକୁ ବଡ଼ ଦେଉଳରୁ ବାହାରିଛନ୍ତି ପତିତପାବନ । ମାଉସୀ ମା’ଙ୍କୁ ଦେଇଥିବା କଥା ରକ୍ଷା କରି…

ରୋହିତ-କୋହଲି ଖେଳିବେନି ଦିନିକିଆ ସିରିଜ! ଶ୍ରୀଲଙ୍କା ବିପକ୍ଷରେ କଡ଼ା ମୁକାବିଲା

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ ଉପରେ କବଜା କରିସାରିଛି ଟିମ ଇଣ୍ଡିଆ । ଏହାପରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ଫର୍ମାଟରୁ ବିଦାୟ ନେଇଛନ୍ତି । ଏହାସହିତ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା…

(Video) ଅଲଗା ହେଲେ ହାର୍ଦ୍ଦିକ-ନତାଶା? ବିଶ୍ୱକପ୍ ପରେ ବଡ଼ ନିଷ୍ପତ୍ତି ନେଲେ ଦମ୍ପତ୍ତି! ଛାଡ଼ପତ୍ର ନେଇ ନତାଶାଙ୍କ ଇସାରା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଚମ୍ପିଆନ୍ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ବିଶ୍ୱକପ ବିଜୟରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । କିନ୍ତୁ ନିଜ ବୈବାହିକ ଜୀବନରେ ହାରି ଯାଇଛନ୍ତି ହାର୍ଦ୍ଦିକ । ପତ୍ନୀ ନତାଶାଙ୍କ ସହ…

Vastu Tips: ବାସ୍ତୁ ଦୋଷ ଦୂର କରେ ମୟୂର ପଙ୍ଖ: ଦୁଃଖ-ବ୍ୟାଧି ହଟାଇ ଭରିଦିଏ ଶାନ୍ତି

ଓଡ଼ିଶା ଭାସ୍କର: ମଣିଷ ସବୁବେଳେ ସୁଖ ଶାନ୍ତିରେ ରହିବାକୁ ଇଚ୍ଛା କରିଥାଏ । ଯଦି ଘରେ ଅଭାବ ଅନଟନ ଓ କଳିଝଗଡ଼ା ଲାଗି ରୁହେ ତାହାହେଲେ ମଣିଷ ସବୁବେଳେ ଟେନସନରେ ରହିଥାଏ । ଘରର ବାସ୍ତୁଦୋଷ ଥିଲେ ଏପରି ସମସ୍ୟା ଭୋଗିବାକୁ…

ପରଲୋକରେ ଉଷା ଉତ୍ଥୁପଙ୍କ ପତି ଜାନୀ: ହୃଦଘାତ ଯୋଗୁଁ ହସ୍ପିଟାଲରେ ମୃତ୍ୟୁ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକା ପଦ୍ମଭୂଷଣ ସମ୍ମାନପ୍ରାପ୍ତ କଣ୍ଠଶିଳ୍ପୀ ଉଷା ଉତ୍ଥୁପଙ୍କ ଘରେ ଶୋକର ଛାୟା ଖେଳିଯାଇଛି । ଉଷାଙ୍କ ପତି ଜାନୀ ଚାକୋ ଉତ୍ଥୁପ ଆଜି ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି ।…